ମାଲାନଙ୍କ ନାଁରେ ଯୋଡ଼ି ହେଲା ଲଜ୍ଜାଜନକ ରେକର୍ଡ

ଜୋହାନ୍ସବର୍ଗ: ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜିଠାରୁ ଦିନିକିଆ ସିରିଜ୍‌ ଆରମ୍ଭ ହୋଇଛି। ପ୍ରଥମେ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ହେନରିଚ୍‌ କାଲସନଙ୍କ ପ୍ରଥମ ଶତକ ବଳରେ ୭ ୱିକେଟ ହରାଇ ୨୯୧ ରନ୍‌ କରିଛି। ତେବେ ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଦିନିକିଆରେ ଡେବ୍ୟୁ କରୁଥିବା ଜାନ୍ନେମାନ ମାଲାନଙ୍କ ନାଁରେ ଏକ ଲଜ୍ଜାଜନକ ରେକର୍ଡ ଯୋଡ଼ି ହୋଇଯାଇଛି। ସେ ବିଶ୍ୱର ପ୍ରଥମ ଖେଳାଳି ଯିଏ ଡେବ୍ୟୁ ମ୍ୟାଚ୍‌ରେ ଓ ଇନିଂସ୍‌ରେ ସାମ୍ନା କରୁଥିବା […]

y

y

Hemant Lenka
  • Published: Saturday, 29 February 2020
  • Updated: 29 February 2020, 09:57 PM IST

ଜୋହାନ୍ସବର୍ଗ: ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜିଠାରୁ ଦିନିକିଆ ସିରିଜ୍‌ ଆରମ୍ଭ ହୋଇଛି। ପ୍ରଥମେ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ହେନରିଚ୍‌ କାଲସନଙ୍କ ପ୍ରଥମ ଶତକ ବଳରେ ୭ ୱିକେଟ ହରାଇ ୨୯୧ ରନ୍‌ କରିଛି। ତେବେ ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଦିନିକିଆରେ ଡେବ୍ୟୁ କରୁଥିବା ଜାନ୍ନେମାନ ମାଲାନଙ୍କ ନାଁରେ ଏକ ଲଜ୍ଜାଜନକ ରେକର୍ଡ ଯୋଡ଼ି ହୋଇଯାଇଛି।

ସେ ବିଶ୍ୱର ପ୍ରଥମ ଖେଳାଳି ଯିଏ ଡେବ୍ୟୁ ମ୍ୟାଚ୍‌ରେ ଓ ଇନିଂସ୍‌ରେ ସାମ୍ନା କରୁଥିବା ପ୍ରଥମ ବଲରେ ଆଉଟ ହୋଇଯାଇଛନ୍ତି। ମାଲାନ ଆଜି ଦଳ ପାଇଁ ଇନିଂସ ଆରମ୍ଭ କରିଥିଲେ। ଏପରି କି ସେ ହିଁ ଦକ୍ଷିଣ ଆଫ୍ରିକା ଇନିଂସ୍‌ର ପ୍ରଥମ ବଲ ସାମ୍ନା କରିଥିଲେ। ହେଲେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ପ୍ରଥମ ବଲରେ ହିଁ ଏଲବିଡବ୍ଲ୍ୟୁ ହୋଇଯାଇଥିଲେ।

ଷ୍ଟାର୍କ ଘଣ୍ଟାପ୍ରତି ୧୪୩ କିମି ବେଗରେ ପକାଇଥିବା ବଲଟି ମାଲାନଙ୍କ ବୁଟରେ ମାଡ଼ ହୋଇଥିଲା। ସେ ୱିକେଟ ସାମ୍ନାରେ ଥିବାରୁ ଅମ୍ପାୟାର ଏଲବିଡବ୍ଲ୍ୟୁ ଘୋଷଣା କରିଥିଲେ।

ଏହାପୂର୍ବରୁ ପ୍ରାୟ କିଛି ଦଶନ୍ଧି ତଳେ ୱେଷ୍ଟଇଣ୍ଡିଜର କାଏରନ ପାୱେଲ ନିଜର ଡେବ୍ୟୁ ଓ ଇନିଂସର ପ୍ରଥମ ବଲରେ ଆଉଟ ହୋଇଥିଲେ ସତ। କିନ୍ତୁ ସେ ସାମ୍ନା କରିଥିବା ପ୍ରଥମ ବଲଟି ୱାଇଡ୍ ହୋଇଥିଲା। ଏହାପରେ ସେ ପ୍ରଥମ ବଲରେ ଆଉଟ ହୋଇଥିଲେ। ବାଂଲାଦେଶ ବିପକ୍ଷରେ ଏହି ଘଟଣା ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story