ନିଲମ୍ବନ ଆଦେଶ ଉଠିବା ପରେ ଖେଳିଲେ ରାହୁଲ, କଲେ ଏତିକି ରନ୍‌

ଥିରୁଭନନ୍ତପୁରମ: ମହିଳାଙ୍କ ଉପରେ ଟିଭି କାର୍ଯ୍ୟକ୍ରମରେ ଆପତ୍ତିଜନ ମନ୍ତବ୍ୟ ଦେଇ ନିଲମ୍ବିତ ହୋଇଥିବା କେଏଲ୍‌ ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରୁ ଏବେ ବିସିସିଆଇ ଏହି ଦଣ୍ଡାଦେଶ ପ୍ରତ୍ୟାହାର କରିନେଇଛି। ନିଲମ୍ବନ ଆଦେଶ ପ୍ରତ୍ୟାହାର ପରେ ଆଜି ପ୍ରଥମ ଥର କେଏଲ୍‌ ରାହୁଲଙ୍କୁ କୌଣସି ପ୍ରଫେସନାଲ୍‌ ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା। ଇଣ୍ଡିଆ ଏ’ ପକ୍ଷରୁ ଖେଳୁଥିବା ରାହୁଲ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ବ୍ୟାଟିଂ କରିଥିଲେ। ହେଲେ ଏହି ମ୍ୟାଚ୍‌ରେ ସେ ସମସ୍ତଙ୍କୁ ପୁଣିଥରେ ନିରାଶ କରିଛନ୍ତି। ଥିରୁଭନନ୍ତପୁରମ […]

rah

rah

Hemant Lenka
  • Published: Sunday, 27 January 2019
  • Updated: 27 January 2019, 09:45 PM IST

ଥିରୁଭନନ୍ତପୁରମ: ମହିଳାଙ୍କ ଉପରେ ଟିଭି କାର୍ଯ୍ୟକ୍ରମରେ ଆପତ୍ତିଜନ ମନ୍ତବ୍ୟ ଦେଇ ନିଲମ୍ବିତ ହୋଇଥିବା କେଏଲ୍‌ ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରୁ ଏବେ ବିସିସିଆଇ ଏହି ଦଣ୍ଡାଦେଶ ପ୍ରତ୍ୟାହାର କରିନେଇଛି।

ନିଲମ୍ବନ ଆଦେଶ ପ୍ରତ୍ୟାହାର ପରେ ଆଜି ପ୍ରଥମ ଥର କେଏଲ୍‌ ରାହୁଲଙ୍କୁ କୌଣସି ପ୍ରଫେସନାଲ୍‌ ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା। ଇଣ୍ଡିଆ ଏ’ ପକ୍ଷରୁ ଖେଳୁଥିବା ରାହୁଲ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ବ୍ୟାଟିଂ କରିଥିଲେ। ହେଲେ ଏହି ମ୍ୟାଚ୍‌ରେ ସେ ସମସ୍ତଙ୍କୁ ପୁଣିଥରେ ନିରାଶ କରିଛନ୍ତି। ଥିରୁଭନନ୍ତପୁରମ ପଡ଼ିଆରେ ଚାଲିଥିବା ଇଂଲଣ୍ଡ ଲାୟନ୍ସ ବନାମ ଭାରତ ଏ’ ଦିନିକିଆ ମ୍ୟାଚ୍‌ରେ ରାହୁଲ ମାତ୍ର ୧୩ ରନ୍‌ କରିବାକୁ ସକ୍ଷମ ହୋଇଥିଲେ।

୨୫ଟି ବଲ୍‌ ଖେଳି ମାତ୍ର ୨ଟି ଚୌକା ବଳରେ ରାହୁଲ ୧୩ ରନ୍‌ କରିଛନ୍ତି। ଏହି ଇନିଂସ ପରେ ରାହୁଲ ପୁଣିଥରେ ନିରାଶ ହୋଇଛନ୍ତି। କାରଣ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ମଧ୍ୟ ରାହୁଲ ବ୍ୟାଟିଂରେ ଫ୍ଲପ୍‌ ହୋଇଥିଲେ।

ତେବେ କୃନାଲ ପାଣ୍ଡ୍ୟା ୫.୫ ଓଭର୍‌ରେ ୨୧ ରନ୍‌ ଦେଇ ୪ଟି ୱିକେଟ୍‌ ଦଖଲ କରିବାରୁ ଇଣ୍ଡିଆ ଏ’ ମ୍ୟାଚ୍‌ଟିକୁ ଜିତି ନେଇଛି। ଇଣ୍ଡିଆ ଏ ପ୍ରଥମେ ବ୍ୟାଟିଂ କରି ୧୭୨ ରନ୍‌ କରିଥିବା ବେଳେ ଇଂଲଣ୍ଡ ଲାୟନ୍ସ ମାତ୍ର ୧୧୨ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଫଳରେ ଇଣ୍ଡିଆ ଏ ୬୦ ରନ୍‌ର ବିଜୟ ହାସଲ କରିଛି।

ଏହି ବିଜୟ ସହ ଇଣ୍ଡିଆ ଏ’ କ୍ରମାଗତ ୩ଟି ଯାକ ମ୍ୟାଚ୍‌ ଜିତି ୫ ଟିକିଆ ଦିନିକିଆ ସିରିଜ୍‌କୁ ଆଗୁଆ ୩-୦ରେ ଜିତି ନେଇଛି। ୪ର୍ଥ ଦିନିକିଆ ୨୯ ଓ ୫ମ ଦିନିକିଆ ୩୧ ତାରିଖରେ ଖେଳାଯିବ।

ଇଣ୍ଡିଆ ପ୍ରଥମ ଦିନିକିଆକୁ ୩ ୱିକେଟ୍‌ ଓ ଦ୍ୱିତୀୟ ଦିନିକିଆକୁ ୧୩୮ ରନ୍‌ରେ ଜିତିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story