ଜଣେ ଖେଳାଳି ଗୋଟିଏ ସମୟରେ ଭିନ୍ନ ଭିନ୍ନ ସ୍ଥାନରେ! କେମିତି ହେଲା ସମ୍ଭବ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କ୍ରିକେଟ୍ ପଡ଼ିଆରେ ଏମିତି ତ ପ୍ରତିଦିନ କିଛି ନା କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟେ। କିନ୍ତୁ ଏଥର ଏମିତି କିଛି ଘଟିଲା ଯାହାକୁ ଦେଖି ସମସ୍ତେ ତାଜୁବ ହୋଇଯାଇଥିଲେ। ଘଟଣାଟି ଘଟିଥିଲା ରାଜକୋଟରେ। ଗୁଜରାଟ ଲାୟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଚାଲିଥିଲା। ମୁମ୍ବାଇ ଟିମ୍ ବୋଲିଂ କରୁଥିଲା। ୧୫ତମ ଓଭରରେ ମାଲିଙ୍ଗା ବୋଲିଂ କରୁଥିଲେ। ସେତେବେଳେ ହିଁ ଏହି ତାଜୁବ ଘଟଣାଟି ଘଟିଲା। ଜଣେ ମାଲିଙ୍ଗା ବୋଲିଂ କରୁଥିବା ବେଳେ ଦର୍ଶକଙ୍କ ମଧ୍ୟରେ […]

malinga

malinga

Rakesh Mallick
  • Published: Monday, 01 May 2017
  • Updated: 01 May 2017, 02:15 PM IST

ନୂଆଦିଲ୍ଲୀ: କ୍ରିକେଟ୍ ପଡ଼ିଆରେ ଏମିତି ତ ପ୍ରତିଦିନ କିଛି ନା କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟେ। କିନ୍ତୁ ଏଥର ଏମିତି କିଛି ଘଟିଲା ଯାହାକୁ ଦେଖି ସମସ୍ତେ ତାଜୁବ ହୋଇଯାଇଥିଲେ। ଘଟଣାଟି ଘଟିଥିଲା ରାଜକୋଟରେ। ଗୁଜରାଟ ଲାୟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଚାଲିଥିଲା। ମୁମ୍ବାଇ ଟିମ୍ ବୋଲିଂ କରୁଥିଲା। ୧୫ତମ ଓଭରରେ ମାଲିଙ୍ଗା ବୋଲିଂ କରୁଥିଲେ। ସେତେବେଳେ ହିଁ ଏହି ତାଜୁବ ଘଟଣାଟି ଘଟିଲା। ଜଣେ ମାଲିଙ୍ଗା ବୋଲିଂ କରୁଥିବା ବେଳେ ଦର୍ଶକଙ୍କ ମଧ୍ୟରେ ବସିଥିଲେ ଆଉ ଜଣେ ମାଲିଙ୍ଗା। କ୍ୟାମେରା ମ୍ୟାନ୍ ଦର୍ଶକ ମଧ୍ୟରେ ବସିଥିବା ମାଲିଙ୍ଗାଙ୍କ ଚିତ୍ରଉତ୍ତୋଳନ କରିବା ପରେ ଏହା ଟିଭି ସ୍କ୍ରିନ୍‌ରେ ଆସିଲା। ତାଙ୍କ ଚେହେରା ପୂରା ପୂରି ମାଲିଙ୍ଗାଙ୍କ ସହିତ ମିଶି ଯାଉଥିଲା। ଲାଗୁଥିଲେ ମାଲିଙ୍ଗାଙ୍କ ଯାଆଁଳା ଭାଇ। ଟିଭି ସ୍କ୍ରିନ୍‌ରେ ଆସିବା ପରେ ଦର୍ଶକଙ୍କ ମଧ୍ୟରେ ବସିଥିବା ମାଲିଙ୍ଗା ନିଜେ ବି ଟିକେ ଘବରେଇ ଯାଇଥିଲେ, କିନ୍ତୁ ପରେ ହସି ଦେଇଥିଲେ। ତାଙ୍କ ମୁଣ୍ଡର କେଶ ବି ମାଲିଙ୍ଗାଙ୍କ କେଶ ଭଳି ହୋଇ ରଙ୍ଗୀନ ହୋଇଥିଲା। ପରେ ଅସଲି ମାଲିଙ୍ଗା ନକଲି ମାଲିଙ୍ଗାଙ୍କ ସହ ଫଟୋ ଉଠାଇଥିଲେ। ମୁମ୍ବାଇ ଇଣ୍ଡିଆନ ପକ୍ଷରୁ ଏହି ଫଟୋକୁ ଟ୍ୱିଟରରେ ପୋଷ୍ଟ କରାଯାଇଛି।

https://twitter.com/IPL/status/858353228529926146

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos