ଖେଲୋ ଇଣ୍ଡିଆ ୟୁଥ ଗେମ୍‌: ପ୍ରିୟଙ୍କା, ଯତୀନ ଓ ଅସୀମଙ୍କୁ ସ୍ୱର୍ଣ୍ଣ

ଗୌହାଟୀ: ମହାରାଷ୍ଟ୍ରର ଅସୀମ ଅଙ୍କୁଶ ବାଦାଦେ ଓ ଉତ୍ତର ପ୍ରଦେଶର ଯତୀନ କୁମାର କାନୋଜିଆ ଖେଲୋ ଇଣ୍ଡିଆ ୟୁଥ ଗେମ୍‌ରେ ନିଜର ଦବଦବା ଜାରି ରଖିଛନ୍ତି। ଏହି ଦୁଇ ଖେଳାଳି ଆଜି ଜିମ୍ନାଷ୍ଟିକ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହି ପଦକ ପରେ ଅସୀମ ଓ ଯତୀନ ଖେଲୋ ଇଣ୍ଡିଆ ୟୁଥ ଗେମ୍‌ରେ ନିଜର ବ୍ୟକ୍ତିଗତ ପଦକ ସଂଖ୍ୟା ୩ରେ ପହଞ୍ଚାଇ ଦେଇଛନ୍ତି। ଅନ୍ୟପକ୍ଷରେ ଜିମ୍ନାଷ୍ଟିକ କରୁଥିବା ପ୍ରିୟଙ୍କା ଦାସଗୁପ୍ତା ଏହି ଦୁଇ ଖେଳାଳିଙ୍କ ଠାରୁ ଅଧିକ […]

p

p

Hemant Lenka
  • Published: Saturday, 11 January 2020
  • Updated: 11 January 2020, 07:15 PM IST

Sports

Latest News

ଗୌହାଟୀ: ମହାରାଷ୍ଟ୍ରର ଅସୀମ ଅଙ୍କୁଶ ବାଦାଦେ ଓ ଉତ୍ତର ପ୍ରଦେଶର ଯତୀନ କୁମାର କାନୋଜିଆ ଖେଲୋ ଇଣ୍ଡିଆ ୟୁଥ ଗେମ୍‌ରେ ନିଜର ଦବଦବା ଜାରି ରଖିଛନ୍ତି। ଏହି ଦୁଇ ଖେଳାଳି ଆଜି ଜିମ୍ନାଷ୍ଟିକ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହି ପଦକ ପରେ ଅସୀମ ଓ ଯତୀନ ଖେଲୋ ଇଣ୍ଡିଆ ୟୁଥ ଗେମ୍‌ରେ ନିଜର ବ୍ୟକ୍ତିଗତ ପଦକ ସଂଖ୍ୟା ୩ରେ ପହଞ୍ଚାଇ ଦେଇଛନ୍ତି।

ଅନ୍ୟପକ୍ଷରେ ଜିମ୍ନାଷ୍ଟିକ କରୁଥିବା ପ୍ରିୟଙ୍କା ଦାସଗୁପ୍ତା ଏହି ଦୁଇ ଖେଳାଳିଙ୍କ ଠାରୁ ଅଧିକ ଗୋଟିଏ ସ୍ୱର୍ଣ୍ଣ ପଦକ ଜିତି ନିଜର ବ୍ୟକ୍ତିଗତ ପଦକ ସଂଖ୍ୟା ୪ରେ ପହଞ୍ଚାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story