ଏସିଆନ ଶୁଟିଂ ଚାମ୍ପିୟନଶିପ୍‌: ଭାରତ ପାଇଁ ଭାକର ଜିତିଲେ ସ୍ୱର୍ଣ୍ଣ

ଦୋହା: ଏଠାରେ ଚାଲିଥିବା ୧୪ତମ ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି ମନୁ ଭାକର। ସେ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଏହି ପଦକ ଜିତିଛନ୍ତି। ଭାକରଙ୍କ ପୂର୍ବରୁ ଚାମ୍ପିୟନଶିପର ପ୍ରଥମ ଦିନରେ ଦୀପକ କୁମାର ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ। ଆଜି ୧୭ ବର୍ଷୀୟ ଭାକର ୨୪୪.୩ ପଏଣ୍ଟ ସହ ଏହି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ […]

xz

xz

Hemant Lenka
  • Published: Wednesday, 06 November 2019
  • Updated: 06 November 2019, 04:59 PM IST

Sports

Latest News

ଦୋହା: ଏଠାରେ ଚାଲିଥିବା ୧୪ତମ ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି ମନୁ ଭାକର। ସେ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଏହି ପଦକ ଜିତିଛନ୍ତି। ଭାକରଙ୍କ ପୂର୍ବରୁ ଚାମ୍ପିୟନଶିପର ପ୍ରଥମ ଦିନରେ ଦୀପକ କୁମାର ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ।

ଆଜି ୧୭ ବର୍ଷୀୟ ଭାକର ୨୪୪.୩ ପଏଣ୍ଟ ସହ ଏହି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ହରିଆଣାର ଏହି ଷ୍ଟାର ଶୁଟର ଚଳିତ ବର୍ଷ ମେ’ ମାସରେ ମୁନିଚ୍‌ ଠାରେ ଆୟୋଜିତ ବିଶ୍ୱକପ ବେଳେ ହିଁ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ।

ଏସିଆନ ଚାମ୍ପିୟନଶିପର ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର ସ୍ୱର୍ଣ୍ଣ ଜିତିଥିବା ବେଳେ ଚାଇନାର ୱାଙ୍ଗ ରୌପ୍ୟ ଓ ରନକ୍ସିନ ଜିଆଙ୍ଗ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଭାଗ ନେଇଥିବାର ଭାରତର ଯଶ୍ୱସୀନ ସିଂହ ଦେଶୱାଲ ୬ଷ୍ଠ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story