କ୍ରିଷ୍ଣା କପ ଦିବାରାତ୍ର କ୍ରିକେଟ୍‌: ୬ ଓଭର୍‌ ମ୍ୟାଚ୍‌ରେ ଟିମ୍‌ରେ ଖେଳିବେ ୯ଜଣ ଖେଳାଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଝାରପଡ଼ା ଶାନ୍ତିନଗର କିଷ୍ଣା କ୍ରିକେଟ୍‌ କ୍ଲବ ପକ୍ଷରୁ ପଞ୍ଚମ ବାର୍ଷିକ ଦିବାରାତ୍ର କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୦ ଓ ୧୧ ଦୁଇଦିନ ଧରି ଅନୁଷ୍ଠିତ ହେବ। ଦୁଇଟି ପର୍ଯ୍ୟାୟରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ପ୍ରଥମଟି ସିନିୟର ବର୍ଗ ଓ ଦ୍ୱିତୀୟଟି ଅନ୍ତଃ ବିଦ୍ୟାଳୟ ବର୍ଗରେ ଖେଳାଯିବ। ଏହି ସମସ୍ତ ମ୍ୟାଚ୍‌ ନକ୍‌ ଆଉଟ୍‌ ଭିତ୍ତିରେ ଖେଳାଯିବ। ୬ ଓଭର ବିଶିଷ୍ଟ  ମ୍ୟାଚ୍‌ରେ ପ୍ରତ୍ୟେକ ଟିମ୍‌ରେ ୯ଜଣ ଖେଳାଳି ଖେଳିବେ। ଟୁର୍ଣ୍ଣାମେଣ୍ଟର ଚାମ୍ପିୟନ ଦଳକୁ ଟ୍ରଫି […]

vlcsnap-2348-07-29-11h33m30s697

vlcsnap-2348-07-29-11h33m30s697

Rakesh Mallick
  • Published: Sunday, 04 February 2018
  • Updated: 04 February 2018, 11:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଝାରପଡ଼ା ଶାନ୍ତିନଗର କିଷ୍ଣା କ୍ରିକେଟ୍‌ କ୍ଲବ ପକ୍ଷରୁ ପଞ୍ଚମ ବାର୍ଷିକ ଦିବାରାତ୍ର କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୦ ଓ ୧୧ ଦୁଇଦିନ ଧରି ଅନୁଷ୍ଠିତ ହେବ। ଦୁଇଟି ପର୍ଯ୍ୟାୟରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ପ୍ରଥମଟି ସିନିୟର ବର୍ଗ ଓ ଦ୍ୱିତୀୟଟି ଅନ୍ତଃ ବିଦ୍ୟାଳୟ ବର୍ଗରେ ଖେଳାଯିବ। ଏହି ସମସ୍ତ ମ୍ୟାଚ୍‌ ନକ୍‌ ଆଉଟ୍‌ ଭିତ୍ତିରେ ଖେଳାଯିବ। ୬ ଓଭର ବିଶିଷ୍ଟ  ମ୍ୟାଚ୍‌ରେ ପ୍ରତ୍ୟେକ ଟିମ୍‌ରେ ୯ଜଣ ଖେଳାଳି ଖେଳିବେ। ଟୁର୍ଣ୍ଣାମେଣ୍ଟର ଚାମ୍ପିୟନ ଦଳକୁ ଟ୍ରଫି ସହ ୩୨ ହଜାର ଓ ରନର୍ସପ ଦଳକୁ ଟ୍ରଫି ସହ ୨୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ସେହିପରି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି, ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ଓ ଶ୍ରେଷ୍ଠ ବୋଲର୍‌ଙ୍କୁ ପୁରସ୍କାର ପ୍ରଦାନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story