ଶାହାରୁଖ ଖାନ-ପ୍ରୀତି ଜିଣ୍ଟା ଲଢେଇ: ମ୍ୟାଚ୍‌ ପୂର୍ବରୁ ଇଡେନ୍‌ରେ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

କୋଲକାତା: ଆଇପିଏଲର ଦୁଇ ଥର ଚାମ୍ପିୟନ କୋଲକାତା ନାଇଟ୍‌ ରାଇଡର୍ସ୍‌ ନିଜର ହୋମ ଗ୍ରାଉଣ୍ଡ ଇଡେନ୍‌ ଗାର୍ଡେନ୍‌ରେ କିଙ୍ଗ୍ସ୍‌ ଇଲେଭେନ୍‌ ପଞ୍ଜାବ ବିପକ୍ଷ ମ୍ୟାଚ୍‌ ଖେଳିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଚଳିତ ଆଇପିଏଲର ୧୧ତମ ମ୍ୟାଚ୍‌ ଆଜି କୋଲକାତାରେ ସନ୍ଧ୍ୟା ୮ଟା ସମୟରେ ଖେଳାଯିବ । ପ୍ରଥମଥର ପାଇଁ ଚଳିତ ଆଇପିଏଲରରେ କୋଲକାତାର ଇଡେନ୍ ଗାର୍ଡେନ ଠାରେ ଖେଳାଯାଉଥିବାରୁ ମ୍ୟାଚପୂର୍ବରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିବାକୁ ମିଳିବ। ଅନ୍ୟପଟେ ପଏଣ୍ଟ ଟେବୁଲରେ ଶ୍ରୀର୍ଷସ୍ଥାନରେ ଥିବା ପଞ୍ଜାବ ମଧ୍ୟ କୋଲକାତାକୁ […]

KKR-vs-KXIP-IPL-Match-LIVE

KKR-vs-KXIP-IPL-Match-LIVE

Rakesh Mallick
  • Published: Thursday, 13 April 2017
  • Updated: 13 April 2017, 10:02 AM IST

Sports

Latest News

କୋଲକାତା: ଆଇପିଏଲର ଦୁଇ ଥର ଚାମ୍ପିୟନ କୋଲକାତା ନାଇଟ୍‌ ରାଇଡର୍ସ୍‌ ନିଜର ହୋମ ଗ୍ରାଉଣ୍ଡ ଇଡେନ୍‌ ଗାର୍ଡେନ୍‌ରେ କିଙ୍ଗ୍ସ୍‌ ଇଲେଭେନ୍‌ ପଞ୍ଜାବ ବିପକ୍ଷ ମ୍ୟାଚ୍‌ ଖେଳିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଚଳିତ ଆଇପିଏଲର ୧୧ତମ ମ୍ୟାଚ୍‌ ଆଜି କୋଲକାତାରେ ସନ୍ଧ୍ୟା ୮ଟା ସମୟରେ ଖେଳାଯିବ । ପ୍ରଥମଥର ପାଇଁ ଚଳିତ ଆଇପିଏଲରରେ କୋଲକାତାର ଇଡେନ୍ ଗାର୍ଡେନ ଠାରେ ଖେଳାଯାଉଥିବାରୁ ମ୍ୟାଚପୂର୍ବରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିବାକୁ ମିଳିବ। ଅନ୍ୟପଟେ ପଏଣ୍ଟ ଟେବୁଲରେ ଶ୍ରୀର୍ଷସ୍ଥାନରେ ଥିବା ପଞ୍ଜାବ ମଧ୍ୟ କୋଲକାତାକୁ ହରାଇ ବିଜୟ ଅଭିଯାନକୁ ଜାରି ରିଖିବା ପାଇଁ ସ୍ୱତନ୍ତ୍ର ରଣକୌଶଳ ସହ ପଡିଆକୁ ଓହ୍ଲାଇବ। ଉଭୟ ଟିମ୍‌ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳିଥିବା ସହ କୋଲକାତା ଗୋଟିଏ ମ୍ୟାଚ୍‌ରେ ଜିତି ଥିବା ବାଳେ ଅନ୍ୟମ୍ୟାଚ୍‌ରେ ପରାଜୟ ବରଣ କରିଥିଲା । ସେପଟେ ପଞ୍ଜାବ ଦୁଇଟି ମ୍ୟାଚ୍‌ ଖେଳି ଦୁଇଟିରେ ବିଜୟୀ ହୋଇଛି। ଚଳିତ ଆଇପିଏଲରେ କୋଲକାତାକୁ ଏକ ଧକ୍କା ଲାଗିଛି । ଦଳର ଓପନର ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଲେନ୍‌ ଆହତ ଥିବାରୁ ଆଜିର ମ୍ୟାଚ୍‌ ଖେଳିବେ ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story