ପ୍ରତି ଆଇପିଏଲ ମ୍ୟାଚ୍‌ ପୂର୍ବରୁ ଜାତୀୟ ସଂଗୀତ ଗାନ ପାଇଁ ଦାବି

ନୂଆଦିଲ୍ଲୀ: ୨୦୨୦ ଆଇପିଏଲ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ୨୦୨୦ ଆଇପିଏଲରେ ଏକାଧିକ ପରିବର୍ତ୍ତନ ପାଇଁ ବିସିସିଆଇ ଯୋଜନା କରିଛି। ଏହିକ୍ରମରେ ପ୍ରତି ମ୍ୟାଚ୍‌ ପୂର୍ବରୁ ଭାରତର ଜାତୀୟ ସଂଗୀତ ଗାନ କରିବା ପାଇଁ ଏବେ ଦାବି ଆରମ୍ଭ ହୋଇଛି। କିଙ୍ଗସ ଏକାଦଶ ପଞ୍ଜାବର କୋ-ଓନର ନେସ ୱାଡିଆ ଏ ସମ୍ପର୍କରେ ବିସିସିଆଇକୁ ଚିଠି ମଧ୍ୟ ଲେଖିଛନ୍ତି। ସେ କହିଛନ୍ତି, ଜାତୀୟ ସଂଗୀତ ସାଧାରଣତଃ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ପୂର୍ବରୁ ପରିବେଷଣ ହୋଇଥାଏ। ତେବେ ଆଇପିଏଲ […]

scx

scx

Hemant Lenka
  • Published: Thursday, 07 November 2019
  • Updated: 07 November 2019, 06:50 PM IST

Sports

Latest News

ନୂଆଦିଲ୍ଲୀ: ୨୦୨୦ ଆଇପିଏଲ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ୨୦୨୦ ଆଇପିଏଲରେ ଏକାଧିକ ପରିବର୍ତ୍ତନ ପାଇଁ ବିସିସିଆଇ ଯୋଜନା କରିଛି। ଏହିକ୍ରମରେ ପ୍ରତି ମ୍ୟାଚ୍‌ ପୂର୍ବରୁ ଭାରତର ଜାତୀୟ ସଂଗୀତ ଗାନ କରିବା ପାଇଁ ଏବେ ଦାବି ଆରମ୍ଭ ହୋଇଛି।

କିଙ୍ଗସ ଏକାଦଶ ପଞ୍ଜାବର କୋ-ଓନର ନେସ ୱାଡିଆ ଏ ସମ୍ପର୍କରେ ବିସିସିଆଇକୁ ଚିଠି ମଧ୍ୟ ଲେଖିଛନ୍ତି। ସେ କହିଛନ୍ତି, ଜାତୀୟ ସଂଗୀତ ସାଧାରଣତଃ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ପୂର୍ବରୁ ପରିବେଷଣ ହୋଇଥାଏ। ତେବେ ଆଇପିଏଲ ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ଲିଗ୍। ତେଣୁ ଆଇପିଏଲର ପ୍ରତିଟି ମ୍ୟାଚ୍‌ ପୂର୍ବରୁ ଜାତୀୟ ସଂଗୀତ ପରିବେଷଣ କରାଯିବା ଦରକାର।

ଏଥିସହ ବିସିସିଆଇ ଆଇପିଏଲରେ ଉଦ୍‌ଘାଟନୀ ଉତ୍ସବ ହେବନାହିଁ ବୋଲି କହିଥିବାରୁ ଏହାକୁ ୱାଡିଆ ପ୍ରଶଂସା କରିଛନ୍ତି। ବିସିସିଆଇ ଉଦ୍‌ଘାଟନୀ ଉତ୍ସବକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏକଥା ମୁଁ ଦୀର୍ଘ ଦିନରୁ ଚାହୁଁଥିଲି। ବିସିସିଆଇ ଏକ ବଡ଼ ପଦକ୍ଷେପ ନେଇଛି। ଆଉ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ବିସିସିଆଇ ଆଇପିଏଲର ମ୍ୟାଚ୍‌ ଗୁଡ଼ିକ ପୂର୍ବରୁ ଜାତୀୟ ସଂଗୀତ ଗାନ କରିବାର ବ୍ୟବସ୍ଥା ମଧ୍ୟ କରିବା ଦରକାର।

ଏନ୍‌ବିଏର ପ୍ରତିଟି ମ୍ୟାଚ୍‌ ପୂର୍ବରୁ ଜାତୀୟ ସଂଗୀତ ଗାନ ହେଉଛି। ଆଇଏସ୍‌ଏଲର ମ୍ୟାଚ ଗୁଡ଼ିକ ପୂର୍ବରୁ ମଧ୍ୟ ଜାତୀୟ ସଂଗୀତ ସମସ୍ତେ ଗାନ କରୁଛନ୍ତି। ତେଣୁ ଆଇପିଏଲରେ ମଧ୍ୟ ସମାନ ବ୍ୟବସ୍ଥା ହେବା ଦରକାର ବୋଲି ୱାଡିଆ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story