ନ୍ୟୁଜିଲ୍ୟାଣ୍ଡ୍ ଓପନ୍ ମୁଖ୍ୟ ଡ୍ର'ରେ ଲକ୍ଷ୍ୟ ସେନ୍

ଅକଲ୍ୟାଣ୍ଡ୍: ଭାରତର ଯୁବ ଶଟଲର୍ ଲକ୍ଷ୍ୟ ସେନ୍ କ୍ୱାଲିଫାଇଙ୍ଗ୍ ରାଉଣ୍ଡରେ ଲଗାତାର ଦୁଇଟି ମ୍ୟାଚ୍ ଜିତି ଚଳିତ ନ୍ୟୁଜିଲ୍ୟାଣ୍ଡ ଓପନର ମୁଖ୍ୟ ଡ୍ର’ରେ ସ୍ଥାନ ହାସଲ କରିଛନ୍ତି। ଲକ୍ଷ୍ୟ ପ୍ରଥମ କ୍ୱାଲିଫାଇଙ୍ଗ୍ ମୁକାବିଲାରେ ନିଜ ଦେଶର ଅଜୟ ଜୟରାମଙ୍କୁ ସିଧାସଳଖ ୨୧-୧୮, ୨୧-୧୩ ଗେମରେ ପରାସ୍ତ କରିଥିଲେ। ଏହି ମୁକାବିଲାକୁ ଜିତିବା ପାଇଁ ଲକ୍ଷ୍ୟ ମାତ୍ର ୩୧ ମିନିଟ୍ ସମୟ ନେଇଥିଲେ। ସେହିପରି ୩୨ ମିନିଟ୍ ବିଶିଷ୍ଟ ଦ୍ୱିତୀୟ କ୍ୱାଲିଫାୟର ମୁକାବିଲାରେ ଲକ୍ଷ୍ୟ ୨୧-୧୧, ୨୧-୧୨ ଗେମରେ […]

sen

sen

Hemant Lenka
  • Published: Tuesday, 30 April 2019
  • Updated: 30 April 2019, 05:01 PM IST

Sports

Latest News

ଅକଲ୍ୟାଣ୍ଡ୍: ଭାରତର ଯୁବ ଶଟଲର୍ ଲକ୍ଷ୍ୟ ସେନ୍ କ୍ୱାଲିଫାଇଙ୍ଗ୍ ରାଉଣ୍ଡରେ ଲଗାତାର ଦୁଇଟି ମ୍ୟାଚ୍ ଜିତି ଚଳିତ ନ୍ୟୁଜିଲ୍ୟାଣ୍ଡ ଓପନର ମୁଖ୍ୟ ଡ୍ର'ରେ ସ୍ଥାନ ହାସଲ କରିଛନ୍ତି। ଲକ୍ଷ୍ୟ ପ୍ରଥମ କ୍ୱାଲିଫାଇଙ୍ଗ୍ ମୁକାବିଲାରେ ନିଜ ଦେଶର ଅଜୟ ଜୟରାମଙ୍କୁ ସିଧାସଳଖ ୨୧-୧୮, ୨୧-୧୩ ଗେମରେ ପରାସ୍ତ କରିଥିଲେ। ଏହି ମୁକାବିଲାକୁ ଜିତିବା ପାଇଁ ଲକ୍ଷ୍ୟ ମାତ୍ର ୩୧ ମିନିଟ୍ ସମୟ ନେଇଥିଲେ।

ସେହିପରି ୩୨ ମିନିଟ୍ ବିଶିଷ୍ଟ ଦ୍ୱିତୀୟ କ୍ୱାଲିଫାୟର ମୁକାବିଲାରେ ଲକ୍ଷ୍ୟ ୨୧-୧୧, ୨୧-୧୨ ଗେମରେ ମ୍ୟାଲେସିୟାର ଟେକ୍ ଝି ସୁ'ଙ୍କୁ ହରାଇଛନ୍ତି। ୧୭ ବର୍ଷୀୟ ଏହି ଭାରତୀୟ ତାରକା ମୁଖ୍ୟ ଡ୍ର'ର ପ୍ରଥମ ରାଉଣ୍ଡରେ ତାଇପେଇର ୱାଙ୍ଗ ଜୁ ୱେଇଙ୍କୁ ଭେଟିବେ।

ଭାରତର ଅନ୍ୟତମ ତାରକା ପରୁପଲ୍ଲୀ କଶ୍ୟପ୍ ମୁଖ୍ୟ ରାଉଣ୍ଡରେ ସ୍ଥାନ ହାସଲ କରିବାରେ ବିଫଳ ହୋଇଛନ୍ତି। କଶ୍ୟପ୍ ପ୍ରଥମ କ୍ୱାଲିଫାୟରରେ ଅଷ୍ଟ୍ରେଲିଆର ପିଟର୍ ୟାନଙ୍କୁ ୨୧-୮, ୨୧-୯ ଗେମରେ ହରାଇଥିଲେ। କିନ୍ତୁ ଦ୍ୱିତୀୟ କ୍ୱାଲିଫାୟରରେ ସେ ଚାଇନାର ସୁନ୍ ଫେସିଆଙ୍ଗଙ୍କଠାରୁ ୧୬-୨୧, ୧୮-୨୧ ଗେମରେ ହାରିଯାଇଥିଲେ। ଆସନ୍ତାକାଲିଠାରୁ ମୁଖ୍ୟ ଡ୍ର' ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story