ମାଲିଙ୍ଗାଙ୍କ ୪ ବଲରେ ୪ ୱିକେଟ ଦଖଲର ଭିଡିଓ ଭାଇରାଲ

ଦୁବାଇ: ଶ୍ରୀଲଙ୍କାର ଦ୍ରୁତ ବୋଲର ଲସିତ ମାଲିଙ୍ଗା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ରେ ରେକର୍ଡ କରିଛନ୍ତି। ସେ ୪ଟି ବଲ୍‌ରେ ୪ଟି ୱିକେଟ୍‌ ନେଇ ବିଶ୍ୱର ପ୍ରଥମ ବୋଲର ଭେବେ ଉଭୟ ଟି-୨୦ ଏବଂ ଦିନିକିଆରେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ମ୍ୟାଚ୍‌ର ତୃତୀୟ ଓଭରରେ ମାଲିଙ୍ଗା ଏହି ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ପ୍ରଥମେ ସେ କଲିନ ମନରୋ, ପରେ ହାମିଶ ରର୍ଥରଫୋର୍ଡ, କଲିନ ଡି ଗ୍ରାଣ୍ଡହୋମ ଓ ରସ୍‌ ଟେଲରଙ୍କୁ କ୍ରମାଗତ ୪ଟି ବଲରେ ପ୍ୟାଭିଲିୟନ ପଠାଇ […]

d

d

Hemant Lenka
  • Published: Saturday, 07 September 2019
  • Updated: 07 September 2019, 05:10 PM IST

Sports

Latest News

ଦୁବାଇ: ଶ୍ରୀଲଙ୍କାର ଦ୍ରୁତ ବୋଲର ଲସିତ ମାଲିଙ୍ଗା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ରେ ରେକର୍ଡ କରିଛନ୍ତି। ସେ ୪ଟି ବଲ୍‌ରେ ୪ଟି ୱିକେଟ୍‌ ନେଇ ବିଶ୍ୱର ପ୍ରଥମ ବୋଲର ଭେବେ ଉଭୟ ଟି-୨୦ ଏବଂ ଦିନିକିଆରେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ମ୍ୟାଚ୍‌ର ତୃତୀୟ ଓଭରରେ ମାଲିଙ୍ଗା ଏହି ବିପର୍ଯ୍ୟୟ ସୃଷ୍ଟି କରିଥିଲେ।

ପ୍ରଥମେ ସେ କଲିନ ମନରୋ, ପରେ ହାମିଶ ରର୍ଥରଫୋର୍ଡ, କଲିନ ଡି ଗ୍ରାଣ୍ଡହୋମ ଓ ରସ୍‌ ଟେଲରଙ୍କୁ କ୍ରମାଗତ ୪ଟି ବଲରେ ପ୍ୟାଭିଲିୟନ ପଠାଇ ଦେଇଥିଲେ। ମାଲିଙ୍ଗାଙ୍କ ଘାତକ ବୋଲିଂ ଯୋଗୁ ନ୍ୟୁଜିଲ୍ୟାଣ୍ଡ ୩ ଓଭର ଶେଷ ସୁଦ୍ଧା ୪ ୱିକେଟ ହରାଇ ୧୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ସେହିପରି ଟି-୨୦ର ପ୍ରଥମ ବୋଲର ଭାବେ ମାଲିଙ୍ଗା ୧୦୦ଟି ୱିକେଟ୍‌ ନେବାର ରେକର୍ଡ ମଧ୍ୟ କରିଛନ୍ତି। ପୂର୍ବରୁ ଟି-୨୦ରେ ପାକିସ୍ତାନର ଶାହିଦ ଆଫ୍ରିଦି ୯୭ଟି ୱିକେଟ୍‌ ନେଇ ୧ ନଂ ସ୍ଥାନରେ ଥିଲେ। ହେଲେ ମାଲିଙ୍ଗା ନିଜର ୭୬ତମ ମ୍ୟାଚ୍‌ରେ ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

ମ୍ୟାଚର ୩ୟ ଓଭର୍‌ରେ ବିପର୍ଯ୍ୟୟ ସୃଷ୍ଟି କରିଥିବା ମାଲିଙ୍ଗା ୫ମ ଓଭର୍‌ରେ ଟିମ୍‌ ସେଇଫର୍ଟଙ୍କୁ ଆଉଟ କରି ଟି-୨୦ରେ ଦ୍ୱିତୀୟ ଥର ପାଇଁ ୫ ୱିକେଟ୍‌ ଦଖଲ କରିବାର ଆଉ ରେକର୍ଡ କରିଥିଲେ। ମାଲିଙ୍ଗାଙ୍କ ଯୋଗୁ ନ୍ୟୁଜିଲ୍ୟାଣ୍ଡ ୮୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୧୨୫ ରନ୍‌ କରିଥିଲା। ଏହାପୂର୍ବରୁ ୨୦୦୭ ବିଶ୍ୱକପରେ ମାଲିଙ୍ଗା କ୍ରମାଗତ ୪ଟି ବଲରେ ୪ଟି ୱିକେଟ୍‌ ନେଇଥିଲେ।

ଦେଖନ୍ତୁ ଗତକାଲି କେମିତି ୪ ବଲରେ ୪ ୱିକେଟ୍‌ ନେଇଥିଲେ ମାଲିଙ୍ଗା

https://twitter.com/i/status/1169999036985643009

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story