ତୀରନ୍ଦାଜ କିମ୍ବଦନ୍ତୀଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ନୂଆଦିଲ୍ଲୀ: ଦିନଥିଲା ଗୋଟିଏ ପରେ ଗୋଟିଏ ତୀରକୁ ନିଜ ହାତରେ ଟାର୍ଗେଟକୁ ହିଟ୍‌ କରି ସେ ଭାରତର ନାଁକୁ ବିଶ୍ୱ ଦରବାରରେ ପରିଚିତ କରିଥିଲେ। ହେଲେ ଏବେ ସେହି ହାତ ଅନ୍ୟ ସହ ହ୍ୟାଣ୍ଡଶେକ୍‌ କଲା ବେଳକୁ ଥରିବା ଆରମ୍ଭ କରୁଛି। ଏଥିସହ ସେ କଥା କହିବା ବେଳେ ହଠାତ୍‌ ଚୁପ୍‌ ହେଇ ଯାଉଛନ୍ତି। ଏମିତି ରୋଗକୁ ଭଲ କରିବାକୁ ତାଙ୍କ ପାଖରେ ପର୍ଯ୍ୟାପ୍ତ ଟଙ୍କା ମଧ୍ୟ ନାହିଁ। ସେ ହେଉଛନ୍ତି ପ୍ରଖ୍ୟାତ ତୀରନ୍ଦାଜ ଲିମ୍ବା ରାମ। […]

sa

sa

Hemant Lenka
  • Published: Tuesday, 07 May 2019
  • Updated: 07 May 2019, 05:14 PM IST

Sports

Latest News

ନୂଆଦିଲ୍ଲୀ: ଦିନଥିଲା ଗୋଟିଏ ପରେ ଗୋଟିଏ ତୀରକୁ ନିଜ ହାତରେ ଟାର୍ଗେଟକୁ ହିଟ୍‌ କରି ସେ ଭାରତର ନାଁକୁ ବିଶ୍ୱ ଦରବାରରେ ପରିଚିତ କରିଥିଲେ। ହେଲେ ଏବେ ସେହି ହାତ ଅନ୍ୟ ସହ ହ୍ୟାଣ୍ଡଶେକ୍‌ କଲା ବେଳକୁ ଥରିବା ଆରମ୍ଭ କରୁଛି। ଏଥିସହ ସେ କଥା କହିବା ବେଳେ ହଠାତ୍‌ ଚୁପ୍‌ ହେଇ ଯାଉଛନ୍ତି। ଏମିତି ରୋଗକୁ ଭଲ କରିବାକୁ ତାଙ୍କ ପାଖରେ ପର୍ଯ୍ୟାପ୍ତ ଟଙ୍କା ମଧ୍ୟ ନାହିଁ। ସେ ହେଉଛନ୍ତି ପ୍ରଖ୍ୟାତ ତୀରନ୍ଦାଜ ଲିମ୍ବା ରାମ।

ଗୋଟିଏ ସମୟରେ ୪୬ ବର୍ଷୀୟ ରାମ ଭାରତର ପ୍ରସିଦ୍ଧ ତୀରନ୍ଦାଜ ଥିଲେ। ବିଶ୍ୱ ରେକର୍ଡ ମଧ୍ୟ ସେ ନିଜ ନାଁରେ କରିଥିଲେ। କିନ୍ତୁ ଏବେ ସେ ସ୍ନାୟୁ ଜନିତ ରୋଗରେ ପୀଡ଼ିତ ଅଛନ୍ତି। ଏହାର ଚିକିତ୍ସା ପାଇଁ ରାମଙ୍କ ପାଖରେ ପର୍ଯ୍ୟାପ୍ତ ଟଙ୍କା ନଥିବାରୁ ସେ ଅନ୍ୟମାନଙ୍କୁ ସାହାଯ୍ୟ ପାଇଁ ଟଙ୍କା ମାଗିବା ଆରମ୍ଭ କରିଛନ୍ତି। ୧୯୯୨ ବ୍ରାସଲୋନା ଅଲିମ୍ପିକରେ ରାମ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ଏବେ ସେ ଏମ୍ସର ସାଧାରଣ ପ୍ରକୋଷ୍ଠରେ ରହି ଚିକିତ୍ସିତ ହେଉଛନ୍ତି।

ସମୟ ଗଢ଼ିବା ସହ ତାଙ୍କ ରୋଗର ପରିମାଣ ମଧ୍ୟ ବଢ଼ିବାରେ ଲାଗିଛି। ଡାକ୍ତରଙ୍କ କହିବା ଅନୁଯାୟୀ, ରାମ ଯେଉଁ ସ୍ନାୟୁ ଜନିତ ରୋଗରେ ପଡ଼ିଛନ୍ତି, ସୁସ୍ଥ ହେବା ଏକ ପ୍ରକାରର ଅସମ୍ଭବ। କିନ୍ତୁ ଏହାକୁ ଚିକିତ୍ସା ଦ୍ୱାରା ନିୟନ୍ତ୍ରଣ କରିହେବ। ଏଥିପାଇଁ ସମସ୍ତ ଡାକ୍ତରଙ୍କ ସହଯୋଗ ଏବଂ ଅର୍ଥ ଆବଶ୍ୟକ।

ତାଙ୍କ ପତ୍ନୀ ମେରିନା ଜେନ୍ନି କହିଛନ୍ତି, ଦିଲ୍ଲୀର ଘରୋଇ ହସ୍ପିଟାଲ୍‌ରେ ଅଧିକ ଅର୍ଥ ଲାଗିବ। ତେଣୁ ଆମେ ରାମଙ୍କୁ ଚିକିତ୍ସା ପାଇଁ ଏଠାରେ ଭର୍ତ୍ତି କରିଛୁ। ଏବେ ଆମେ ତାଙ୍କ ଚିକିତ୍ସା ପାଇଁ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ନିବେଦନ କରୁଛୁ ବୋଲି ମେରିନେ କହିଛନ୍ତି।

ଅନ୍ୟପକ୍ଷରେ କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର ରାମଙ୍କ ପାଇଁ ଅତିରିକ୍ତ ୫ ଲକ୍ଷର ବୀମା କରାଯାଇଥିବା ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story