ବକ୍ସିଂ ଡେ’ ଟେଷ୍ଟ ପାଇଁ ନ୍ୟୁଜିଲ୍ୟାଣ୍ଡ ଟିମ୍‌ରେ ଦୁଇଟି ପରିବର୍ତ୍ତନ

ମେଲବର୍ଣ୍ଣ: ଆସନ୍ତାକାଲି ଠାରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ପରାସ୍ତ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ମ୍ୟାଚରେ ବାଉନ୍ସ ବ୍ୟାକ୍‌ କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ଦଳ ତା’ର ଚୂଡ଼ାନ୍ତ ଏକାଦଶରେ ୨ଟି ପରିବର୍ତ୍ତନ କରିବ ବୋଲି ଆଜିଠାରୁ ଅଧିନାୟକ କେନ ୱିଲିୟମସନ କହି ସାରିଛନ୍ତି। ଆହତ ସମସ୍ୟା ଯୋଗୁ ପ୍ରଥମ ମ୍ୟାଚ ଖେଳି ନଥିବା ଟ୍ରେଣ୍ଟ ବୋଲ୍ଟ ଦଳକୁ ଫେରିଛନ୍ତି। ସେହିପରି ଫର୍ମରେ ନଥିବା ଓପନର ଜୀତ […]

w

w

Hemant Lenka
  • Published: Wednesday, 25 December 2019
  • Updated: 25 December 2019, 05:30 PM IST

Sports

Latest News

ମେଲବର୍ଣ୍ଣ: ଆସନ୍ତାକାଲି ଠାରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ପରାସ୍ତ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ମ୍ୟାଚରେ ବାଉନ୍ସ ବ୍ୟାକ୍‌ କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ଦଳ ତା’ର ଚୂଡ଼ାନ୍ତ ଏକାଦଶରେ ୨ଟି ପରିବର୍ତ୍ତନ କରିବ ବୋଲି ଆଜିଠାରୁ ଅଧିନାୟକ କେନ ୱିଲିୟମସନ କହି ସାରିଛନ୍ତି।

ଆହତ ସମସ୍ୟା ଯୋଗୁ ପ୍ରଥମ ମ୍ୟାଚ ଖେଳି ନଥିବା ଟ୍ରେଣ୍ଟ ବୋଲ୍ଟ ଦଳକୁ ଫେରିଛନ୍ତି। ସେହିପରି ଫର୍ମରେ ନଥିବା ଓପନର ଜୀତ ରେଭେଲଙ୍କ ବଦଳରେ ଟମ ବ୍ଲୁଣ୍ଡେଲଙ୍କୁ ସୁଯୋଗ ମିଳିବ। ୧୯୮୭ ପରେ ନ୍ୟୁଜିଲ୍ୟାଣ୍ତ ପ୍ରଥମଥର ପାଇଁ ମେଲବର୍ଣ୍ଣରେ ବକ୍ସିଂ ଡେ’ ଟେଷ୍ଟ ଖେଳିବାକୁ ଯାଉଛି। ପ୍ରଥମ ଦିନରେ ୭୫ ହଜାର ଲୋକ ଷ୍ଟାଡିୟମରେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

ୱିଲିୟମସନ କହିଛନ୍ତି ଯେ ବ୍ଲୁଣ୍ଡେଲ ଜଣେ ମଧ୍ୟକ୍ରମ ବ୍ୟାଟସମ୍ୟାନ। କିନ୍ତୁ ସେ ଟମ ଲାଥମଙ୍କ ସହ ଓପନିଂ କରିବେ। ସେ ଜଣେ ସ୍ମାର୍ଟ ଓ ସକାରାତ୍ମକ କ୍ରିକେଟର। ତେଣୁ ଆମର ଆଶା ସେ କାଲି ଭଲ ପ୍ରଦର୍ଶନ କରିବେ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରିଥିଲା। ଆସନ୍ତାକାଲି ଟିମ ନିଜର ଲୟ ବଜାୟୀ ରଖିବାକୁ ଚେଷ୍ଟା କରିବ। ବକ୍ସିଂ ଡେ’ ମ୍ୟାଚ୍‌ରେ ଦଳ ୫ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ବୋଲି ବିଚାର କରୁଛି। ଏପରି ହେଲେ ମିଚେଲ ନସୀର ଅଷ୍ଟ୍ରେଲିଆ ପାଇଁ ଡେବ୍ୟୁ କରିପାରନ୍ତି। ତେବେ ୱିକେଟକୁ ଦୃଷ୍ଟିରେ ରଖି ଟିମ୍‌ ଚୟନ କରାଯିବ ବୋଲି ଅଧିନାୟକ ଟିମ୍‌ ପେନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story