ଖୋର୍ଦ୍ଧା: ରାଜ୍ୟସ୍ତରୀୟ ଶବର କପ୍‌ରେ ଜଟଣୀ ଚାମ୍ପିଅନ

ଖୋର୍ଦ୍ଧା: ଖୋର୍ଦ୍ଧା ତଳଖେତାଠାରେ ୧୯ତମ ରାଜ୍ୟସ୍ତରୀୟ ଶବର କପ୍‌ ଫୁଟ୍‌ବଲ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି। ଫାଇନାଲରେ ଜଟଣୀ ଉତ୍କଳ ସ୍ପୋର୍ଟିଂ କଟକ ସ୍ପୋର୍ଟ୍ସ ହଷ୍ଟେଲକୁ ହରାଇ ଚାମ୍ପିଅନ ହୋଇଛି। ପୁରସ୍କାର ବିତରଣ ଉତ୍ସବରେ ସମାଜସେବୀ ପ୍ରଦୀପ୍ତ ପଟ୍ଟନାୟକ, ଜଟଣୀର ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ ଏବଂ ଶିଳ୍ପପତି ସଜ୍ଜନ ଅଗ୍ରୱାଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳକୁ ପୁରସ୍କୃତ କରିଥିଲେ।

football

football

Rakesh Mallick
  • Published: Monday, 21 November 2016
  • Updated: 21 November 2016, 07:52 PM IST

Sports

Latest News

ଖୋର୍ଦ୍ଧା: ଖୋର୍ଦ୍ଧା ତଳଖେତାଠାରେ ୧୯ତମ ରାଜ୍ୟସ୍ତରୀୟ ଶବର କପ୍‌ ଫୁଟ୍‌ବଲ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି। ଫାଇନାଲରେ ଜଟଣୀ ଉତ୍କଳ ସ୍ପୋର୍ଟିଂ କଟକ ସ୍ପୋର୍ଟ୍ସ ହଷ୍ଟେଲକୁ ହରାଇ ଚାମ୍ପିଅନ ହୋଇଛି।

ପୁରସ୍କାର ବିତରଣ ଉତ୍ସବରେ ସମାଜସେବୀ ପ୍ରଦୀପ୍ତ ପଟ୍ଟନାୟକ, ଜଟଣୀର ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ ଏବଂ ଶିଳ୍ପପତି ସଜ୍ଜନ ଅଗ୍ରୱାଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳକୁ ପୁରସ୍କୃତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos