କୁଲଦୀପ ଯାଦବଙ୍କୁ ହ୍ୟାଟ୍ରିକ୍‌ ୱିକେଟ୍‌: ପ୍ରଥମ ଭାରତୀୟ ସ୍ପିନ୍‌ର ଭାବେ ରଚିଲେ ଏହି ରେକର୍ଡ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ସ୍ପିନର କୁଲଦୀପ ଯାଦବଙ୍କୁ ହାଟ୍ରିକ୍‌ ୱିକେଟ୍‌। କୋଲକାତାରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ କୁଲଦୀପଙ୍କୁ ଏହି ସଫଳତା ମିଳିଛି। ସେ ନିଜର ଅଷ୍ଟମ ଓଭର ବୋଲିଂ କରୁଥିବା ବେଳେ ଲଗାତର ୩ଟି ବଲ୍‌ରେ ୩ଟି ୱିକେଟ୍‌ ନେଇଛନ୍ତି। ଯେଉଁଥିରେ ଅଷ୍ଟ୍ରେଲିଆର ମାଥ୍ୟୁ ଆଡ଼େ, ଆଷ୍ଟନ ଅଗର୍‌ ଓ କ୍ୟୁମିନ୍ସ୍‌,  କୁଲଦୀପଙ୍କ ଶିକାର ହୋଇଥିଲେ। ଏହି ହ୍ୟାଟ୍ରିକ ନେବାପରେ ସେ ଭାରତର ପ୍ରଥମ ସ୍ପିନ ବୋଲର ଭାବେ ଦିନିକିଆରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। […]

Rakesh Mallick
  • Published: Thursday, 21 September 2017
  • Updated: 21 September 2017, 09:20 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ସ୍ପିନର କୁଲଦୀପ ଯାଦବଙ୍କୁ ହାଟ୍ରିକ୍‌ ୱିକେଟ୍‌। କୋଲକାତାରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ କୁଲଦୀପଙ୍କୁ ଏହି ସଫଳତା ମିଳିଛି। ସେ ନିଜର ଅଷ୍ଟମ ଓଭର ବୋଲିଂ କରୁଥିବା ବେଳେ ଲଗାତର ୩ଟି ବଲ୍‌ରେ ୩ଟି ୱିକେଟ୍‌ ନେଇଛନ୍ତି। ଯେଉଁଥିରେ ଅଷ୍ଟ୍ରେଲିଆର ମାଥ୍ୟୁ ଆଡ଼େ, ଆଷ୍ଟନ ଅଗର୍‌ ଓ କ୍ୟୁମିନ୍ସ୍‌,  କୁଲଦୀପଙ୍କ ଶିକାର ହୋଇଥିଲେ। ଏହି ହ୍ୟାଟ୍ରିକ ନେବାପରେ ସେ ଭାରତର ପ୍ରଥମ ସ୍ପିନ ବୋଲର ଭାବେ ଦିନିକିଆରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ଏହାସହ ସେ ତାଙ୍କ ଜୀବନର ପ୍ରଥମ ଆନ୍ତର୍ଜାତିକ ହ୍ୟାଟ୍ରିକ ୱିକେଟ୍‌ ହାସଲ କରିଛନ୍ତି।  କୁଲଦୀପ ଏହି ମ୍ୟାଚ୍‌ରେ  ୧୦ ଓଭର୍‌ ବୋଲିଂ କରି ୫୪ ରନ ଦେଇ ମୂଲ୍ୟବାନ ୩ଟି ୱିକେଟ୍‌ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story