ରୋହିତ୍‌ଙ୍କ ଆଉଟ୍ ପରେ ସ୍ଥିତି ସମ୍ଭାଳିଲେ ରାହୁଲ୍ ଓ ବିରାଟ୍‌

ମ୍ୟାଞ୍ଚେଷ୍ଟର: ଚଳିତ ବିଶ୍ୱକପର ଗୁରୁବାର ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ମ୍ୟାଚରେ ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା ଲାଗିଛି। ଟିମର ଷ୍ଟାର୍ ଓପ୍ନର ରୋହିତ୍ ଶର୍ମା ମାତ୍ର ୧୮ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି। ଭାରତ ଷଷ୍ଠ ଓଭରର ଅନ୍ତିମ ଭଲରେ ଇଣ୍ଡିଜ୍ ପେସର କେମାର ରୋଚଙ୍କ ଇନସୁଇଙ୍ଗ୍ ବଲକୁ ରୋହିତ୍ ହିଟ୍ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ବଲଟି ରୋହିତଙ୍କ ବ୍ୟାଟରେ ଇନସାଇଡ୍ ଏଜ୍ ନେଇ ସିଧା ୱିକେଟକିପର ଶାଇ ହୋପଙ୍କୁ ହାତକୁ […]

jj

jj

Hemant Lenka
  • Published: Thursday, 27 June 2019
  • Updated: 27 June 2019, 04:11 PM IST

Sports

Latest News

ମ୍ୟାଞ୍ଚେଷ୍ଟର: ଚଳିତ ବିଶ୍ୱକପର ଗୁରୁବାର ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ମ୍ୟାଚରେ ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା ଲାଗିଛି। ଟିମର ଷ୍ଟାର୍ ଓପ୍ନର ରୋହିତ୍ ଶର୍ମା ମାତ୍ର ୧୮ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି।

ଭାରତ ଷଷ୍ଠ ଓଭରର ଅନ୍ତିମ ଭଲରେ ଇଣ୍ଡିଜ୍ ପେସର କେମାର ରୋଚଙ୍କ ଇନସୁଇଙ୍ଗ୍ ବଲକୁ ରୋହିତ୍ ହିଟ୍ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ବଲଟି ରୋହିତଙ୍କ ବ୍ୟାଟରେ ଇନସାଇଡ୍ ଏଜ୍ ନେଇ ସିଧା ୱିକେଟକିପର ଶାଇ ହୋପଙ୍କୁ ହାତକୁ ଚାଲିଯାଇଥିଲା। ଏହା ଉପରେ ଅପିଲ୍ ଜୋରଦାର ହୋଇଥିଲେ ହେଁ, ଅମ୍ପାୟାର ଆଉଟ୍ ଦେଇନଥିଲେ।

କିନ୍ତୁ ଇଣ୍ଡିଜ୍ ବୋଲର ରୋଚ୍ ରିଭ୍ୟୁ ନେବା ପାଇଁ କହିଥିଲେ। ରିଭ୍ୟୁରେ ସ୍ପଷ୍ଟ ହୋଇଥିଲା ଯେ, ବଲଟି ରୋହିତଙ୍କ ବ୍ୟାଟରେ ବାଜିଥିଲା। ଅମ୍ପାୟାର ନିଜ ନିଷ୍ପତ୍ତି ବଦଳାଇ ରୋହିତଙ୍କୁ ଆଉଟ୍ ଘୋଷିତ କରିଥିଲେ। ତେବେ ଏହା ପରେ ରୋହିତ୍ ଶର୍ମା ଓ କ୍ୟାପଟେନ୍ ବିରାଟ୍‌ କୋହଲି ଟିମ୍ ସ୍ଥିତି ସମ୍ଭାଳିଛନ୍ତି।

ରିପୋର୍ଟ ଲେଖା ହେଲା ବେଳକୁ ଭାରତ ୧୬ ଓଭରରେ ୧ ୱିକେଟ୍ ହରାଇ ୭୨ ରନ୍ କରିଛି। ଲୋକେଶ ରାହୁଲ ୩୧ ଓ ବିରାଟ୍ କୋହଲି ୨୧ ରନ୍ କରି ଅପରାଜିତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story