ପ୍ରଥମେ ବ୍ୟାଟିଂ କରିବ କୋଲକାତା, ପୁଣି ଗେଲ୍‌ଙ୍କୁ ସୁଯୋଗ ଦେଲାନି ପଞ୍ଜାବ

ଅବୁଧାବି: ଆଇପିଏଲର ୨୪ତମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି କିଙ୍ଗସ ଏକାଦଶ ପଞ୍ଜାବ ଓ କୋଲକାତା ନାଇଟ ରାଇଡର୍ସ। ଆଜିର ମ୍ୟାଚ୍‌ରେ ଟସ୍‌ ଜିତି କୋଲକାତାର ଅଧିନାୟକ ଦୀନେଶ କାର୍ତ୍ତିକ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ପଞ୍ଜାବ ପ୍ରଥମେ ବୋଲିଂ କରିବ। ୬ଟି ମ୍ୟାଚ୍‌ରୁ ୫ଟି ମ୍ୟାଚ୍‌ରେ ପରାସ୍ତ ହୋଇଥିବା ପଞ୍ଜାବ ଏବେ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି। ଅନ୍ୟପକ୍ଷରେ ଚେନ୍ନାଇ ଭଳି ଶକ୍ତିଶାଳୀ ଦଳକୁ କୋଲକାତା ପୂର୍ବ ମ୍ୟାଚ୍‌ରେ ପରାସ୍ତ […]

n

n

Hemant Lenka
  • Published: Saturday, 10 October 2020
  • Updated: 10 October 2020, 03:19 PM IST

Sports

Latest News

ଅବୁଧାବି: ଆଇପିଏଲର ୨୪ତମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି କିଙ୍ଗସ ଏକାଦଶ ପଞ୍ଜାବ ଓ କୋଲକାତା ନାଇଟ ରାଇଡର୍ସ। ଆଜିର ମ୍ୟାଚ୍‌ରେ ଟସ୍‌ ଜିତି କୋଲକାତାର ଅଧିନାୟକ ଦୀନେଶ କାର୍ତ୍ତିକ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ପଞ୍ଜାବ ପ୍ରଥମେ ବୋଲିଂ କରିବ।

୬ଟି ମ୍ୟାଚ୍‌ରୁ ୫ଟି ମ୍ୟାଚ୍‌ରେ ପରାସ୍ତ ହୋଇଥିବା ପଞ୍ଜାବ ଏବେ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି। ଅନ୍ୟପକ୍ଷରେ ଚେନ୍ନାଇ ଭଳି ଶକ୍ତିଶାଳୀ ଦଳକୁ କୋଲକାତା ପୂର୍ବ ମ୍ୟାଚ୍‌ରେ ପରାସ୍ତ କରି ୩ନଂ ସ୍ଥାନରେ ପହଞ୍ଚି ଯାଇଛି। ଆଶା କରାଯାଉଥିଲା ପଞ୍ଜାବ ଆଜି ବାରମ୍ବାର ଫେଲ ହେଉଥିବା ଗ୍ଲେନ ମ୍ୟାକ୍ସିୱେଲଙ୍କ ବଦଳରେ ଅଭିଜ୍ଞ କ୍ରିସ୍‌ ଗେଲଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେବ। କିନ୍ତୁ ଦଳ ଗେଲ୍‌ଙ୍କୁ ଆଜି ବି ବେଞ୍ଚରେ ବସାଇ ରଖିଛି।

ପଞ୍ଜାବ ତା’ର ଚୂଡ଼ାନ୍ତ ଏକାଦଶରେ ମାତ୍ର ଗୋଟିଏ ପରିବର୍ତ୍ତନ କରିଛି। ଦ୍ରୁତ ବୋଲର ଶେଲଡନ କଟ୍ରେଲଙ୍କ ବଦଳରେ କ୍ରିସ୍‌ ଜୋର୍ଡାନଙ୍କୁ ସୁଯୋଗ ଦେଇଛି। ଅନ୍ୟପକ୍ଷରେ କୋଲକାତା ଆହତ ଯୋଗୁ ଶିବମ ମାଭିଙ୍କୁ ବିଶ୍ରାମ ଦେଇଛି। ତାଙ୍କ ବଦଳରେ ପ୍ରସିଦ୍ଧ କ୍ରୀଷ୍ଣାଙ୍କୁ ଦଳ ଚୂଡ଼ାନ୍ତ ଏକାଦଶରେ ସାମିଲ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story