ଗତବର୍ଷର ଚାମ୍ପିୟନ ହାଇଦ୍ରାବାଦ ଆଇପିଏଲରୁ ବିଦା: କୋଲକାତା ଫାଇନାଲ୍‌ର ନିକଟବର୍ତ୍ତୀ

ବାଙ୍ଗାଲୋର: ଆଇପିଏଲ୍‌ ଏଲିମିନେଟର୍‌ ମ୍ୟାଚ୍‌ରେ ହାଇଦ୍ରାବାଦକୁ ୭ ୱିକେଟ୍‌ରେ ହରାଇ ଫାଇନାଲ୍‌ର ନିକଟବର୍ତ୍ତୀ ହୋଇଛି କୋଲକାତା ନାଇଟ୍‌ ରାଇଡର୍ସ। ଏହାସହ ଗତ ବର୍ଷର ଚାମ୍ପିୟନ ଟିମ୍‌ ସନରାଇଜର୍ସ୍‌ ହାଇଦ୍ରାବାଦ ଆଇପିଏଲରୁ ବିଦାୟ ନେଇଛି। ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି  ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୧୨୮ରନ କରିପାରିଥିଲା। ଠିକ୍‌ ହାଇଦ୍ରାବଦର ଇଂନିସ ଶେଷ ପରେ ଆରମ୍ଭ ହୋଇଯାଇଥିଲା ବର୍ଷା। ଦୀର୍ଘ ସମୟ ପରେ ପୁଣିଥରେ ଖେଳ ଆରମ୍ଭ ହେବାକୁ ଯଦିଓ ନିଷ୍ପତ୍ତି ନିଆଯାଇଥିଲା। […]

vivo-ipl-2017-eliminator-srh-v-kkr_dee3cd50-3b3c-11e7-8e2c-04c6be70fea0

Rakesh Mallick
  • Published: Thursday, 18 May 2017
  • Updated: 18 May 2017, 05:39 PM IST

ବାଙ୍ଗାଲୋର: ଆଇପିଏଲ୍‌ ଏଲିମିନେଟର୍‌ ମ୍ୟାଚ୍‌ରେ ହାଇଦ୍ରାବାଦକୁ ୭ ୱିକେଟ୍‌ରେ ହରାଇ ଫାଇନାଲ୍‌ର ନିକଟବର୍ତ୍ତୀ ହୋଇଛି କୋଲକାତା ନାଇଟ୍‌ ରାଇଡର୍ସ। ଏହାସହ ଗତ ବର୍ଷର ଚାମ୍ପିୟନ ଟିମ୍‌ ସନରାଇଜର୍ସ୍‌ ହାଇଦ୍ରାବାଦ ଆଇପିଏଲରୁ ବିଦାୟ ନେଇଛି। ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି  ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୧୨୮ରନ କରିପାରିଥିଲା। ଠିକ୍‌ ହାଇଦ୍ରାବଦର ଇଂନିସ ଶେଷ ପରେ ଆରମ୍ଭ ହୋଇଯାଇଥିଲା ବର୍ଷା। ଦୀର୍ଘ ସମୟ ପରେ ପୁଣିଥରେ ଖେଳ ଆରମ୍ଭ ହେବାକୁ ଯଦିଓ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଡକ୍‌ୱର୍ଥ ଲୁଇସ୍‌ ନିୟମ ଅନୁସାରେ କୋଲକାତ ଆଗରେ ମାତ୍ର ୬ ଓଭରରେ ୪୮ରନର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ହେଲେ ହାଇଦ୍ରାବାଦର ଶକ୍ତିଶାଳୀ ବୋଲିଂ ଆଗରେ ଏହି ସରଳ ବିଜୟ ଲକ୍ଷ୍ୟ ମଧ୍ୟ କୋଲକାତା ପାଇଁ ସହଜ ହୋଇନଥିଲା। ମାତ୍ର ୪୮ରନ କରିବା ପାଇଁ କୋଲକାତକୁ ଶେଷ ଓଭର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା। ଶେଷରେ ଗୌତମ ଗମ୍ଭୀରଙ୍କ ଆକର୍ଷଣୀୟ ବ୍ୟାଟିଂ ବଳରେ କୋଲକାତ ଏହି ମ୍ୟାଚ୍‌ ବିଜୟୀ ହେବା ସହ ମୁମ୍ବାଇ ବିପକ୍ଷରେ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‌ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛି। ଆସନ୍ତା କାଲି ହେବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ  ମ୍ୟାଚ୍‌ରେ ଯେଉଁ ଟିମ୍‌ ଜିତିବ ସିଧା ଫାଇନାଲ୍‌ରେ ପ୍ରବେଶ କରିବ। ପୂର୍ବରୁ ପୁଣେ ଫାଇନାଲରେ ପ୍ରବେଶ କରିସାରିଛି।

Picture Courtesy – Hindustan Times

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story