ଜ୍ୱାଲା-ଅଶ୍ୱିନୀଙ୍କ ରିଓ ଅଭିଯାନ ଶେଷ

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ବ୍ୟାଡମିଣ୍ଟନ୍ ମହିଳା ଡବଲ୍ସ ବର୍ଗରେ ଭାରତର ଅଭିଯାନ ଶେଷ ହୋଇଛି। ଆଜି ଜ୍ୱାଲା ଗୁଟ୍ଟା ଓ ଅଶ୍ୱିନୀ ପୋନ୍ନାପ୍ପା ଯୋଡ଼ି ଥାଇଲାଣ୍ଡର ପି. ସୁପାଜିରାକୁଲ ଓ ଏସ୍. ତାଏରାତ୍ତାନାଚାଇଙ୍କ ଠାରୁ ୨୧-୧୭, ୨୧-୧୫ରେ ପରାସ୍ତ ହୋଇଛନ୍ତି। ପୂର୍ବ ପର୍ଯ୍ୟାୟରେ ଜ୍ୱାଲା ଓ ଅଶ୍ୱିନୀ ଯୋଡ଼ି ଜାପାନର ଏ. ତାକାହାସୀ ଓ ଏମ୍‌. ମାତସୁତୋମୋଙ୍କ ଠାରୁ ହାରି ଥିଲେ। ପୁରୁଷ ସ୍କିଟ୍‌ ଇଭେଣ୍ଟରେ ଯୋଗ୍ୟତା ଅର୍ଜନ କରିପାରି ନାହାନ୍ତି ଭାରତର ମେରାଜ […]

aswini-ponnapa

aswini-ponnapa

Rakesh Mallick
  • Published: Saturday, 13 August 2016
  • Updated: 13 August 2016, 10:00 PM IST

Sports

Latest News

Mairaj Ahmad Khanରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ବ୍ୟାଡମିଣ୍ଟନ୍ ମହିଳା ଡବଲ୍ସ ବର୍ଗରେ ଭାରତର ଅଭିଯାନ ଶେଷ ହୋଇଛି। ଆଜି ଜ୍ୱାଲା ଗୁଟ୍ଟା ଓ ଅଶ୍ୱିନୀ ପୋନ୍ନାପ୍ପା ଯୋଡ଼ି ଥାଇଲାଣ୍ଡର ପି. ସୁପାଜିରାକୁଲ ଓ ଏସ୍. ତାଏରାତ୍ତାନାଚାଇଙ୍କ ଠାରୁ ୨୧-୧୭, ୨୧-୧୫ରେ ପରାସ୍ତ ହୋଇଛନ୍ତି।

ପୂର୍ବ ପର୍ଯ୍ୟାୟରେ ଜ୍ୱାଲା ଓ ଅଶ୍ୱିନୀ ଯୋଡ଼ି ଜାପାନର ଏ. ତାକାହାସୀ ଓ ଏମ୍‌. ମାତସୁତୋମୋଙ୍କ ଠାରୁ ହାରି ଥିଲେ।

ପୁରୁଷ ସ୍କିଟ୍‌ ଇଭେଣ୍ଟରେ ଯୋଗ୍ୟତା ଅର୍ଜନ କରିପାରି ନାହାନ୍ତି ଭାରତର ମେରାଜ ଅହମ୍ମଦ ଖାନ୍‌। ଏହି ପ୍ରତିଯୋଗିତାକୁ ୬ ଜଣ ଯିବାକୁ ଥିବା ବେଳେ ୯ମ ସ୍ଥାନରେ ରହି ବାଦ୍‌ ପଡିଛନ୍ତି ଅହମ୍ମଦ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story