ଅଶ୍ୱିନଙ୍କୁ ରିଲିଜ୍ କଲା କିଙ୍ଗସ୍ ଇଲେଭେନ୍ ପଞ୍ଜାବ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ଫ୍ରାଞ୍ଚାଇଜି କିଙ୍ଗସ୍ ଇଲେଭେନ୍ ପଞ୍ଜାବ ତା’ର ପୂର୍ବତନ କ୍ୟାପଟେନ୍ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ରିଲିଜ୍ କରିଛି। ଫଳରେ ଆଗାମୀ ଆଇପିଏଲ୍ ସଂସ୍କରଣରେ ଅଶ୍ୱିନ୍ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିବେ ବୋଲି ସୂଚନା ମିଳିଛି। ଅଶ୍ୱିନଙ୍କ ନେତୃତ୍ୱରେ ପଞ୍ଜାବ ଟିମ୍ ୨୦୧୮ ଓ ୨୦୧୯ ସଂସ୍କରଣରେ ଯଥାକ୍ରମେ ସପ୍ତମ ଓ ଷଷ୍ଠ ସ୍ଥାନରେ ରହିଥିଲା। ଅଶ୍ୱିନଙ୍କୁ ରିଲିଜ୍ କରିବା ନେଇ ବିସିସିଆଇ ଅନୁମତି ମଧ୍ୟ ପ୍ରଦାନ କରିସାରିଛି, କେବଳ ଏହାର ଆନୁଷ୍ଠାନିକ ଘୋଷଣା […]

sh

sh

Ranjit Kumar Jena
  • Published: Wednesday, 04 September 2019
  • Updated: 04 September 2019, 07:57 PM IST

Sports

Latest News

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ଫ୍ରାଞ୍ଚାଇଜି କିଙ୍ଗସ୍ ଇଲେଭେନ୍ ପଞ୍ଜାବ ତା'ର ପୂର୍ବତନ କ୍ୟାପଟେନ୍ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ରିଲିଜ୍ କରିଛି। ଫଳରେ ଆଗାମୀ ଆଇପିଏଲ୍ ସଂସ୍କରଣରେ ଅଶ୍ୱିନ୍ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିବେ ବୋଲି ସୂଚନା ମିଳିଛି।

ଅଶ୍ୱିନଙ୍କ ନେତୃତ୍ୱରେ ପଞ୍ଜାବ ଟିମ୍ ୨୦୧୮ ଓ ୨୦୧୯ ସଂସ୍କରଣରେ ଯଥାକ୍ରମେ ସପ୍ତମ ଓ ଷଷ୍ଠ ସ୍ଥାନରେ ରହିଥିଲା। ଅଶ୍ୱିନଙ୍କୁ ରିଲିଜ୍ କରିବା ନେଇ ବିସିସିଆଇ ଅନୁମତି ମଧ୍ୟ ପ୍ରଦାନ କରିସାରିଛି, କେବଳ ଏହାର ଆନୁଷ୍ଠାନିକ ଘୋଷଣା ହେବା ବାକି ରହିଲା। ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ନେବା ପାଇଁ ଆଗ୍ରହ ଦେଖାଇଛି।

ପଞ୍ଜାବ ଟିମକୁ ଏକ ଯୁବ ସ୍ପିନରଙ୍କ ଆବଶ୍ୟକତା ରହିଛି। ପଞ୍ଜାବ ଟିମ୍ ୨୦୧୪ରେ ରନର୍ସଅପ୍ ରହିବା ପରଠାରୁ ଏପର୍ଯ୍ୟନ୍ତ ଆଇପିଏଲର ପ୍ଲେଅଫ୍ରେ ପହଞ୍ଚିପାରିନାହିଁ। ଦିଲ୍ଲୀ କ୍ୟାପିଟାଲ୍ସ ଟିମର ଆଡଭାଇଜର୍ ସୌରଭ ଗାଙ୍ଗୁଲି କହିଛନ୍ତି, ଅଶ୍ୱିନଙ୍କୁ ନେବା ପାଇଁ ତାଙ୍କ ଟିମ୍ ଇଚ୍ଛୁକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story