୪ବଲରେ ୪ ୱିକେଟ୍‌ ପରେ ମାଲିଙ୍ଗାଙ୍କ ପଦୋନ୍ନତି

ଦୁବାଇ: ଶ୍ରୀଲଙ୍କାର ଭେଟରାନ ଦ୍ରୁତ ବୋଲର ଲସିଥ ମାଲିଙ୍ଗାଙ୍କ ଟି-୨୦ ରାଙ୍କିଙ୍ଗରେ ଜବରଦସ୍ତ ଉନ୍ନତି ଘଟିଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ରେ ମାଲିଙ୍ଗା ୪ଟି ବଲ୍‌ରେ ୪ଟି ୱିକେଟ୍‌ ନେବା ପରେ ସେ ୨୦ଟି ସ୍ଥାନ ଜମ୍ପ କରି ବୋଲିଂ ରାଙ୍କିଙ୍ଗର ୨୧ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଆଜି ଆଇସିସି ପକ୍ଷରୁ ଟି-୨୦ ବୋଲିଂ ରାଙ୍କିଙ୍ଗ ଜାରି କରାଯାଇଛି। ଏଥିରେ ମାଲିଙ୍ଗା ସବୁଠାରୁ ଅଧିକ ଲଭାବାନ ହୋଇଛନ୍ତି। ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଗତକାଲି ତୃତୀୟ ଟି-୨୦ ଖେଳା […]

g

g

Hemant Lenka
  • Published: Saturday, 07 September 2019
  • Updated: 07 September 2019, 04:22 PM IST

Sports

Latest News

ଦୁବାଇ: ଶ୍ରୀଲଙ୍କାର ଭେଟରାନ ଦ୍ରୁତ ବୋଲର ଲସିଥ ମାଲିଙ୍ଗାଙ୍କ ଟି-୨୦ ରାଙ୍କିଙ୍ଗରେ ଜବରଦସ୍ତ ଉନ୍ନତି ଘଟିଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ରେ ମାଲିଙ୍ଗା ୪ଟି ବଲ୍‌ରେ ୪ଟି ୱିକେଟ୍‌ ନେବା ପରେ ସେ ୨୦ଟି ସ୍ଥାନ ଜମ୍ପ କରି ବୋଲିଂ ରାଙ୍କିଙ୍ଗର ୨୧ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଆଜି ଆଇସିସି ପକ୍ଷରୁ ଟି-୨୦ ବୋଲିଂ ରାଙ୍କିଙ୍ଗ ଜାରି କରାଯାଇଛି। ଏଥିରେ ମାଲିଙ୍ଗା ସବୁଠାରୁ ଅଧିକ ଲଭାବାନ ହୋଇଛନ୍ତି।

ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଗତକାଲି ତୃତୀୟ ଟି-୨୦ ଖେଳା ଯାଉଥିଲା। ଏହି ମ୍ୟାଚ୍‌ରେ ମାଲିଙ୍ଗା ୪ଟି ବଲ୍‌ରେ ୪ଟି ୱିକେଟ ନେଇ ରେକର୍ଡ ସୃଷ୍ଟି କରିଥିଲେ। ବିଶ୍ୱର ପ୍ରଥମ ବୋଲର ଭାବେ ମାଲିଙ୍ଗା ଉଭୟ ଟି-୨୦ ଓ ଦିନିକିଆରେ ୪ଟି ବଲ୍‌ରେ ୪ଟି ୱିକେଟ୍‌ ନେଇ ରେକର୍ଡ କରିଛନ୍ତି।

ସେ ଗତକାଲି ୪ ଓଭରରେ ୬ ରନ୍‌ ଦେଇ ୫ଟି ୱିକେଟ ଦଖଲ କରିଥିଲେ। ମାଲିଙ୍ଗାଙ୍କ ଘାତକ ବୋଲିଂ ଯୋଗୁ ଶ୍ରୀଲଙ୍କା ଏହି ମ୍ୟାଚ୍‌ଟିକୁ ୩୭ରେ ଜିତି ନେଇଥିଲା। ଗତକାଲି ମାଲିଙ୍ଗା ପ୍ରଥମ ୱିକେଟ ନେବା ପରେ ଟି-୨୦ର ପ୍ରଥମ ବୋଲର ଭାବେ ଏହି ସୀମିତ ଓଭର ଫର୍ମାଟରେ ୧୦୦ଟି ୱିକେଟ ଦଖଲ କରିଛନ୍ତି।

ଆଇସିସି ଟି-୨୦ ବୋଲିଂ ରାଙ୍କିଙ୍ଗର ୧ ନଂ ସ୍ଥାନରେ ଆଫଗାନିସ୍ତାନର ରଶିଦ ଖାନ ରହିଛନ୍ତି। ସେହିପରି ନ୍ୟୁଜିଲ୍ୟାଣ୍ଡ ସ୍ପିନର ମିଚେଲ ସାଣ୍ଟନର ୫ଟି ସ୍ଥାନ ଲମ୍ପ ମାରି ବୋଲିଂ ରାଙ୍କିଙ୍ଗର ୫ ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଟି-୨୦ ବୋଲିଂ ରାଙ୍କିଙ୍ଗର ଟପ୍‌ ୧୦ରେ ଏକମାତ୍ର ଭାରତୀୟ ଭାବେ କୁଲଦୀପ ଯାଦବ ୮ମ ସ୍ଥାନରେ ରହିଛନ୍ତି।

ଟି-୨୦ ବ୍ୟାଟିଂ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ ପାକିସ୍ତାନର ବାବର ଆଜମ ରହିଛନ୍ତି। ପୂର୍ବରୁ ଦ୍ୱିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲ ୩ୟ ସ୍ଥାନକୁ ଖସିଥିବା ବେଳେ ନ୍ୟୁଜିଲ୍ୟାଣ୍ଡର କଲିନ ମନରୋ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି।

ବ୍ୟାଟିଂ ରାଙ୍କିଙ୍ଗର ଟପ୍ ଟେନରେ ଦୁଇ ଜଣ ଭାରତୀୟ କେଏଲ ରାହୁଲ(୭) ଓ ରୋହିତ ଶର୍ମା(୯) ସ୍ଥାନରେ ରହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ନିକଟରେ ଟେଷ୍ଟ ରାଙ୍କିଙ୍ଗର ୧ ନଂ ସ୍ଥାନ ହରାଇଥିଲେ। ଏବେ ଟି-୨୦ର ବ୍ୟାଟିଂରେ ବିରାଟଙ୍କ ରାଙ୍କ ୧୪ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story