ସବୁଠି ଚର୍ଚ୍ଚା, ପାକିସ୍ତାନୀ ମହିଳା ସାମ୍ବାଦିକଙ୍କ ସହ ସେଲ୍‌ଫି ପରେ କୋହଲି ଓ ଡିଭିଲିୟର୍ସ ହେଲେ ଶୂନରେ ଆଉଟ୍‌

ମୁମ୍ବାଇ: ଚାମ୍ପିୟନ୍ସ ଟ୍ରଫିରେ ଗୁରୁବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଭାରତ ବିଶାଳ ସ୍କୋର୍‌ କରିଥିଲେ ମଧ୍ୟ ଶ୍ରୀଲଙ୍କା ନିକଟରୁ ପରାସ୍ତ ହେବାକୁ ପଡିଥିଲା। ଆଉ ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ବିନା କୌଣସି ରନ କରି ଆଉଟ୍ ହୋଇଯାଇଥିଲେ। କେବଳ କୋହଲି ନୁହଁନ୍ତି ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଏବି ଡିଭିଲିୟର୍ସ୍‌ ମଧ୍ୟ ପାକିସ୍ତାନ ବିପକ୍ଷରେ ଶୂନରେ ଆଉଟ୍‌ ହୋଇଯାଇଥିଲେ। ଏହାର କରାଣ କିଛି ଭିନ୍ନ ହୋଇଥାଇ ପାରେ। କିନ୍ତୁ ଚର୍ଚ୍ଚା ହେଉଛି […]

virat_s_1496982731_749x421

virat_s_1496982731_749x421

Rakesh Mallick
  • Published: Saturday, 10 June 2017
  • Updated: 10 June 2017, 09:04 PM IST

ମୁମ୍ବାଇ: ଚାମ୍ପିୟନ୍ସ ଟ୍ରଫିରେ ଗୁରୁବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଭାରତ ବିଶାଳ ସ୍କୋର୍‌ କରିଥିଲେ ମଧ୍ୟ ଶ୍ରୀଲଙ୍କା ନିକଟରୁ ପରାସ୍ତ ହେବାକୁ ପଡିଥିଲା। ଆଉ ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ବିନା କୌଣସି ରନ କରି ଆଉଟ୍ ହୋଇଯାଇଥିଲେ। କେବଳ କୋହଲି ନୁହଁନ୍ତି ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଏବି ଡିଭିଲିୟର୍ସ୍‌ ମଧ୍ୟ ପାକିସ୍ତାନ ବିପକ୍ଷରେ ଶୂନରେ ଆଉଟ୍‌ ହୋଇଯାଇଥିଲେ। ଏହାର କରାଣ କିଛି ଭିନ୍ନ ହୋଇଥାଇ ପାରେ। କିନ୍ତୁ ଚର୍ଚ୍ଚା ହେଉଛି କି ପାକିସ୍ତାନର ଜଣେ ମହିଳା କ୍ରୀଡା ସାମ୍ବାଦିକ ଏହି ଦୁଇ ଖେଳାଳିଙ୍କ ସହ  ମ୍ୟାଚ୍‌ ପୂର୍ବରୁ ସେଲ୍‌ଫି ନେଇଥିଲେ ବୋଲି କୋହଲି ଓ ଡିଭିଲିୟର୍ସ୍‌ ଶୂନରେ ଆଉଟ୍‌ ହୋଇଛନ୍ତି। ପାକିସ୍ତାନର ଏହି କ୍ରୀଡା ସାମ୍ବାଦିକ ହେଲେ ଦୁନିଆ ନ୍ୟୁଜ୍‌ ଚ୍ୟାନେଲ୍‌ର ‘ଜୈନବ ଅବାସ’। ଏହି କ୍ରିକେଟରଙ୍କ ସହ ସେଲ୍‌ଫି ନେବାପରେ ଜୈନବ ଅବାସ ଏହାକୁ ଟ୍ୱିଟର୍‌ ଆକାଉଣ୍ଟରେ ପୋଷ୍ଟ କରିଦେଇଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ଫଳରେ ଲୋକେ କହିବାକୁ ଲାଗିଲେ ଯେ ପାକିସ୍ତାନୀ ମହିଳା ସାମ୍ବାଦିକଙ୍କ ସହ ସେଲଫି ନେବା ପରେ ଏହି ଦୁଇ କ୍ରିକେଟର ଶୂନରେ ଆଉଟ୍‌ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story