କୋଲକାତା ଟେଷ୍ଟ: ଭାରତର ବ୍ୟାଟିଂ ବିପର୍ଯ୍ୟୟ, ୧୭ରେ ୩ ଆଉଟ୍‌

କୋଲକାତା: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ କୋଲକାତାଠାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଭାରତକୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଛି। ଶ୍ରାଲଙ୍କା ବୋଲର ସୁରଙ୍ଗା ଲକମଲ୍‌ଙ୍କ ଘାତକ ବୋଲିଂ ସାମ୍ନାରେ ଭାରତର ଟପ୍‌ ଅଡର ତାସ୍‌ପତା ପରି ଝଡି ଯାଇଛି। ବର୍ଷା ବାଧାପ୍ରାପ୍ତ ଆଜିର ଖେଳ ଶେଷ ସୁଦ୍ଧା ଭାରତ ମାତ୍ର ୧୭ ରନ୍‌ କରି ୩ଟି ୱିକେଟ୍‌ ହରାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁଁ କୋଲକାତାରେ ପାଗ ଖରାପ ରହିଥିଲା। ପଡ଼ିଆ ଓଦା […]

srilanka test

srilanka test

Rakesh Mallick
  • Published: Thursday, 16 November 2017
  • Updated: 16 November 2017, 10:54 PM IST

କୋଲକାତା: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ କୋଲକାତାଠାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଭାରତକୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଛି। ଶ୍ରାଲଙ୍କା ବୋଲର ସୁରଙ୍ଗା ଲକମଲ୍‌ଙ୍କ ଘାତକ ବୋଲିଂ ସାମ୍ନାରେ ଭାରତର ଟପ୍‌ ଅଡର ତାସ୍‌ପତା ପରି ଝଡି ଯାଇଛି। ବର୍ଷା ବାଧାପ୍ରାପ୍ତ ଆଜିର ଖେଳ ଶେଷ ସୁଦ୍ଧା ଭାରତ ମାତ୍ର ୧୭ ରନ୍‌ କରି ୩ଟି ୱିକେଟ୍‌ ହରାଇଛି।

ଲଘୁଚାପ ଜନିତ ବର୍ଷା ଯୋଗୁଁ କୋଲକାତାରେ ପାଗ ଖରାପ ରହିଥିଲା। ପଡ଼ିଆ ଓଦା ହୋଇଥିବାରୁ ମ୍ୟାଚ୍ ସାଢ଼େ ୩ ଘଣ୍ଟା ବିଳମ୍ବରେ ଖେଳାଯାଇଥିଲା। ଶ୍ରୀଲଙ୍କା ଅଧିନାୟକ ଦିନେଶ୍ ଚାନ୍‌ଇମାଲ ଟସ୍ ଜିତି ଫିଲ୍‌ଡିଂ ନିଷ୍ପତ୍ତି ନେଇଥିଲେ। ଓଦାପାଗ ଯୋଗୁଁ ବୋଲିଂର ଫାଇଦା ଉଠାଇବାକୁ ଚାହିଁଥିଲେ ଚାନ୍ଦିମଲ। ସୁରଙ୍ଗା ଲକମଲ୍ ମଧ୍ୟ ଅଧିନାୟକଙ୍କ ନିଷ୍ପତ୍ତି ଠିକ ବୋଲି ପ୍ରମାଣିତ କରିଥିଲେ।

ଆଜି ମାତ୍ର ୧୧.୫ ଓଭର ଖେଳ ହୋଇପାରିଥିଲା। ଲକ୍‌ମଲ୍‌ ୬ ଓଭର ବୋଲିଂ କରି ବିନା କୌଣସି ରନ୍‌ ବ୍ୟୟରେ ୩ଜଣ ଭାରତୀୟଙ୍କୁ ବ୍ୟାଭିଲିୟନର ରାସ୍ତା ଦେଖାଇ ଦେଇଥିଲେ।

ଲକମଲ୍‌ ମେଚ୍‌ର ପ୍ରଥମ ବଲରେ ଲୋକେଶ ରାହୁଲଙ୍କୁ କ୍ୟାଚ୍ ଆଉଟ କରିଥିଲେ। ଶିଖର ଧାୱନ ଲାହିରୁ ଗମାଗେଙ୍କ ବୋଲରେ ଚୌକା ମାରି ଷ୍ଟାଲେରେ ଖେଳ ଆରମ୍ଭ କରିଥିଲେ। ହେଲେ ସେ ମାତ୍ର ୮ ରନ୍‌ କରିଥିବା ବେଳେ ଲକମଲଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଏହାପରେ ଖରାପ ପାଗ ଯୋଗୁଁ କିଛି ସମୟ ଖେଳ ବନ୍ଦ କରି ଦିଆଯାଇଥିଲା। ଟି-ବ୍ରେକ୍‌ ପରେ ବିରାଟ କୋହଲି ପଡ଼ିଆକୁ ଓହ୍ଲାଇଥିଲେ। ହେଲେ ସେ ଖାତା ଖୋଲିବା ପୂର୍ବରୁ ଏଲ୍‌ବିଡବ୍ଲ୍ୟୁରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଯାଇଥିଲେ। ଏହାପରେ ଖରାପ ପାଗ ଯୋଗୁଁ ଆଜିର ଖଷଳକୁ ବନ୍ଦ କରିଦିଆଯାଥିଲା। ଭାରତ ପକ୍ଷରୁ ଚେତେଶ୍ୱର ପୂଜାର ୮ ଓ ଅଜିଙ୍କ୍ୟା ରାହେଣେ କୌଣସି ରନ ନକରି ଅପରାଜିତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story