ଦିବାରାତ୍ର ଟେଷ୍ଟରେ ଘଣ୍ଟି ବଜାଇବେ ମମତା ଓ ଶେଖ ହସିନା

କୋଲକାତା: ଆସନ୍ତା ୨୨ ତାରିଖରେ ଭାରତୀୟ କ୍ରିକେଟରେ ଏକ ଐତିହାସିକ ଦିନ ଯୋଡ଼ି ହେବାକୁ ଯାଉଛି। ୨୨ ତାରିଖରେ କୋଲକାତାର ଇଡେନ ଗାର୍ଡେନରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମଥର ପାଇଁ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଏହି ଐତିହାସିକ ମୁହୂର୍ତ୍ତକୁ ଆହୁରି ସ୍ୱତନ୍ତ୍ର କରିବାକୁ ବେଙ୍ଗଲ କ୍ରିକେଟ ଆସୋସିଏସନ୍‌ ଓ ବିସିସିଆଇ ଉଦ୍ୟମ କରିଛନ୍ତି। ମ୍ୟାଚ୍‌ ଆରମ୍ଭ ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା […]

sxc

sxc

Hemant Lenka
  • Published: Saturday, 09 November 2019
  • Updated: 09 November 2019, 04:58 PM IST

Sports

Latest News

କୋଲକାତା: ଆସନ୍ତା ୨୨ ତାରିଖରେ ଭାରତୀୟ କ୍ରିକେଟରେ ଏକ ଐତିହାସିକ ଦିନ ଯୋଡ଼ି ହେବାକୁ ଯାଉଛି। ୨୨ ତାରିଖରେ କୋଲକାତାର ଇଡେନ ଗାର୍ଡେନରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମଥର ପାଇଁ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଏହି ଐତିହାସିକ ମୁହୂର୍ତ୍ତକୁ ଆହୁରି ସ୍ୱତନ୍ତ୍ର କରିବାକୁ ବେଙ୍ଗଲ କ୍ରିକେଟ ଆସୋସିଏସନ୍‌ ଓ ବିସିସିଆଇ ଉଦ୍ୟମ କରିଛନ୍ତି।

ମ୍ୟାଚ୍‌ ଆରମ୍ଭ ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ମିଳିତ ଭାବେ ହିଁ ପଡ଼ିଆରେ ଲାଗିଥିବା ଘଣ୍ଟି ବଜାଇବେ। ଏହାପରେ ମ୍ୟାଚ୍‌ ବିଧିବଦ୍ଧ ଭାବେ ଆରମ୍ଭ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ମ୍ୟାଚ ଦିନ ଉପସ୍ଥିତ ରହିବାକୁ ନିମନ୍ତ୍ରଣ କରାଯାଇଛି। ଚେସ୍‌ ଖେଳାଳି ବିଶ୍ୱନାଥ ଆନନ୍ଦ, ଟେନିସ ଷ୍ଟାର ସାନିଆ ମିର୍ଜା, ବ୍ୟାଟମିଣ୍ଟନ ଖେଳାଳି ପିଭି ସିନ୍ଧୁ, ବକ୍ସର ମ୍ୟାରିକମ, ଶୁଟର ଅଭିନବ ବିନ୍ଦ୍ରା ମଧ୍ୟ ଉପସ୍ଥିତି ରହିବାକୁ ବେଙ୍ଗଲ କ୍ରିକେଟ ଆସୋସିଏସନ୍‌ ନିମନ୍ତ୍ରଣ କରିଛି। ଏମାନଙ୍କୁ ମଧ୍ୟ ଏଠାରେ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି।

ଏହା ପୂର୍ବରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପୂର୍ବତନ ବିଶ୍ୱ ଚେସ୍‌ ଚାମ୍ପିୟନ ମାଗନୁସ କାର୍ଲସନଙ୍କୁ ଘଣ୍ଟି ବଜାଇବାକୁ ନିମନ୍ତ୍ରଣ କରିଥିବା ଖବର ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story