ୱେଷ୍ଟଇଣ୍ଡିଜ୍‌ ସ୍କ୍ୱାଡ୍‌କୁ ଫେରିଲେ କୀମୋ ପଲ

ସେଣ୍ଟ ଜୋନ୍ସ: ଆହତ ଯୋଗୁ ଭାରତ ବିପକ୍ଷ ପ୍ରଥମ ଟେଷ୍ଟରୁ ବାଦ୍‌ ପଡ଼ିଥିବା ୱେଷ୍ଟଇଣ୍ଡିଜ୍‌ ଅଲରାଉଣ୍ଡର କୀମୋ ପୋଲ କମ୍‌ବ୍ୟାକ୍‌ କରିଛନ୍ତି। ଆସନ୍ତା ୩୦ ତାରିଖରୁ ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜ୍‌ ଦ୍ୱିତୀୟ ଟେଷ୍ଟ ଖେଳିବ। ଏଥିପାଇଁ ଆଜି ୱେଷ୍ଟଇଣ୍ଡିଜ୍‌ ତା’ର ୧୩ ଜଣିଆ ଖେଳାଳି ତାଲିକା ଘୋଷଣା କରିଛି। ଏଥିରେ କୀମୋ ପଲଙ୍କୁ ସାମିଲ କରାଯାଇଛି। କୀମୋ ପଲଙ୍କ ବଦଳରେ ପ୍ରଥମ ଟେଷ୍ଟ ଖେଳୁଥିବା ମିଜୁଏଲ କମିନ୍ସଙ୍କୁ ଏହି ସ୍କ୍ୱାଡରୁ ବାଦ ଦିଆଯାଇଛି। ସେହିପରି ଝାମର ହାମିଲଟନ୍‌ଙ୍କୁ […]

e

e

Hemant Lenka
  • Published: Wednesday, 28 August 2019
  • Updated: 28 August 2019, 03:22 PM IST

Sports

Latest News

ସେଣ୍ଟ ଜୋନ୍ସ: ଆହତ ଯୋଗୁ ଭାରତ ବିପକ୍ଷ ପ୍ରଥମ ଟେଷ୍ଟରୁ ବାଦ୍‌ ପଡ଼ିଥିବା ୱେଷ୍ଟଇଣ୍ଡିଜ୍‌ ଅଲରାଉଣ୍ଡର କୀମୋ ପୋଲ କମ୍‌ବ୍ୟାକ୍‌ କରିଛନ୍ତି। ଆସନ୍ତା ୩୦ ତାରିଖରୁ ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜ୍‌ ଦ୍ୱିତୀୟ ଟେଷ୍ଟ ଖେଳିବ। ଏଥିପାଇଁ ଆଜି ୱେଷ୍ଟଇଣ୍ଡିଜ୍‌ ତା’ର ୧୩ ଜଣିଆ ଖେଳାଳି ତାଲିକା ଘୋଷଣା କରିଛି। ଏଥିରେ କୀମୋ ପଲଙ୍କୁ ସାମିଲ କରାଯାଇଛି। କୀମୋ ପଲଙ୍କ ବଦଳରେ ପ୍ରଥମ ଟେଷ୍ଟ ଖେଳୁଥିବା ମିଜୁଏଲ କମିନ୍ସଙ୍କୁ ଏହି ସ୍କ୍ୱାଡରୁ ବାଦ ଦିଆଯାଇଛି। ସେହିପରି ଝାମର ହାମିଲଟନ୍‌ଙ୍କୁ ମଧ୍ୟ ୧୩ ଜଣିଆ ସ୍କ୍ୱାଡ୍‌ରେ ରଖାଯାଇଛି।

ଭାରତ ପ୍ରଥମେ ଟେଷ୍ଟକୁ ୩୧୮ ରନରେ ଜିତିଥିଲା। ଏବେ ଦ୍ୱିତୀୟ ଟେଷ୍ଟକୁ ଘରୋଇ ୱେଷ୍ଟଇଣ୍ଡିଜ୍ ଜିତିବା ପାଇଁ ପୂରା ଦମ ଲଗାଇବ।

ଇଣ୍ଡିଜ୍‌ ସ୍କ୍ୱାଡ୍‌: ଜେସନ ହୋଲ୍ଡର(ଅଧିନାୟକ), କ୍ରେଗ୍ ବ୍ରାଥୱେଟ୍, ଡାରେନ୍ ବ୍ରାଭୋ, ଶାମାରା ବ୍ରୁକ୍ସ, ଜନ୍ କ୍ୟାମ୍ପବେଲ୍, ରୋଷ୍ଟନ୍ ଚେଜ୍, ରାକୀମ କର୍ନୱାଲ୍, ଶ୍ୟାନନ୍ ଗାବ୍ରିଏଲ୍, ଶିମରନ୍ ହେଟମେୟର୍, ଶାଇ ହୋପ୍, କୀମୋ ପଲ୍, ଝାମର ହାମିଲଟନ୍‌ ଓ କେମାର ରୋଚ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story