୧୦ ୱିକେଟରେ ଜିତିଲା କୋଲକାତା ନାଇଟ୍ ରାଇଡର୍ସ

ରାଜକୋଟ: କୋଲକାତା ନାଇଟ୍ ରାଇଡର୍ସର ବୃହତ ବିଜୟ । ବିନା କୌଣସି ୱିକେଟ ହରାଇ ୧୮୪ ରନର ବିଶାଳ ଲକ୍ଷ୍ୟକୁ ମାତ୍ର ୧୪.୫ ଓଭରରେ ହାସଲ କରିନେଇଛି କୋଲକାତା । ଗୁଜରାଟ ଲାୟନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟ ରାଜକୋଟରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମ ବ୍ୟାଟିଂ କରି ଗୁଜରାଟ୍‌ ୨୦ ଓଭରରେ ୪ୱିକେଟ୍‌ ହରାଇ ୧୮୩ ରନ କରିଥିଲା । ଜବାବରେ କୋଲକତାର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସ ମ୍ୟାନ୍‌ ଗମ୍ଭୀର ଓ ସି.ଲେନ୍‌ ଆକର୍ଷଣୀୟ […]

gautam-gambhir-bcci_806x605_81491584649

gautam-gambhir-bcci_806x605_81491584649

Rakesh Mallick
  • Published: Friday, 07 April 2017
  • Updated: 07 April 2017, 11:16 PM IST

Sports

Latest News

ରାଜକୋଟ: କୋଲକାତା ନାଇଟ୍ ରାଇଡର୍ସର ବୃହତ ବିଜୟ । ବିନା କୌଣସି ୱିକେଟ ହରାଇ ୧୮୪ ରନର ବିଶାଳ ଲକ୍ଷ୍ୟକୁ ମାତ୍ର ୧୪.୫ ଓଭରରେ ହାସଲ କରିନେଇଛି କୋଲକାତା ।

ଗୁଜରାଟ ଲାୟନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟ ରାଜକୋଟରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମ ବ୍ୟାଟିଂ କରି ଗୁଜରାଟ୍‌ ୨୦ ଓଭରରେ ୪ୱିକେଟ୍‌ ହରାଇ ୧୮୩ ରନ କରିଥିଲା । ଜବାବରେ କୋଲକତାର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସ ମ୍ୟାନ୍‌ ଗମ୍ଭୀର ଓ ସି.ଲେନ୍‌ ଆକର୍ଷଣୀୟ ବ୍ୟାଟିଂ କରି ଟିମ୍‌କୁ ଏକ ସହଜ ବିଜୟ ଭେଟି ଦେଇଥିଲେ । ଗମ୍ଭୀର ୪୮ଟି ବଲରୁ ୭୬ ଓ ଲେନ୍‌ ୪୧ଟି ବଲରୁ ୯୧ ରନ କରି ଦଳକୁ ବଜୟୀ କରାଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos