କଳିଙ୍ଗ ଷ୍ଟାଡ଼ିୟମ ସୁଇମିଂ ପୁଲ ବନ୍ଦ ପ୍ରତିବାଦରେ ଧାରଣା ଦେଲେ ଆନ୍ତର୍ଜାତିକ ସୁଇମର ପ୍ରତ୍ୟାଶା ରାୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ଥିବା ବିଜୁ ପଟ୍ଟନାୟକ ସୁଇମିଂ ପୁଲ କମ୍ପ୍ଲେକ୍ସକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି। କମ୍ପ୍ଲେକ୍ସ ମରାମତି ନାଁରେ ଏନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ହେଲେ ହଠାତ ବନ୍ଦ ନେଇ ଆନ୍ତର୍ଜାତିକ ସୁଇମର ପ୍ରତ୍ୟାଶା ରାୟ ଏବଂ ତାଙ୍କ ପରିବାର ଲୋକଙ୍କ ସମେତ ଅନେକ ଅଭିଭାବକ ଓ କ୍ରୀଡାପ୍ରେମୀ ପ୍ରତିବାଦ କରିଛନ୍ତି। ପ୍ରତିବାଦ ସ୍ୱରୂପ କମ୍ଲେକ୍ସ ଆଗରେ ଧାରଣାରେ ବସିଥିଲେ। ୨୦୧୮ରେ ରାଜ୍ୟ ସରକାର ବିଶ୍ୱକପ ହକି […]

Rakesh Mallick
  • Published: Thursday, 21 September 2017
  • Updated: 21 September 2017, 04:48 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ଥିବା ବିଜୁ ପଟ୍ଟନାୟକ ସୁଇମିଂ ପୁଲ କମ୍ପ୍ଲେକ୍ସକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି। କମ୍ପ୍ଲେକ୍ସ ମରାମତି ନାଁରେ ଏନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ହେଲେ ହଠାତ ବନ୍ଦ ନେଇ ଆନ୍ତର୍ଜାତିକ ସୁଇମର ପ୍ରତ୍ୟାଶା ରାୟ ଏବଂ ତାଙ୍କ ପରିବାର ଲୋକଙ୍କ ସମେତ ଅନେକ ଅଭିଭାବକ ଓ କ୍ରୀଡାପ୍ରେମୀ ପ୍ରତିବାଦ କରିଛନ୍ତି। ପ୍ରତିବାଦ ସ୍ୱରୂପ କମ୍ଲେକ୍ସ ଆଗରେ ଧାରଣାରେ ବସିଥିଲେ। ୨୦୧୮ରେ ରାଜ୍ୟ ସରକାର ବିଶ୍ୱକପ ହକି ଚାମ୍ପିୟନସିପ୍ ଆୟୋଜନ କରିବାକୁ ଯାଉଛନ୍ତି। ଏଥିପାଇଁ ହକି ଷ୍ଟାଡ଼ିୟମରେ ୨୦ହଜାର କ୍ଷମତା ବିଶିଷ୍ଠ ଗ୍ୟାଲେରୀ ଆବଶ୍ୟକ। ଏନେଇ ହକି ଷ୍ଟାଡ଼ିୟମ ପାର୍ଶ୍ୱରେ ଥିବା ସୁଇମିଂ ପୁଲ ପଟେ ଗୋଟିଏ ଗ୍ୟାଲେରୀ ଏବଂ ଉତ୍ତର ପଟକୁ ଗୋଟିଏ ଗ୍ୟାଲେରୀ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ହୋଇଛି। ହେଲେ ସୁଇମିଂପୁଲ୍ କେବେ ସୁଦ୍ଧା ଖୋଲାଯିବ ତାହା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନି। ଏନେଇ ଆସନ୍ତାକାଲି ବିଭାଗ ପକ୍ଷରୁ ଏକ ସାମ୍ବାଦିକ ସମ୍ମଳନୀରେ ସ୍ପଷ୍ଟ କରାଯିବା ନେଇ ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story