ଅଧିକ ସୁନା ନେଇ ଦୁବାଇରୁ ଆସିଛନ୍ତି କି କୃନାଲ ପାଣ୍ଡ୍ୟା, ଏୟାରପୋର୍ଟରେ ଚାଲିଛି ପଚରାଉଚରା

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସ ଓ ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଅଟକ ରଖିଛି ଡିରୋକ୍ଟେରେଟ ଅଫ ରେଭିନ୍ୟୁ ଇଣ୍ଟେଲଜେନ୍ସ(ଡିଆରଆଇ)। ୟୁଏଇରେ ଆଇପିଏଲ ଖେଳି କୃନାଲ ଆଜି ମୁମ୍ବାଇ ଫେରୁଥିଲେ। ତେବେ ସେ ସାଙ୍ଗରେ ଧାର୍ଯ୍ୟ ସୀମା ଠାରୁ ଅଧିକ ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ଆଣିଥିବା ସନ୍ଦେହ କରି ଡିଆରଇ ଅଧିକାରୀମାନେ ତାଙ୍କୁ ଏୟାରପୋର୍ଟରେ ହିଁ ଅଟକ ରଖିଛନ୍ତି। କୃନାଲ ନିଜ ସାଙ୍ଗରେ ଦୁବାଇରୁ ଅଧିକ ପରିମାଣର ସୂନା, ଏକାଧିକ ଦାମୀ […]

df

df

Hemant Lenka
  • Published: Thursday, 12 November 2020
  • Updated: 12 November 2020, 09:59 PM IST

Sports

Latest News

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସ ଓ ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଅଟକ ରଖିଛି ଡିରୋକ୍ଟେରେଟ ଅଫ ରେଭିନ୍ୟୁ ଇଣ୍ଟେଲଜେନ୍ସ(ଡିଆରଆଇ)। ୟୁଏଇରେ ଆଇପିଏଲ ଖେଳି କୃନାଲ ଆଜି ମୁମ୍ବାଇ ଫେରୁଥିଲେ। ତେବେ ସେ ସାଙ୍ଗରେ ଧାର୍ଯ୍ୟ ସୀମା ଠାରୁ ଅଧିକ ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ଆଣିଥିବା ସନ୍ଦେହ କରି ଡିଆରଇ ଅଧିକାରୀମାନେ ତାଙ୍କୁ ଏୟାରପୋର୍ଟରେ ହିଁ ଅଟକ ରଖିଛନ୍ତି।

କୃନାଲ ନିଜ ସାଙ୍ଗରେ ଦୁବାଇରୁ ଅଧିକ ପରିମାଣର ସୂନା, ଏକାଧିକ ଦାମୀ ପର୍ସ ଓ ଅନ୍ୟାନ୍ୟ ସାମଗ୍ରୀ ଆଣିଛନ୍ତି। କିନ୍ତୁ ଏ ସମ୍ପର୍କରେ ସେ ଏୟାରପୋର୍ଟ ଅଧିକାରୀ ବା ପ୍ରଶାସନକୁ ଜଣାଇ ନାହାନ୍ତି। ତେଣୁ ତାଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି।

ନିୟମ ଅନୁସାରେ, ଦୁବାଇରୁ ଆସୁଥିବା ଭାରତୀୟ ପୁରୁଷମାନେ ନିଜ ସାଙ୍ଗରେ ୫୦ ହଜାର ଟଙ୍କା ଯାଏ ସୁନା ବିନା କୌଣସି ଚାର୍ଜରେ ଆଣିପାରିବେ। ସେହିପରି ଭାରତୀୟ ମହିଳାଙ୍କ ପାଇଁ ଏହା ଏକ ଲକ୍ଷ ଟଙ୍କା ରହିଛି। କିନ୍ତୁ କୃନାଲ ନିୟମ ବାହାରେ ଓ ବିନା ସୂଚନାରେ ଅଧିକ ପରିମାଣର ସୁନା ଆଣିଥିବା ସନ୍ଦେହରେ ତାଙ୍କୁ ପଚାରଉଚରା କରାଯାଉଛି। ରିପୋର୍ଟ ଲେଖା ହେଲା ବେଳକୁ ସେ ଏୟାରପୋର୍ଟରେ ହିଁ ରହିଛନ୍ତି।

ସୂଚନାଯୋଗ୍ୟ, ଚଳିତ ଆଇପିଏଲ କରୋନା ଯୋଗୁ ୟୁଏଇରେ ଖେଳା ଯାଉଥିଲା। ୧୦ ତାରିଖରେ ଅନୁଷ୍ଠିତ ହୋଇଥିବା ଫାଇନାଲରେ ମୁମ୍ବାଇ ପ୍ରତିପକ୍ଷ ଦିଲ୍ଲୀକୁ ପରାସ୍ତ କରି ୫ମ ଥର ଚାମ୍ପିୟନ ହୋଇଛି। ଫାଇନାଲ ମ୍ୟାଚ୍‌ରେ ମୁମ୍ବାଇ ପାଇଁ ୱିନିଂ ଶଟ୍‌ କୃନାଲ ପାଣ୍ଡ୍ୟା ହିଁ ମାରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story