କୋହଲିଙ୍କ ଦ୍ୱିଶତକ, ୫୫୭/୫ରେ ଭାରତର ପାଳି ଘୋଷଣା

ଇନ୍ଦୋର: ଅଧିନାୟକ ବିରାଟ କୋହଲିଙ୍କ ଦ୍ୱିଶତକ ଓ ଆଜିଙ୍କ୍ୟ ରାହାଣେଙ୍କ ୧୮୮ ରନ୍ ବଳରେ ଇନ୍ଦୋରରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୫୫୭ ରନ୍ କରି ଦୃଢ଼ ସ୍ଥିତିରେ ରହିଛି। ଦଳ ୫ ୱିକେଟ୍ ହରାଇ ୫୫୭ ରନ୍ କରିବା ପରେ ପାଳି ଘୋଷଣା କରିଥିଲା। ଅନ୍ୟପକ୍ଷରେ ଆଜି ଷ୍ଟମ୍ପ୍ ଅପସାରଣ ସୁଦ୍ଧା ନ୍ୟୁଜିଲାଣ୍ଡ କୌଣସି ୱିକେଟ୍ ନ ହରାଇ ୨୮ ରନ୍ ସଂଗ୍ରହ କରିଛି। ଓପନର୍ ମାର୍ଟିନ୍ ଗପ୍‌ଟିଲ୍‌ ୧୭ […]

kk1

kk1

Rakesh Mallick
  • Published: Sunday, 09 October 2016
  • Updated: 09 October 2016, 06:31 PM IST

Sports

Latest News

kk1ଇନ୍ଦୋର: ଅଧିନାୟକ ବିରାଟ କୋହଲିଙ୍କ ଦ୍ୱିଶତକ ଓ ଆଜିଙ୍କ୍ୟ ରାହାଣେଙ୍କ ୧୮୮ ରନ୍ ବଳରେ ଇନ୍ଦୋରରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୫୫୭ ରନ୍ କରି ଦୃଢ଼ ସ୍ଥିତିରେ ରହିଛି। ଦଳ ୫ ୱିକେଟ୍ ହରାଇ ୫୫୭ ରନ୍ କରିବା ପରେ ପାଳି ଘୋଷଣା କରିଥିଲା। ଅନ୍ୟପକ୍ଷରେ ଆଜି ଷ୍ଟମ୍ପ୍ ଅପସାରଣ ସୁଦ୍ଧା ନ୍ୟୁଜିଲାଣ୍ଡ କୌଣସି ୱିକେଟ୍ ନ ହରାଇ ୨୮ ରନ୍ ସଂଗ୍ରହ କରିଛି। ଓପନର୍ ମାର୍ଟିନ୍ ଗପ୍‌ଟିଲ୍‌ ୧୭ ରନ୍ ଓ ଟମ୍ ଲାଥାମ୍ ୬ ରନ୍ କରି କ୍ରିଜ୍‌ରେ ଅଛନ୍ତି।

ଆଜି ଥିଲା ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନ। ଗତକାଲିଠାରୁ ୧୦୩ ରନ୍ କରି ନଟ୍ ଆଉଟ୍ ଥିବା ବିରାଟ କୋହଲି ଓ ୭୯ ରନ୍ କରି ଅପରାଜିତ ଥିବା ଆଜିଙ୍କ୍ୟ ରାହାଣେ ପାଳିକୁ ଆଗେଇ ନେଇଥିଲେ। ବିରାଟ କୋହଲି ଆଜି ଦ୍ୱିଶତକ କରିଥିଲେ। ସେ ୩୮୧ଟି ବଲ୍‌ରୁ ୨୦ଟି ଚୌକା ସହାୟତାରେ ୨୧୧ ରନ୍ କରିଥିଲେ। ରାହାଣେ ଆଜି ଶତକ କରିବାରେ ସଫଳ ହୋଇଥିଲେ କିନ୍ତୁ ଦ୍ୱିଶତକୁ ଅଳ୍ପ ଦୂରରେ ରହିଗଲେ। ସେ ୩୮୧ ବଲ୍‌ରୁ ୧୮ଟି ଚକା ଓ ୪ଟି ଛକା ସହାୟତାରେ ୧୮୮ ରନ୍ କରିଥିଲେ। ରୋହିତ ଶର୍ମା ୬୩ ବଲ୍‌ରୁ ୩ଟି ଚୌକା ଓ ୨ଟି ଛକା ସହାୟତାରେ ୫୧ ରନ୍ କରି ଅପରାଜିତ ରହିଥିଲେ। ରବୀନ୍ଦ୍ର ଜାଡ଼େଜା ୧୭ ରନ୍ କରି ଅପରାଜିତ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story