ବାଙ୍ଗାଲୋର: କୋହଲି ଓ ଅନୁଷ୍କାଙ୍କ ପ୍ରେମକୁ ନେଇ ସବୁଠି ଚର୍ଚ୍ଚା। କିଛିଦିନ ଗୋପନରେ ଚାଲିବା ପରେ ଏବେ ଖୁଲ୍ମଖୁଲା ଚାଲିଛି ପ୍ରେମ। କଥା କଥାକେ ପର୍ସନାଲ୍ କଥା ଘୁରି ବୁଲୁଛି ସୋସିଆଲ୍ ମିଡିଆରେ। ଏବେ ବିରାଟଙ୍କ ଦାଢି ଉପରେ ଅନୁଷ୍କାଙ୍କ ନଜର। ପ୍ରେମିକା ବିରାଟ୍ଙ୍କୁ ତାଗିଦ୍ କରିଛନ୍ତି, ଦାଢି ନକାଟିବାକୁ। ଯାହକୁ ମାନିବା ପାଇଁ ପ୍ରତିଶୃତି ମଧ୍ୟ ଦେଇଛନ୍ତି ବିରାଟ । ଏହି ଘଟଣା ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।