ଟସ୍‌ ଜିତିଲା କୋଲକାତା, ଦିଲ୍ଲୀର ବ୍ୟାଟିଂ: କମବ୍ୟାକ୍‌ କଲେ ଅଶ୍ୱିନ

ଦୁବାଇ: ଆଇପିଏଲର ୧୬ତମ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଦୀନେଶ କାର୍ତ୍ତିକଙ୍କ କୋଲକାତା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିବ। ଉଭୟ ଦଳ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିଛନ୍ତି। ଆହତ ଯୋଗୁ ପ୍ରଥମ ମ୍ୟାଚ୍‌ ପରେ ଆଉ ଖେଳି ନଥିବା ଭେଟରାନ ରବିଚନ୍ଦ୍ର ଅଶ୍ୱିନ ଆଜି ଦିଲ୍ଲୀ ଟିମ୍‌କୁ କମବ୍ୟାକ କରିଛନ୍ତି। ସେ ପ୍ରଥମ […]

v

v

Hemant Lenka
  • Published: Saturday, 03 October 2020
  • Updated: 03 October 2020, 07:13 PM IST

Sports

Latest News

ଦୁବାଇ: ଆଇପିଏଲର ୧୬ତମ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଦୀନେଶ କାର୍ତ୍ତିକଙ୍କ କୋଲକାତା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିବ।

ଉଭୟ ଦଳ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିଛନ୍ତି। ଆହତ ଯୋଗୁ ପ୍ରଥମ ମ୍ୟାଚ୍‌ ପରେ ଆଉ ଖେଳି ନଥିବା ଭେଟରାନ ରବିଚନ୍ଦ୍ର ଅଶ୍ୱିନ ଆଜି ଦିଲ୍ଲୀ ଟିମ୍‌କୁ କମବ୍ୟାକ କରିଛନ୍ତି। ସେ ପ୍ରଥମ ମ୍ୟାଚ୍‌ରେ ମାତ୍ର ଗୋଟିଏ ଓଭର ବୋଲିଂ କରି ଦୁଇଟି ୱିକେଟ ନେଇଥିଲେ। ଏହାବାଦ ଦ୍ରୁତ ବୋଲର ଈଶାନ୍ତ ଶର୍ମାଙ୍କ ବଦଳରେ ଦିଲ୍ଲୀ ଚୂଡ଼ାନ୍ତ ଏକାଦଶରେ ହର୍ଷ ପଟେଲଙ୍କୁ ସୁଯୋଗ ମିଳିଛି।

ଅନ୍ୟପକ୍ଷରେ କୋଲକାତା ଚାଇନାମ୍ୟାନ୍‌ କୁଲଦୀପ ଯାଦବଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ଦେଇଛି। ତାଙ୍କ ବଦଳରେ ରାହୁଲ ତ୍ରିପାଠୀ ଦଳରେ ସାମିଲ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story