କ୍ରମାଗତ ତୃତୀୟ ବର୍ଷ ପାଇଁ ବିରାଟ୍‌ କଲେ ଏହି ରେକର୍ଡ

ନୂଆଦିଲ୍ଲୀ: ଆଉ ମାତ୍ର କିଛି ଘଣ୍ଟା ପରେ ୨୦୧୯ ପାଦ ଦେବ। ତେବେ ୨୦୧୮ରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି କ୍ରମାଗତ ୩ ବର୍ଷ ପାଇଁ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ୨୦୧୮ର ଶେଷ ଟେଷ୍ଟ୍‌ ମ୍ୟାଚ୍‌ରେ ବିରାଟ୍‌ ବାହିନୀ କଙ୍ଗାରୁ ଶିକାର କରି ଅଭିଯାନ ଶେଷ କରିଛି। ଏହି ମ୍ୟାଚ୍‌ ପରେ ବିରାଟ୍‌ ୨୦୧୮ରେ ପୁଣିଥରେ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟସ୍‌ମ୍ୟାନ୍‌ ହୋଇଛନ୍ତି। ୨୦୧୮ରେ ବିରାଟ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୨୬୫୩ ରନ୍‌ ସଂଗ୍ରହ କରିଛନ୍ତି। ଅର୍ଥାତ […]

v

v

Hemant Lenka
  • Published: Monday, 31 December 2018
  • Updated: 31 December 2018, 07:17 PM IST

Sports

Latest News

ନୂଆଦିଲ୍ଲୀ: ଆଉ ମାତ୍ର କିଛି ଘଣ୍ଟା ପରେ ୨୦୧୯ ପାଦ ଦେବ। ତେବେ ୨୦୧୮ରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି କ୍ରମାଗତ ୩ ବର୍ଷ ପାଇଁ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ୨୦୧୮ର ଶେଷ ଟେଷ୍ଟ୍‌ ମ୍ୟାଚ୍‌ରେ ବିରାଟ୍‌ ବାହିନୀ କଙ୍ଗାରୁ ଶିକାର କରି ଅଭିଯାନ ଶେଷ କରିଛି।

ଏହି ମ୍ୟାଚ୍‌ ପରେ ବିରାଟ୍‌ ୨୦୧୮ରେ ପୁଣିଥରେ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟସ୍‌ମ୍ୟାନ୍‌ ହୋଇଛନ୍ତି। ୨୦୧୮ରେ ବିରାଟ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୨୬୫୩ ରନ୍‌ ସଂଗ୍ରହ କରିଛନ୍ତି। ଅର୍ଥାତ ବିରାଟ୍‌ଙ୍କଠାରୁ ବିଶ୍ୱର ଅନ୍ୟ କୌଣସି କ୍ରିକେଟର ଏତେ ରନ୍‌ କରିନାହାନ୍ତି।

ଏପରି କରି ବିରାଟ୍‌ କ୍ରମାଗତ ଭାବେ ୩ୟ ବର୍ଷ ପାଇଁ ସର୍ବାଧିକ ରନ୍‌ ସ୍କୋରର ହୋଇଛନ୍ତି। ୨୦୧୬ରେ ବିରାଟ୍‌ ୨୫୯୫ ରନ୍‌ ହାସଲ କରିଥିବା ବେଳେ ୨୦୧୭ରେ ୨୮୧୮ ରନ୍‌ ସଂଗ୍ରହ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos