ବିରାଟଙ୍କ ବିପକ୍ଷରେ ସାଉଦିଙ୍କ ପରଫେକ୍ଟ ୧୦

ଖ୍ରୀଷ୍ଠଚର୍ଚ୍ଚ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଫେଲ ମାରିଛନ୍ତି। କେବଳ ବିରାଟ ନୁହନ୍ତି ଟିମ୍‌ ଇଣ୍ଡିଆର ବ୍ୟାଟିଂ ଲାଇନ ଅପ୍‌ ନ୍ୟୁଜିଲ୍ୟାଣ୍ଡ ବୋଲରଙ୍କ ଆଗରେ ବେଶୀ ସମୟ ତିଷ୍ଠି ପାରିନାହିଁ। ଏହି କାରଣରୁ ଟିମ୍‌ ଇଣ୍ଡିଆ ମାତ୍ର ୨୪୨ ରନ୍‌ କରିବାକୁ ସକ୍ଷମ ହୋଇଛି। ତେବେ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ବିରାଟଙ୍କ ଫ୍ଲପ ଶୋ’ ଜାରି ରହିଛି। ଶନିବାର ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ସେ ମାତ୍ର ୩ ରନ୍‌ […]

w

w

Hemant Lenka
  • Published: Saturday, 29 February 2020
  • Updated: 29 February 2020, 04:08 PM IST

ଖ୍ରୀଷ୍ଠଚର୍ଚ୍ଚ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଫେଲ ମାରିଛନ୍ତି। କେବଳ ବିରାଟ ନୁହନ୍ତି ଟିମ୍‌ ଇଣ୍ଡିଆର ବ୍ୟାଟିଂ ଲାଇନ ଅପ୍‌ ନ୍ୟୁଜିଲ୍ୟାଣ୍ଡ ବୋଲରଙ୍କ ଆଗରେ ବେଶୀ ସମୟ ତିଷ୍ଠି ପାରିନାହିଁ। ଏହି କାରଣରୁ ଟିମ୍‌ ଇଣ୍ଡିଆ ମାତ୍ର ୨୪୨ ରନ୍‌ କରିବାକୁ ସକ୍ଷମ ହୋଇଛି।

ତେବେ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ବିରାଟଙ୍କ ଫ୍ଲପ ଶୋ’ ଜାରି ରହିଛି। ଶନିବାର ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ସେ ମାତ୍ର ୩ ରନ୍‌ କରିବାକୁ ସକ୍ଷମ ହୋଇଛନ୍ତି। ତାଙ୍କୁ ଟିମ୍‌ ସାଉଦି ଆଉଟ କରିଛନ୍ତି। ଆଜିର ସଫଳତାକୁ ମିଶାଇ ବିରାଟଙ୍କୁ ସାଉଦି ଅନ୍ତର୍ଜାତୀୟ କ୍ରିକେଟରେ ୧୦ ଥର ଆଉଟ କରିବାର ରେକର୍ଡ କରିଛନ୍ତି।

ଏଯାଏ ସାଉଦି ୩ଟି ଟେଷ୍ଟ, ୬ଟି ଦିନିକିଆ ଓ ଗୋଟିଏ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ବିରାଟଙ୍କୁ ଆଉଟ କରିଛନ୍ତି। ପ୍ରଥମ ଟେଷ୍ଟରେ ବିରାଟ ଯଥାକ୍ରମେ ୨ ଓ ୧୯ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ବିରାଟଙ୍କ ଖରାପ ପ୍ରଦର୍ଶନ ଜାରି ରହିଛି।

ଟେଷ୍ଟ ସିରିଜ୍‌ ପୂର୍ବରୁ ୭ଟି ସୀମତି ଓଭର ମ୍ୟାଚ୍‌(ଟି-୨୦ ଓ ଦିନିକିଆ)ରେ ବିରାଟ କେବଳ ୧୮୦ ରନ୍‌ କରିଛନ୍ତି। ୪ଟି ଟି-୨୦ରେ ୧୨୫ ଓ ୩ଟି ଦିନିକିଆରେ ୭୫ ରନ୍‌ କରିବାକୁ ସକ୍ଷମ ହୋଇଛନ୍ତି।

ବିରାଟ ଶେଷ ୨୧ଟି ଇନିଂସ୍‌ରେ ଆଦୌ ଶତକ ହାସଲ କରିପାରିନାହାନ୍ତି। ସେ ଗତବର୍ଷ ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟରେ ୧୩୬ ରନ୍‌ କରିଥିଲେ। ଏହି ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ବିରାଟ ଟେଷ୍ଟ ରାଙ୍କିଙ୍ଗର ୧ ନଂ ସ୍ଥାନ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story