ତୃତୀୟ ଦିନିକିଆ: ଭାରତକୁ ୫ ରନ୍‌ରେ ହରାଇଲା ଇଂଲଣ୍ଡ

କୋଲକାତା: ଆଜି କୋଲକାତାରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଭାରତ ୫ ରନ୍‌ରେ ପରାସ୍ତ ହୋଇଛି। ଇଂଲଣ୍ଡ ଦେଇଥିବା ୩୨୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛାକରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍‌ ୩୧୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା।  ଏହି ପରାଜୟ ସତ୍ତ୍ୱେ ଭାରତ ସିରିଜକୁ ୨-୧ରେ ଜିତିଛି। ଭାରତ ପକ୍ଷରୁ ଓପ୍ନ ଆଜିଙ୍କ୍ୟ ରାହାଣେ ୧ ଓ ଲୋକେଶ ରାହୁଲ ୧୧ ରନ୍‌ରେ ଆଉଟ୍ ହୋଇଯାଇ ଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ […]

england

england

Rakesh Mallick
  • Published: Sunday, 22 January 2017
  • Updated: 22 January 2017, 10:42 PM IST

Sports

Latest News

କୋଲକାତା: ଆଜି କୋଲକାତାରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଭାରତ ୫ ରନ୍‌ରେ ପରାସ୍ତ ହୋଇଛି। ଇଂଲଣ୍ଡ ଦେଇଥିବା ୩୨୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛାକରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍‌ ୩୧୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା।  ଏହି ପରାଜୟ ସତ୍ତ୍ୱେ ଭାରତ ସିରିଜକୁ ୨-୧ରେ ଜିତିଛି।

ଭାରତ ପକ୍ଷରୁ ଓପ୍ନ ଆଜିଙ୍କ୍ୟ ରାହାଣେ ୧ ଓ ଲୋକେଶ ରାହୁଲ ୧୧ ରନ୍‌ରେ ଆଉଟ୍ ହୋଇଯାଇ ଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ବିରାଟ କୋହଲି ୫୫, ଯୁବରାଜ ସିଂ ୪୫, ଏମ୍‌ଏସ୍‌ ଧୋନି ୨୫, କେଦାର ଯାଦବ ୯୦, ହାର୍ଦ୍ଦିକ୍‌ ପାଣ୍ଡେ ୫୬, ରବିନ୍ଦ୍ର ଜାଡେଜା ୧୦, ରବିଚନ୍ଦ୍ର ଅଶ୍ୱିନୀ ୧ ରନ କରି ଆଉଟ୍‌ ହୋଇଯାଇ ଥିଲେ। ଭୁବନେଶ୍ୱର କୁମାର ଓ ଜସ୍‌ପ୍ରିତ ବୁମରା ନଟ୍‌ଆଉଟ୍‌ ରହିଛନ୍ତି।

ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୨୧ ରନ୍‌ କରିଥିଲା। ଦୁଇ ଓପ୍ନର ଜେ. ରୟ ଏବଂ ଏସ୍‌. ବିଲିଂ ୧୭.୨ ଓଭରରେ ୯୮ ରନ୍‌ କରିଥିଲେ। ବିଲିଂ ୩୫ ରନ୍‌ କରି ଆଉଟ ହୋଇଥିବା ବେଳେ ରୟ ୬୫ ରନ୍‌ କରି ଦ୍ୱିତୀୟ ଖେଳାଳି ଭାବେ ଆଉଟ୍‌ ହୋଇଥିଲେ। ୧୧୦ରେ ଦୁଇ ଓପ୍ନର ଆଟ୍‌ ହେବା ପରେ ଜେ. ବାରିୟଷ୍ଟୋ ୫୬ ଏବଂ ଇ. ମୋରଗାନ ୪୩ ରନ୍ କରିଥିଲେ। ବେନ୍‌ ଷ୍ଟୋକ୍ସ ୫୭ ରନ କରି ଅପରାଜିତ ଥିଲେ।

ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡିଆ ୩ଟି ୱିକେଟ୍‌ ନେଇଥିବା ବେଳେ ଜାଡେଜା ୨ଟି ଏବଂ ବୁମରା ଗୋଟିଏ ୱିକେଟ୍‌ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story