‘ସନ୍ନିଙ୍କ ରେକର୍ଡ କୋହଲି ଭାଙ୍ଗିବେ ବୋଲି ମୁଁ ଆଶାବାଦୀ’

ନୂଆଦିଲ୍ଲୀ: ସୁନିଲ ଗାଭାସ୍କର (ସନ୍ନି)ଙ୍କ ନାମରେ ଥିବା ଗୋଟିଏ ସିରିଜରେ ସର୍ବାଧିକ ରନ୍‌ କରିବାର ୪୫ ବର୍ଷର ରେକର୍ଡ ବିରାଟ କୋହଲି ଭାଙ୍ଗିବେ ବୋଲି ଆଶା କରୁଛି କହିଛନ୍ତି କୋହଲିଙ୍କ ପିଲାଦିନର କୋଚ୍‌ ରାଜକୁମାର ଶର୍ମା। ଇଂଲଣ୍ଡ ବିପକ୍ଷ ସିରିଜର ଶେଷ ୪ଟି ମ୍ୟାଚ୍‌ର କୋହଲି ୭ଟି ଇଂନିସ୍‌ରେ ୨ଟି ଶତକ ସହ ୬୪୦ ରନ୍‌ ସଂଗ୍ରହ କରିଛନ୍ତି। ଗାଭାସ୍କରଙ୍କ ରେକର୍ଡ ସହ ସମକକ୍ଷ ହେବାକୁ ତାଙ୍କୁ ଆଉ ୧୩୪ ରନ୍‌ କରିବାର ଆବଶ୍ୟକତା ରହିଛି। ୧୯୭୧ରେ […]

virat-gavaskar

virat-gavaskar

Rakesh Mallick
  • Published: Wednesday, 14 December 2016
  • Updated: 14 December 2016, 06:29 PM IST

Sports

Latest News

ନୂଆଦିଲ୍ଲୀ: ସୁନିଲ ଗାଭାସ୍କର (ସନ୍ନି)ଙ୍କ ନାମରେ ଥିବା ଗୋଟିଏ ସିରିଜରେ ସର୍ବାଧିକ ରନ୍‌ କରିବାର ୪୫ ବର୍ଷର ରେକର୍ଡ ବିରାଟ କୋହଲି ଭାଙ୍ଗିବେ ବୋଲି ଆଶା କରୁଛି କହିଛନ୍ତି କୋହଲିଙ୍କ ପିଲାଦିନର କୋଚ୍‌ ରାଜକୁମାର ଶର୍ମା।

ଇଂଲଣ୍ଡ ବିପକ୍ଷ ସିରିଜର ଶେଷ ୪ଟି ମ୍ୟାଚ୍‌ର କୋହଲି ୭ଟି ଇଂନିସ୍‌ରେ ୨ଟି ଶତକ ସହ ୬୪୦ ରନ୍‌ ସଂଗ୍ରହ କରିଛନ୍ତି। ଗାଭାସ୍କରଙ୍କ ରେକର୍ଡ ସହ ସମକକ୍ଷ ହେବାକୁ ତାଙ୍କୁ ଆଉ ୧୩୪ ରନ୍‌ କରିବାର ଆବଶ୍ୟକତା ରହିଛି।

୧୯୭୧ରେ ୱେଷ୍ଟଇଣ୍ଡିଜ ବିପକ୍ଷ ଡେବ୍ୟୁ ସିରିଜରେ ଗାଭାସ୍କର ୭୭୪ ରନ୍‌ କରିଥିଲେ। ଗୋଟିଏ ସିରିଜରେ ୭୦୦ ରନ୍‌ରୁ ଅଧିକ କରିବାରେ ଏକମାତ୍ର ଭାରତୀୟ ଭାବେ ନିଜେ ଗାଭାସ୍କର ୧୯୭୮-୭୯ ମସିହାରେ ସେହି ୱେଷ୍ଟଇଣ୍ଡିଜ ବିପକ୍ଷରେ ଦ୍ୱିତୀୟ ଥର ସକ୍ଷମ ହୋଇଥିଲେ।

୨୦୧୪-୧୫ରେ କୋହଲି ଅଷ୍ଟ୍ରେଲିଆ ବିରୋଧ ସିରିଜରେ ୪ଟି ମ୍ୟାଚ୍‌ରୁ ୪ଟି ଶତକ ସହାୟତାରେ ୬୯୨ ରନ୍‌ କରିବାକୁ ସକ୍ଷମ ହୋଇଥିଲେ।

ଚେନ୍ନାଇରେ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟରେ କୋହଲି ଏହି ରେକର୍ଡର ସମକକ୍ଷ ହେଲେ ସେ ଦ୍ୱିତୀୟ ଭାରତୀୟ ତଥା ବିଶ୍ୱରେ ୨୪ ତମ ବ୍ୟାଟ୍ସମ୍ୟାନ ଭାବେ ୭୦୦ ରନ୍‌ କରିବାକୁ ସକ୍ଷମ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story