ଇଣ୍ଡିଆ ଏ’ ସ୍କ୍ୱାଡରୁ ଖଲୀଲ ଅହମ୍ମଦ ଆଉଟ

ଖ୍ରୀଷ୍ଟଚର୍ଚ୍ଚ: ରିଷ୍ଟ ଜନିତ ସମସ୍ୟା ଯୋଗୁ ନ୍ୟୁଜିଲ୍ୟାଣ୍ଡ ଟୁର ଅଧାରୁ ଇଣ୍ଡିଆ ଏ’ ସ୍କ୍ୱାଡରୁ ବାଦ ପଡ଼ିଛନ୍ତି ଦ୍ରୁତ ବୋଲର ଖଲୀଲ ଅହମ୍ମଦ। ବିସିସିଆଇ ପକ୍ଷରୁ କୁହାଯାଇଛି, “ଜାନୁଆରୀ ୨୨ରେ ଇଣ୍ଡିଆ ଏ’ ଓ ନ୍ୟୁଜିଲ୍ୟାଣ୍ଡ ଏ’ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳା ଯାଉଥିଲା। ଏହି ସମୟରେ ଖଲୀଲଙ୍କ ବାମହାତ ରିଷ୍ଟରେ ବଲ ମାଡ଼ ହୋଇଥିଲା। ପରୀକ୍ଷା ପରେ ଏହା ସାମାନ୍ୟ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଏହି କାରଣରୁ ସେ ଏବେ ପୂରା ଟୁରରୁ ବାଦ […]

ed

ed

Hemant Lenka
  • Published: Saturday, 25 January 2020
  • Updated: 25 January 2020, 09:03 PM IST

ଖ୍ରୀଷ୍ଟଚର୍ଚ୍ଚ: ରିଷ୍ଟ ଜନିତ ସମସ୍ୟା ଯୋଗୁ ନ୍ୟୁଜିଲ୍ୟାଣ୍ଡ ଟୁର ଅଧାରୁ ଇଣ୍ଡିଆ ଏ’ ସ୍କ୍ୱାଡରୁ ବାଦ ପଡ଼ିଛନ୍ତି ଦ୍ରୁତ ବୋଲର ଖଲୀଲ ଅହମ୍ମଦ। ବିସିସିଆଇ ପକ୍ଷରୁ କୁହାଯାଇଛି, “ଜାନୁଆରୀ ୨୨ରେ ଇଣ୍ଡିଆ ଏ’ ଓ ନ୍ୟୁଜିଲ୍ୟାଣ୍ଡ ଏ’ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳା ଯାଉଥିଲା।

ଏହି ସମୟରେ ଖଲୀଲଙ୍କ ବାମହାତ ରିଷ୍ଟରେ ବଲ ମାଡ଼ ହୋଇଥିଲା। ପରୀକ୍ଷା ପରେ ଏହା ସାମାନ୍ୟ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଏହି କାରଣରୁ ସେ ଏବେ ପୂରା ଟୁରରୁ ବାଦ ପଡ଼ିଛନ୍ତି। ତାଙ୍କ ହାତରେ ପ୍ଲାଷ୍ଟର କରାଯାଇଛି।”

ତେବେ ବିସିସିଆଇ ପକ୍ଷରୁ ଖଲୀଲଙ୍କ ବଦଳ ଖେଳାଳି ଭାବେ କାହା ନାଁ ଘୋଷଣା କରାଯାଇନାହିଁ। ଖଲୀଲ ଭାରତ ପକ୍ଷରୁ ୧୧ଟି ଦିନିକିଆ ଓ ୧୪ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ଏ’ ବିପକ୍ଷରେ ମ୍ୟାଚ୍‌ ଖେଳୁଥିବା ଖଲୀଲ ପ୍ରଥମ ଦିନିକିଆରେ ୪ଟି ଓ ଦ୍ୱିତୀୟ ଦିନିକିଆରେ ୨ଟି ୱିକେଟ ନେଇଥିଲେ।

ଇଣ୍ଡିଆ ଏ’ ଓ ନ୍ୟୁଜିଲ୍ୟାଣ୍ଡ ଏ’ ମଧ୍ୟରେ ୩ଟି ଅନଅଫିସିଆଲ ଦିନିକିଆ ଖେଳାଯାଉଛି। ବର୍ତ୍ତମାନ ଏହି ସିରିଜ୍‌ ୧-୧ରେ ବରାବର ରହିଛି। ଆସନ୍ତାକାଲି ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story