ରେକର୍ଡ ଷଷ୍ଠଥର ବ୍ରିଟିଶ୍ ଗ୍ରାଁ ପ୍ରି' ଜିତିଲେ ହାମିଲଟନ୍

ସିଲଭରଷ୍ଟୋନ୍: ମର୍ସିଡିଜ୍ ଚାଳକ ଲୁଇସ୍ ହାମିଲଟନ୍ ରବିବାର ଏଠାରେ ରେକର୍ଡ ଷଷ୍ଠଥର ବ୍ରିଟିଶ ଗ୍ରାଁ ପ୍ରି’ ଜିତି ଫର୍ମୁଲା-୧ ଚାମ୍ପିଅନଶିପ୍ ତାଲିକାରେ ନିଜର ଅଗ୍ରଣୀକୁ ଆହୁରି ମଜଭୁତ୍ କରିଛନ୍ତି। ବ୍ରିଟେନର ଏହି ଚାଳକ ଚଳିତ ସିଜନରେ ୧୦ରୁ ୭ ରେସ୍ ଜିତିସାରିଛନ୍ତି। ହାମିଲଟନ୍ ଏହି ରେସର ପୋଲ୍ ପୋଜିସନ୍ ଆରମ୍ଭ କରିଥିବା ନିଜ ଟିମର ଚାଳକ ଭାଲଟ୍ଟେରୀ ବୋଟ୍ଟାସଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି। ଫେରାରିର ଚାର୍ଲ୍ଡ ଲେକଲର୍କ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ଚାମ୍ପିଅନଶିପରେ ହାମିଲଟନ୍ […]

hamil

hamil

Hemant Lenka
  • Published: Sunday, 14 July 2019
  • Updated: 14 July 2019, 09:37 PM IST

Sports

Latest News

ସିଲଭରଷ୍ଟୋନ୍: ମର୍ସିଡିଜ୍ ଚାଳକ ଲୁଇସ୍ ହାମିଲଟନ୍ ରବିବାର ଏଠାରେ ରେକର୍ଡ ଷଷ୍ଠଥର ବ୍ରିଟିଶ ଗ୍ରାଁ ପ୍ରି' ଜିତି ଫର୍ମୁଲା-୧ ଚାମ୍ପିଅନଶିପ୍ ତାଲିକାରେ ନିଜର ଅଗ୍ରଣୀକୁ ଆହୁରି ମଜଭୁତ୍ କରିଛନ୍ତି। ବ୍ରିଟେନର ଏହି ଚାଳକ ଚଳିତ ସିଜନରେ ୧୦ରୁ ୭ ରେସ୍ ଜିତିସାରିଛନ୍ତି।

ହାମିଲଟନ୍ ଏହି ରେସର ପୋଲ୍ ପୋଜିସନ୍ ଆରମ୍ଭ କରିଥିବା ନିଜ ଟିମର ଚାଳକ ଭାଲଟ୍ଟେରୀ ବୋଟ୍ଟାସଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି। ଫେରାରିର ଚାର୍ଲ୍ଡ ଲେକଲର୍କ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ଚାମ୍ପିଅନଶିପରେ ହାମିଲଟନ୍ ୨୨୩ ପଏଣ୍ଟ ସହ ପ୍ରଥମ ଏବଂ ବୋଟ୍ଟାସ୍ ୧୮୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ।

ରେସ୍ ଜିତିବା ପରେ ହାମିଲଟନ୍ କହିଥିଲେ, ଏଠାରେ ଉପସ୍ଥିତି ସମସ୍ତ ଦର୍ଶକଙ୍କୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ଦର୍ଶକ ଏବଂ ମୋ ଟିମ୍ ବିନା ମୁଁ କିଛି ବି କରିପାରି ନଥାନ୍ତି। ଏଠାରେ ଚାମ୍ପିଅନ୍ ହେବା ମୋତେ ବହୁତ ଖୁସି ଦେଇଛି ହାମିଲଟନ୍ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story