ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ଫ୍ରାଞ୍ଚାଇଜି କିଙ୍ଗସ୍ ଇଲେଭେନ୍ ପଞ୍ଜାବ ତା'ର ପୂର୍ବତନ କ୍ୟାପଟେନ୍ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ରିଲିଜ୍ କରିଛି। ଫଳରେ ଆଗାମୀ ଆଇପିଏଲ୍ ସଂସ୍କରଣରେ ଅଶ୍ୱିନ୍ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିବେ ବୋଲି ସୂଚନା ମିଳିଛି।
ଅଶ୍ୱିନଙ୍କ ନେତୃତ୍ୱରେ ପଞ୍ଜାବ ଟିମ୍ ୨୦୧୮ ଓ ୨୦୧୯ ସଂସ୍କରଣରେ ଯଥାକ୍ରମେ ସପ୍ତମ ଓ ଷଷ୍ଠ ସ୍ଥାନରେ ରହିଥିଲା। ଅଶ୍ୱିନଙ୍କୁ ରିଲିଜ୍ କରିବା ନେଇ ବିସିସିଆଇ ଅନୁମତି ମଧ୍ୟ ପ୍ରଦାନ କରିସାରିଛି, କେବଳ ଏହାର ଆନୁଷ୍ଠାନିକ ଘୋଷଣା ହେବା ବାକି ରହିଲା। ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ନେବା ପାଇଁ ଆଗ୍ରହ ଦେଖାଇଛି।
ପଞ୍ଜାବ ଟିମକୁ ଏକ ଯୁବ ସ୍ପିନରଙ୍କ ଆବଶ୍ୟକତା ରହିଛି। ପଞ୍ଜାବ ଟିମ୍ ୨୦୧୪ରେ ରନର୍ସଅପ୍ ରହିବା ପରଠାରୁ ଏପର୍ଯ୍ୟନ୍ତ ଆଇପିଏଲର ପ୍ଲେଅଫ୍ରେ ପହଞ୍ଚିପାରିନାହିଁ। ଦିଲ୍ଲୀ କ୍ୟାପିଟାଲ୍ସ ଟିମର ଆଡଭାଇଜର୍ ସୌରଭ ଗାଙ୍ଗୁଲି କହିଛନ୍ତି, ଅଶ୍ୱିନଙ୍କୁ ନେବା ପାଇଁ ତାଙ୍କ ଟିମ୍ ଇଚ୍ଛୁକ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ରାହୁଲ ଗାନ୍ଧିଙ୍କ ରେକର୍ଡ ଭାଙ୍ଗିଲେ ପ୍ରିୟଙ୍କା, ୪ ଲକ୍ଷରୁ ଅଧିକ ଭୋଟରେ ଜିତିଲେ
ପ୍ରିୟଙ୍କା ବିଜୟ ହୋଇଥିବାରୁ ଏବେ ସଂସଦରେ ଗାନ୍ଧି ପରିବାରର ୩ ସଦସ୍ୟଙ୍କୁ ଦେଖିବାକୁ ମିଳିବ।
Politics
ବଡ଼ ବିଜୟ ପରେ କିଏ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ? ଏମିତି କହିଲେ ଦେବେନ୍ଦ୍ର ଫଡନାଭିସ
ଆସନ୍ତା ୨୬ ତାରିଖରେ ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ଏହା ପୂର୍ବରୁ ରାଜ୍ୟରେ ସରକାର ଗଠନ ହେବା ଜରୁରୀ।
Politics
ମାତ୍ର ୧୪୦ ଖଣ୍ଡ ଭୋଟ ପାଇଲେ ଏଜାଜ ଖାନ, ନୋଟା ଠାରୁ ୬ ଗୁଣ କମ
ସୋଶାଲ ମିଡିଆରେ ତାଙ୍କୁ ଅନୁସରଣ କରୁଥିବା ଲୋକଙ୍କ ସଂଖ୍ୟା ୫୦ ଲକ୍ଷରୁ ଅଧିକ। ହେଲେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସେ ୧୫୦ଟି ଭୋଟ ମଧ୍ୟ ପାଇବାକୁ ସକ୍ଷମ ହୋଇ ନାହାନ୍ତି। ତାଙ୍କ ନାଟରୁ ନୋଟାକୁ ଅଧିକ ଭୋଟ ମିଳିଛି।
Politics
ପଛରେ ବାବା ସିଦ୍ଦିକିଙ୍କ ପୁଅ, ଆଗରେ ଉଦ୍ଧବଙ୍କ ପୁତୁରା
ଜୀଶାନ ଠିକ ନିର୍ବାଚନ ପୂର୍ବରୁ ଅଜିତ ପାୱାରଙ୍କ ଏନସିପିରେ ଯୋଗ ଦେଇଥିଲେ। ସେ ୨୦୧୯ରେ କଂଗ୍ରେସ ଟିକେଟରୁ ବାନ୍ଦ୍ରା ଇଷ୍ଟ ଆସନରୁ ଜିତିଥିଲେ।
Politics
୭୬ ହଜାର ଖଣ୍ଡ ଭୋଟରେ ହାରିଲେ ନବାବ ମଲିକ
ସମାଜବାଦୀ ପାର୍ଟିର ଅବୁ ଅସିମ ଆଜମିଙ୍କ ଠାରୁ ପରାସ୍ତ ହୋଇଛନ୍ତି ନବାବ ମଲିକ।