ସର୍ବାଧିକ ୱିକେଟ୍‌ ନେଇଥିବା ବୋଲର IPLରେ ଅଲୋଡ଼ା, ନେଇପାରନ୍ତି ସନ୍ୟାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସାମ୍ନାରେ ଏହି ବୋଲର ଥିଲେ କ୍ରିଜ୍‌ରେ ବ୍ୟାଟ୍ସମ୍ୟାନ ମାନେ ବ୍ୟାଟିଂ କରିବାକୁ ଡରିଥାନ୍ତି। ନିଜର ନିଆରା ଢଙ୍ଗର ବୋଲିଂ ପାଇଁ ଜଣାଶୁଣା ଏହି ବୋଲର। ଏହି ବୋଲର ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଶ୍ରୀଲଙ୍କାର ଘାତକ ବୋଲର ମାଲିଙ୍ଗା। ହେଲେ ଏବେ ସେ କ୍ରିକେଟ୍‌ ପାଇଁ ଅଲୋଡ଼ା ହୋଇପଡ଼ିଛନ୍ତି। ଶ୍ରୀଲଙ୍କା କ୍ରିକେଟ୍‌ ଟିମ୍‌ରୁ ଦୀର୍ଘଦିନ ଧରି ଦୂରେଇ ରହିଥିବା ଷ୍ଟାର୍‌ ବୋଲର ମାଲିଙ୍ଗାଙ୍କ ପାଇଁ ଆଜି କାଲି ଠିକ୍‌ ଚାଲୁନାହିଁ। କାରଣ ନିକଟରେ ଆଇପିଏଲ […]

Malinga

Malinga

Rakesh Mallick
  • Published: Wednesday, 31 January 2018
  • Updated: 31 January 2018, 03:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସାମ୍ନାରେ ଏହି ବୋଲର ଥିଲେ କ୍ରିଜ୍‌ରେ ବ୍ୟାଟ୍ସମ୍ୟାନ ମାନେ ବ୍ୟାଟିଂ କରିବାକୁ ଡରିଥାନ୍ତି। ନିଜର ନିଆରା ଢଙ୍ଗର ବୋଲିଂ ପାଇଁ ଜଣାଶୁଣା ଏହି ବୋଲର। ଏହି ବୋଲର ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଶ୍ରୀଲଙ୍କାର ଘାତକ ବୋଲର ମାଲିଙ୍ଗା। ହେଲେ ଏବେ ସେ କ୍ରିକେଟ୍‌ ପାଇଁ ଅଲୋଡ଼ା ହୋଇପଡ଼ିଛନ୍ତି। ଶ୍ରୀଲଙ୍କା କ୍ରିକେଟ୍‌ ଟିମ୍‌ରୁ ଦୀର୍ଘଦିନ ଧରି ଦୂରେଇ ରହିଥିବା ଷ୍ଟାର୍‌ ବୋଲର ମାଲିଙ୍ଗାଙ୍କ ପାଇଁ ଆଜି କାଲି ଠିକ୍‌ ଚାଲୁନାହିଁ। କାରଣ ନିକଟରେ ଆଇପିଏଲ ନିଲାମୀରେ ମଧ୍ୟ ମାଲିଙ୍ଗାଙ୍କୁ କୌଣସି ଫ୍ରାଞ୍ଚାଇଜ୍‌ କିଣିନଥିଲା। ଫଳରେ ମାଲିଙ୍ଗାଙ୍କୁ ଏଥର ଆଇପିଏଲରେ ଦେଖିବାକୁ ମିଳିବନି।

ଯଦିଓ ମାଲିଙ୍ଗା ଏପର୍ଯ୍ୟନ୍ତ ଆଇପିଏଲରେ ସର୍ବାଧିକ ୱିକେଟ୍‌ ନେଇଛନ୍ତି। ତଥାବି ତାଙ୍କୁ କୌଣସି ଫ୍ରାଞ୍ଚାଇଜ୍‌ ନିଜ ଦଳରେ ସାମିଲ କରିନଥିବା ଘଟଣା କ୍ରିକେଟ୍‌ ପ୍ରମୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଇପିଏଲ ଆରମ୍ଭରୁ ମାଲିଙ୍ଗା ମୁମ୍ବାଇ ଟିମ୍‌ରେ ଖେଳିଆସୁଥିଲେ। ହେଲେ ଏଥର ମୁମ୍ବାଇ ତାଙ୍କୁ କିଣିନଥିବା ସହ ଅନ୍ୟକୌଣସି  ଟିମ୍‌ ତାଙ୍କ ପ୍ରତି ଇଛାପ୍ରକାଶ କରିନଥିଲା। ଶ୍ରୀଲଙ୍କା ପକ୍ଷରୁ ମାଲିଙ୍ଗା ୩୦ ଟେଷ୍ଟ, ୨୦୪ ଦିନିକିଆ ଓ ୬୮ଟି ଟି-ଟ୍ୱେଣ୍ଟି ଖେଳିଛନ୍ତି। ଟେଷ୍ଟରେ ମାଲିଙ୍ଗା ୧୦୧ ୱିକେଟ୍‌ ନେଇଥିବା ବେଳେ ଦିନକିଆରେ ୩୦୧ ଓ ଟି-ଟ୍ୱେଣ୍ଟିରେ ୯୦ ୱିକେଟ୍‌ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story