ୱେଷ୍ଟଇଣ୍ଡିଜ୍‌ ସିରିଜ୍‌ ପର୍ଯ୍ୟନ୍ତ କୁମ୍ବଲେଙ୍କ କାର୍ଯ୍ୟକାଳ ବୃଦ୍ଧି

ମୁମ୍ବାଇ: ଟିମ୍‌ ଇଣ୍ଡିଆର କୋଚ ପଦକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ଚର୍ଚ୍ଚା ସାମାନ୍ୟ ଥମିଯାଇଛି। ବର୍ତ୍ତମାନର କୋଚ୍‌ ଅନିଲ କୁମ୍ବଲେଙ୍କ କାର୍ଯ୍ୟକାଳ ଆଗାମୀ ୱେଷ୍ଟଇଣ୍ଡିଜ୍‌ ସିରଜ୍‌ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ଜୁନ ୨୩ ତାରିଖ ଠାରୁ ଭାରତ, ୱେଷ୍ଟଇଣ୍ଡିଜ୍‌ ସହ ୫ଟି ଦିନିକିଆ ଓ ଗୋଟିଏ ଟୋଣ୍ଟି ଟୋଣ୍ଟି ଖେଳିବାକୁ ଯାଉଛି। ଚଳିତ ମାସ କୁମ୍ବଲେଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ବିସିସିଆଇ ନୂଆ କୋଚ୍‌ ପାଇଁ ପ୍ରକ୍ରିଆ ଆରମ୍ଭ କରିଥିଲା। ହେଲେ ଶେଷ […]

Anil-Kumble1

Anil-Kumble1

Rakesh Mallick
  • Published: Monday, 12 June 2017
  • Updated: 12 June 2017, 10:25 PM IST

Sports

Latest News

ମୁମ୍ବାଇ: ଟିମ୍‌ ଇଣ୍ଡିଆର କୋଚ ପଦକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ଚର୍ଚ୍ଚା ସାମାନ୍ୟ ଥମିଯାଇଛି। ବର୍ତ୍ତମାନର କୋଚ୍‌ ଅନିଲ କୁମ୍ବଲେଙ୍କ କାର୍ଯ୍ୟକାଳ ଆଗାମୀ ୱେଷ୍ଟଇଣ୍ଡିଜ୍‌ ସିରଜ୍‌ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ଜୁନ ୨୩ ତାରିଖ ଠାରୁ ଭାରତ, ୱେଷ୍ଟଇଣ୍ଡିଜ୍‌ ସହ ୫ଟି ଦିନିକିଆ ଓ ଗୋଟିଏ ଟୋଣ୍ଟି ଟୋଣ୍ଟି ଖେଳିବାକୁ ଯାଉଛି।

ଚଳିତ ମାସ କୁମ୍ବଲେଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ବିସିସିଆଇ ନୂଆ କୋଚ୍‌ ପାଇଁ ପ୍ରକ୍ରିଆ ଆରମ୍ଭ କରିଥିଲା। ହେଲେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ନୂଆ କୋଚ୍‌ ଚୟନ ହୋଇପାରି ନ ଥିବା ବେଳେ କୁମ୍ବଲେଙ୍କ କାର୍ଯ୍ୟକାଳ ବଢାଇ ଦିଆଯାଇଛି। ବିସିସିଆଇର କମିଟ୍‌ ଅଫ ଆଡମିନଷ୍ଟ୍ରେଟର ଅଧ୍ୟକ୍ଷ ବିନୋଦ ରାୟ କହିଛନ୍ତି। ସେ କହିଛନ୍ତି ଯେ ବିସିସିଆଇ ଆଡଭାଇଜରି କମିଟ ମୁଖ୍ୟ କୋଚ୍‌ ପଦ ପାଇଁ ଚୂଡାନ୍ତ ନାମ ଘୋଷଣା କରିବା ପର୍ଯ୍ୟନ୍ତ କୁମ୍ବଲେ ଟିମ୍ ଇଣ୍ଡିଆର କୋଚ୍‌ ଭାବେ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story