କୁଲଦୀପ ଯାଦବଙ୍କୁ ହ୍ୟାଟ୍ରିକ୍‌ ୱିକେଟ୍‌: ପ୍ରଥମ ଭାରତୀୟ ସ୍ପିନ୍‌ର ଭାବେ ରଚିଲେ ଏହି ରେକର୍ଡ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ସ୍ପିନର କୁଲଦୀପ ଯାଦବଙ୍କୁ ହାଟ୍ରିକ୍‌ ୱିକେଟ୍‌। କୋଲକାତାରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ କୁଲଦୀପଙ୍କୁ ଏହି ସଫଳତା ମିଳିଛି। ସେ ନିଜର ଅଷ୍ଟମ ଓଭର ବୋଲିଂ କରୁଥିବା ବେଳେ ଲଗାତର ୩ଟି ବଲ୍‌ରେ ୩ଟି ୱିକେଟ୍‌ ନେଇଛନ୍ତି। ଯେଉଁଥିରେ ଅଷ୍ଟ୍ରେଲିଆର ମାଥ୍ୟୁ ଆଡ଼େ, ଆଷ୍ଟନ ଅଗର୍‌ ଓ କ୍ୟୁମିନ୍ସ୍‌,  କୁଲଦୀପଙ୍କ ଶିକାର ହୋଇଥିଲେ। ଏହି ହ୍ୟାଟ୍ରିକ ନେବାପରେ ସେ ଭାରତର ପ୍ରଥମ ସ୍ପିନ ବୋଲର ଭାବେ ଦିନିକିଆରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ଏହାସହ ସେ ତାଙ୍କ ଜୀବନର ପ୍ରଥମ ଆନ୍ତର୍ଜାତିକ ହ୍ୟାଟ୍ରିକ ୱିକେଟ୍‌ ହାସଲ କରିଛନ୍ତି।  କୁଲଦୀପ ଏହି ମ୍ୟାଚ୍‌ରେ  ୧୦ ଓଭର୍‌ ବୋଲିଂ କରି ୫୪ ରନ ଦେଇ ମୂଲ୍ୟବାନ ୩ଟି ୱିକେଟ୍‌ ହାସଲ କରିଥିଲେ।

ଆହୁରି ପଢ଼ନ୍ତୁ

ଘରୋଇ ଦଳକୁ ଧୂଳି ଚଟାଇଲା ୱେଷ୍ଟଇଣ୍ଡିଜ୍

ପୁଣି ଭଉଣୀଙ୍କ ନାମରେ ଅଭିଯୋଗ ଆଣିଲେ ଦୂତୀ, କହିଲେ ଭାଇ-ଭାଉଜଙ୍କୁ ଘରେ ପୂରାଇ ଦେଉନାହାନ୍ତି ସରସ୍ୱତୀ

ସମଲିଙ୍ଗୀ ସମ୍ପର୍କକୁ ନେଇ ସାଂଘାତିକ୍‌ ଅଭିଯୋଗ ଆଣିଲେ ଦୂତୀ

ଫେସବୁକରୁ ବିଏମଡବ୍ଲୁ ପୋଷ୍ଟ ଡିଲିଟ୍ କଲେ ଦୂତୀ

ପ୍ରଥମ ଟେଷ୍ଟ: ୩୧୮ରେ ଇଣ୍ଡିଜ୍‌ ଅଲଆଉଟ, ୯୯ ରନ୍‌ ପଛରେ ଇଂଲଣ୍ଡ

ବିଏମ୍‌ଡବ୍ଲ୍ୟୁ କାର୍‌ ବିକିବାକୁ ଚାହୁଁଛନ୍ତି ଦୂତୀ ଚାନ୍ଦ, ଜାଣନ୍ତୁ କାହିଁକି?

ଯଦି ସୁନୀଲ ଗାଭାସ୍କରଙ୍କ ବାମ କାନରେ ନଥା’ନ୍ତା ସେହି ଛୋଟ ଜାଇ…

ଗାବ୍ରିଏଲ ଓ ହୋଲ୍ଡରଙ୍କ ଚମକ, ବ୍ୟାକଫୁଟ୍‌ରେ ଇଂଲଣ୍ଡ

ଏସିଆ କପ୍ ସ୍ଥଗିତ

ଭୂତ ଦେଖିଥିଲେ ସୌରଭ ଗାଙ୍ଗୁଲି!

କାହିଁକି ୫ ବର୍ଷ ପାଇଁ ଦାଦାଙ୍କୁ ଟିମ୍‌ରୁ ବାଦ ଦେଇଥିଲା ବିସିସିଆଇ

ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଏମିତି ଟ୍ୱିଟ୍ କଲେ ସେହୱାଗ୍ ଓ କୈଫ