ଆଇପିଏଲ୍‌ ୨୦୧୯: କାହା ପାଖରେ କିଏ, ଆଉ କେତେ ଖେଳାଳି କିଏ କିଣିପାରିବେ

ନୂଆଦିଲ୍ଲୀ: ପୁଣିଥରେ ଦେଶକୁ ଫେରିଛି ଆଇପିଏଲ୍‌ ଫିଭର୍‌। ମାର୍ଚ୍ଚ କିମ୍ବା ଏପ୍ରିଲ ମାସରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ ପାଇଁ ଏବେଠାରୁ ୮ଟି ଯାକ ଦଳ କେତେ ଖେଳାଳି ରଖିବେ ଏବଂ କେତେ ଜଣ ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାକୁ ଛାଡ଼ିବେ, ତାକୁ ନେଇ ମାନସମନ୍ଥନ ଆରମ୍ଭ କରିଦେଇଛନ୍ତି। ଆସନ୍ତା ଡିସେମ୍ବର ୧୭ ଓ ୧୮ ଦିନ ଧରି ବିଭିନ୍ନ ଫ୍ରାଞ୍ଚାଇଜ୍‌ ନିଲାମ ପ୍ରକ୍ରିୟାରେ ସାମିଲ ହେବେ। ଏହା ପୂର୍ବରୁ ଦଳଗୁଡ଼ିକ କିଛି ବଛାବଛା ଖେଳାଳି ଚଳିତ ବର୍ଷ […]

i

i

Hemant Lenka
  • Published: Friday, 16 November 2018
  • Updated: 16 November 2018, 08:44 PM IST

Sports

Latest News

ନୂଆଦିଲ୍ଲୀ: ପୁଣିଥରେ ଦେଶକୁ ଫେରିଛି ଆଇପିଏଲ୍‌ ଫିଭର୍‌। ମାର୍ଚ୍ଚ କିମ୍ବା ଏପ୍ରିଲ ମାସରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ ପାଇଁ ଏବେଠାରୁ ୮ଟି ଯାକ ଦଳ କେତେ ଖେଳାଳି ରଖିବେ ଏବଂ କେତେ ଜଣ ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାକୁ ଛାଡ଼ିବେ, ତାକୁ ନେଇ ମାନସମନ୍ଥନ ଆରମ୍ଭ କରିଦେଇଛନ୍ତି। ଆସନ୍ତା ଡିସେମ୍ବର ୧୭ ଓ ୧୮ ଦିନ ଧରି ବିଭିନ୍ନ ଫ୍ରାଞ୍ଚାଇଜ୍‌ ନିଲାମ ପ୍ରକ୍ରିୟାରେ ସାମିଲ ହେବେ।

ଏହା ପୂର୍ବରୁ ଦଳଗୁଡ଼ିକ କିଛି ବଛାବଛା ଖେଳାଳି ଚଳିତ ବର୍ଷ ଛାଡ଼ି ଦେଇଥିବା ବେଳେ ଆଉ କିଛି ଖେଳାଳିଙ୍କୁ ରଖିଛନ୍ତି। ଏବେ ସେମାନେ କେତେ ଜଣ ଖେଳାଳିଙ୍କୁ କିଣି ପାରିବେ, ସେ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ

ମୁମ୍ବାଇ ଇଣ୍ଡିଆନ୍ସ:

କାହାକୁ ରଖିଲା: ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, ଯଶପ୍ରୀତ ବୁମ୍ରା, ଇଶାନ୍‌ କିଷନ, ସୂର୍ଯ୍ୟ କୁମାର ଯାଦବ, ମୟଙ୍କ ମାର୍କେଣ୍ଡ, ରାହୁଲ ଚହର, ଅଙ୍କୁଲ ରୟ, ସିଦ୍ଧେଶ ଲାଡ, ଆଦିତ୍ୟ ତାରେ, କାଏରନ୍‌ ପୋଲାର୍ଡ, ବେନ୍‌ କଟିଙ୍ଗ, ମିଚେଲ୍‌ ମ୍ୟାକ୍ଲାଘାନ, ଆଦାମ ମିଲେନ, ଜାସନ ବେହରନଡ୍ରଫ୍‌ ଓ ଇର୍ଭିନ୍‌ ଲୁଇସ।

କାହାକୁ ଛାଡ଼ିଲା: ସୌରଭ ତିୱାରୀ, ପ୍ରଦୀପ ସାଙ୍ଗୱାନ, ମୋହିସିନ ଖାନ୍‌, ଏମ୍‌ଡି ନିଦ୍ଧେଶ, ଶରଦ ଲମ୍ବା, ତେଜିନ୍ଦର ସିଂହ ଧିଲନ, ଜେପି ଡୁମିନି, ପାଟ୍‌ କମିନ୍ସ, ମୁସ୍ତାଫିଜୁର ରେହମାନ ଓ ଅକିଲା ଧନଞ୍ଜୟ।

କ୍ୱିଣ୍ଟନ୍‌ ଡିକ୍‌କଙ୍କୁ ପଞ୍ଜାବଠାରୁ ସ୍ୱତନ୍ତ୍ର ନିୟମ ଜରିଆରେ ଦଳ କିଣିଛି।

ଦଳ ପାଖରେ ରହିଛି: ୧୧.୫ କୋଟି ଟଙ୍କା

କେତେ ଜଣ ଖେଳାଳିଙ୍କୁ କିଣିପାରିବ: ୭ ଜଣ - ଏମାନଙ୍କ ମଧ୍ୟରୁ ୬ ଜଣ ଭାରତୀୟ ଓ ଜଣେ ବିଦେଶୀ ଖେଳାଳି ରହିପାରିବେ।

ରାଜସ୍ଥାନ ରୟାଲ୍ସ

କାହାକୁ ରଖିଲା: ଅଜିଙ୍କ୍ୟ ରାହଣେ, କ୍ରିଷ୍ଣନପ୍ପା ଗୌଥମ, ସଞ୍ଜୁ ସାମସନ, ଶ୍ରେୟସ ଗୋପାଲ, ଆର୍ଯ୍ୟମାନ ବ୍ରିଲା, ଏସ୍‌.ମିଧୁନ, ପ୍ରଶାନ ଚୌପ୍ରା, ଷ୍ଟୁଆର୍ଟ ବିନ୍ନି, ରାହୁଲ ତ୍ରିପାଠୀ, ବେନ୍‌ ଷ୍ଟୋକ୍ସ, ଷ୍ଟିଭ୍‌ ସ୍ମିଥ, ଜୋସ୍‌ ବଟଲର୍‌, ଜୋଫ୍ରା ଆର୍ଚର, ଈଶ ଶୋଢ଼ି, ଧବଲ କୁଲକର୍ଣ୍ଣୀ ଓ ମହିପାଲ ଲୋମରର।

କାହାକୁ ଛାଡ଼ିଲା: ଡି ଆରସ ଶଟ୍‌, ବେନ୍‌ ଲାହୁଗ୍ଲିନ୍‌, ହେନରିଚ୍‌ କ୍ଲାସନ, ଡାନେ ପାଟେରସନ୍‌, ଜାହିର ଖାନ୍‌, ଦୁଷ୍ମନ୍ତ ଚାମେରା, ଜୟଦେବ ଉନାଦକ୍ତ, ଅନୁରୀତ ସିଂହ, ଅଙ୍କିତ ଶର୍ମା ଓ ଯତୀନ ସକ୍ସେନା।

ଦଳ ପାଖରେ ରହିଛି: ୨୦.୯୫ କୋଟି ଟଙ୍କା

କେତେ ଜଣ ଖେଳାଳିଙ୍କୁ କିଣି ପାରିବ: ୯ ଜଣ, ଏମାନଙ୍କ ମଧ୍ୟରୁ ଭାରତୀୟ ୬ ଓ ବିଦେଶୀ ୩ ଜଣ।

ସନରାଇର୍ଜସ ହାଇଦ୍ରାବାଦ

କାହାକୁ ରଖିଲା: ବାସିଲ ଥାମ୍ଫି, ଭୁବନେଶ୍ୱର କୁମାର, ଦୀପକ ହୁଦା, ମନୀଷ ପାଣ୍ଡେ, ଟି ନଟରାଜନ, ରିକି ବିହୁ, ସନ୍ଦୀପ ଶର୍ମା, ସିର୍ଦ୍ଧାଥ କାଉଲ, ଶ୍ରୀବାସ୍ତ ଗୌସ୍ୱାମୀ, ଖଲୀଲ ଅହମ୍ମଦ, ୟୁସୁଫ ପଠାନ, ବିଲ୍ଲୀ ଷ୍ଟାନଲେକ, ଡାଭିଡ୍‌ ୱାର୍ଣ୍ଣର, କେନ୍‌ ୱିଲମସନ୍‌, ରଶିଦ ଖାନ, ମହମ୍ମଦ ନବି ଓ ସାକିବ ଅଲ ହାସନ।

କାହାକୁ ଛାଡ଼ିଲା: ସଚିନ ବେବୀ, ତନ୍ମୟ ଅଗ୍ରୱାଲ, ରିଦ୍ଧିମାନ ଶାହା, କ୍ରିସ୍‌ ଜୋର୍ଡାନ, କାର୍ଲୋସ ବ୍ରାଥୱେଟ, ଆଲେକ୍ସ ହାଲେସ, ବିପୁଲ ଶର୍ମା ଓ ମେହେଦି ହାସନ।

ଦଳ ଶିଖର ଧୱନଙ୍କ ବଦଳରେ ଦିଲ୍ଲୀ ଡେୟାର ଡେଭିଲ୍ସଠାରୁ ଅଭିଷେକ ଶର୍ମା, ବିଜୟ ଶଙ୍କର ଓ ଶାହାବାଜ ନଦିମଙ୍କୁ ଆଣିଛି।

ଦଳ ପାଖରେ ରହିଛି: ୯.୭୦ କୋଟି ଟଙ୍କା

କେତେ ଖେଳାଳିଙ୍କୁ କିଣି ପାରିବ: ୫ ଜଣ, ଏମାନଙ୍କ ମଧ୍ୟରୁ ୩ ଜଣ ଭାରତୀୟ ଓ ୨ ଜଣ ବିଦେଶୀ ଖେଳାଳି।

ଚେନ୍ନାଇ ସୁପର କିଙ୍ଗସ୍‌

କାହାକୁ ରଖିଲା : ମହେନ୍ଦ୍ର ସିଂହ ଧୋନି, ଫାଫ୍‌ ଡୁ'ପ୍ଲେସିସ୍‌, ମୁରଲୀ ବିଜୟ, ରବୀନ୍ଦ୍ର ଜାଡେଜା, ସାମ୍ ବିଲିଙ୍ଗସ, ମିଚେଲ୍ ସାଣ୍ଟର, ଡାଭିଡ୍ ୱିଲ୍, ଡ୍ୱେନ୍ ବ୍ରାଭୋ, ଶେନ୍ ୱାଟ୍‌ଶନ୍‌, ଲୁଙ୍ଗି ଏନ୍‌ଗିଡି, ଇମ୍ରାନ୍ ତାହିର, କେଦାର ଯାଦବ, ଅମ୍ବାତି ରାୟୁଡୁ, ହରଭଜନ ସିଂହ, ଦୀପକ ଚହର, କେ.ଏମ୍ ଅସିଫ୍, କରନ୍ ଶର୍ମା, ଧ୍ରୁବ ଶୋରେ, ଏନ୍ ଜଗଦୀଶନ, ଶର୍ଦ୍ଦୁଲ୍ ଠାକୁର, ମୋନୁ କୁମାର ଓ ଚୈତନ୍ୟ ବିଷ୍ଣୋ।

କାହାକୁ ଛାଡ଼ିଲା: ମାର୍କ ଉଡ୍‌, କନିଷ୍କ ସେଠ୍‌ ଓ କ୍ଷିତିଜ୍ ଶର୍ମା।

କେତେ ଟଙ୍କା ରହିଛି: ଦଳ ପାଖରେ ୮.୪୦ କୋଟି ଟଙ୍କା ରହିଛି।

କେତେ ଜଣ ଖେଳାଳିଙ୍କୁ କିଣି ପାରିବ: ୨ ଜଣ ଭାରତୀୟ ଖେଳାଳିଙ୍କୁ ହିଁ ଦଳ କିଣି ପାରିବ।

କିଙ୍ଗ ଏକାଦଶ ପଞ୍ଜାବ

କାହାକୁ ରଖିଲା: ଆର୍ ଅଶ୍ୱିନ୍‌, କେ.ଏଲ୍ ରାହୁଲ, ମୟଙ୍କ ଅଗ୍ରୱାଲ୍‌, କରୁଣ ନାୟର, ଆଣ୍ଡ୍ର୍ୟୁ ଟାଇ, ମୁଜୀବ ଉର୍ ରହମାନ୍, ଅଙ୍କିତ୍ ରାଜପୁତ୍, କ୍ରିସ୍ ଗେଲ୍ ଓ ଡାଭିଡ୍ ମିଲର

କାହାକୁ ଛାଡ଼ିଲା: ଯୁବରାଜ ସିଂହ, ଆରୋନ୍ ଫିଞ୍ଚ୍, ମୋହିତ୍ ଶର୍ମା, ମନୋଜ ତିୱାରୀ, ବରିନ୍ଦର ସ୍ରାନ୍, ଆକାଶଦୀପ ନାଥ, ପ୍ରଦୀପ ସାହୁ, ମୟଙ୍କ ଡଗର, ଅକ୍ସର ପଟେଲ, ବେନ୍ ଦ୍ୱାରଶୁସ୍ ଓ ମଞ୍ଜୁର।

ଦଳ ଅଷ୍ଟ୍ରେଲିଆ ଅଲରାଉଣ୍ଡର ମାର୍କସ୍‌ ଷ୍ଟୋଇନ୍ସଙ୍କୁ ଆରସିବିକୁ ଦେଇ ମନଦୀପ ସିଂହଙ୍କୁ ଆଣିଛି।

କେତେ ଟଙ୍କା ରହିଛି: ଦଳ ପାଖରେ ସମୁଦାୟ ୩୬.୨୦ କୋଟି ଟଙ୍କା ରହିଛି।

କେତେଜଣ ଖେଳାଳି କିଣି ପାରିବ: ଦଳ ଏଥର ୧୫ ଜଣ ଖେଳାଳିଙ୍କୁ କିଣି ପାରିବ। ଏମାନଙ୍କ ମଧ୍ୟରେ ୧୧ ଜଣ ଭାରତୀୟ ଖେଳାଳି ଓ ୪ ଜଣ ବିଦେଶୀ ଖେଳାଳି ରହିବେ।

ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁରୁ

କାହାକୁ ରଖିଲା: ବିରାଟ୍‌ କୋହଲି, ଏବି ଡିଭିଲିୟର୍ସ, ପାର୍ଥିବ ପଟେଲ, ୟୁଜବେନ୍ଦର ଚହଲ, ୱାଶିଂଟନ୍‌ ସୁନ୍ଦର, ପୱନ ନେଗୀ, ନାଥନ କୁଲଟର ନାଇଲ୍‌, ମୋଇନ ଅଲ୍ଲୀ, ମହମ୍ମଦ ସିରାଜ, କୋଲେନ ଡି ଗ୍ରାଣ୍ଡହୋମ, ଟିମ୍‌ ସାଉଦି, ଉମେଶ ଯାଦବ, ନଭଦୀପ ସାଇନି ଓ କୁଲୱନ୍ତ ଖୋଜୋରଲିୟା।

କାହାକୁ ଛାଡ଼ିଲା: ସର୍ଫରାଜ ଖାନ୍‌, ବ୍ରେଣ୍ଡନ ମ୍ୟାକ୍‌କୁଲମ, କୋରି ଆଣ୍ଡରସନ୍‌, କ୍ୱିଣ୍ଟନ୍‌ ଡି କକ୍‌, ମନଦୀପ ସିଂହ, କ୍ରିସ୍‌ ୱକ୍ସ।

ମନଦୀପ ସିଂହଙ୍କ ବଦଳରେ ମାର୍କସ ଷ୍ଟୋଇନିସଙ୍କୁ ଆଣିଛି ଦଳ।

ଦଳ ପାଖରେ ରହିଛି ୧୮.୧୫ କୋଟି

କେତେ ଖେଳାଳି କିଣି ପାରିବ: ୧୦ ଜଣ। ଏମାନଙ୍କ ମଧ୍ୟରୁ ୮ ଜଣ ଭାରତୀୟ ଓ ୨ ଜଣ ବିଦେଶୀ ଖେଳାଳି ରହିବେ।

କୋଲକାତା ନାଇଟ୍‌ ରାଇଡର୍ସ

କାହାକୁ ରଖିଲା: ଦୀନେଶ କାର୍ତ୍ତିକ, ରୋବିନ ଉଥାପ୍ପା, କ୍ରିସ୍‌ ଲିୟନ, ଆଣ୍ଡ୍ରେ ରସେଲ, ସୁନୀଲ ନାରିନ୍‌, ଶୁଭମାନ ଗିଲ, ପୀୟୂଷ ଚାୱଲା, କୁଲଦୀପ ଯାଦବ, ପ୍ରଷିଧା କ୍ରିଷ୍ଣନ୍ନ, ଶିଭମ ମାଭି, ନୀତୀଶ ରାଣା, ରିଙ୍କୁ ସିଂହ ଓ କମଲେଶ ନାଗରକୋଟି।

କାହାକୁ ଛାଡ଼ିଲା: ମିଚେଲ ଷ୍ଟାର୍କ, ମିଚେଲ ଜନସନ୍‌, ଟମ୍‌ କରାନ, କ୍ୟାମେରନ୍‌ ଡେଲପୋର୍ଟ, ଇଶାଙ୍କ ଜାଗି, ବିନୟ କୁମାର, ଅପୂର୍ବ ୱାଙ୍ଖଡ଼େ ଓ ଜାଭନ ସେରଲସ୍‌।

ଦଳ ପାଖରେ ୧୫.୨୦ କୋଟି ଟଙ୍କା ରହିଛି।

କେତେ ଜଣ ଖେଳାଳିଙ୍କୁ କିଣି ପାରିବ: ୧୨ ଜଣ ଖେଳାଳିଙ୍କୁ ଦଳ କିଣିପାରିବ। ଏମାନଙ୍କ ମଧ୍ୟରୁ ୭ ଜଣ ଭାରତୀୟ ଓ ୫ ଜଣ ବିଦେଶୀ ଖେଳାଳି ରହିପାରିବେ।

ଦିଲ୍ଲୀ ଡେୟାର ଡେଭିଲ୍ସ

କାହାକୁ ରଖିଲା: ଶ୍ରେୟସ ଆୟର, ରିଷଭ ପନ୍ତ, ପୃଥ୍ୱୀ ଶ, ଅମିତ୍ ମିଶ୍ରା, ଅଭେଶ ଖାନ୍, ହର୍ଷଲ ପଟେଲ, ରାହୁଲ ତେୱାତିଆ, ଜୟନ୍ତ ଯାଦବ, ମନଜୋତ୍ କଲ୍‌ରା, କଲିନ୍ ମନ୍‌ରୋ, କ୍ରିସ୍ ମୋରିସ୍, କାଗିସୋ ରାବ୍‌ଦା, ସନ୍ଦୀପ ଲାମିଛନେ, ଟ୍ରେଣ୍ଟ୍ ବୋଲ୍ଟ।

କାହାକୁ ଛାଡ଼ିଲା: ଗୌତମ ଗମ୍ଭୀର, ମହମ୍ମଦ ଶାମି, ସୟାନ ଘୋଷ ଓ ଗୁରକୀରତ ସିଂହ, ଜେସନ ରୟ, ଜୁନି୍ରର ଦଲା, ଲିଆମ ଫ୍ଲଙ୍କିଟ, ଡାନିଏଲ୍ ଖ୍ରୀଷ୍ଟିଆନ୍ ଓ ଗ୍ଲେନ୍ ମାକ୍ସୱେଲ୍‌।

ଦଳ ଅଭିଷେକ ଶର୍ମା, ବିଜୟ ଶଙ୍କର ଓ ଶାହବାଜ ନଦିମଙ୍କୁ ଦେଇ ସନରାଇର୍ଜସ ହାଇଦ୍ରାବାଦଠାରୁ ଶିଖର ଧୱନଙ୍କୁ ଆଣିଛି।

ଦଳ ପାଖରେ ୨୫.୫୦ କୋଟି ଟଙ୍କା ରହିଛି।

କେତେ ଖେଳାଳିଙ୍କୁ କିଣି ପାରିବ: ୧୦ ଜଣ ଜଣ ଖେଳାଳିଙ୍କ ମଧ୍ୟରୁ ୭ ଜଣ ଭାରତୀୟ ଓ ୩ ଜଣ ବିଦେଶୀ ଖେଳାଳି ରହିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story