ଅଷ୍ଟ୍ରେଲିଆ ଅଧିନାୟକଙ୍କୁ କାହିଁକି ପସନ୍ଦ କଳିଙ୍ଗ ଷ୍ଟାଡିୟମ ? ଟ୍ୱିଟ୍ କରି କଲେ ପ୍ରଶଂସା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଏବେ ସ୍ପୋର୍ଟ ହବ୍‌ ପାଲଟିଯାଇଛି। ବିଶ୍ୱର ବଛା ବଛା ୮ଟି ହକି ଟିମ୍‌ ଏବେ ଓଡ଼ିଶାରେ ଡେରା ପକାଇଛନ୍ତି। ବିଶ୍ୱ ହକି ଲିଗ୍‌ ଫାଇନାଲ ପାଇଁ କଳିଙ୍କ ଷ୍ଟାଡିୟମ ନୂଆ ରୂପରେ ସଜେଇ ହୋଇଥିବା ସହ ଏତେବଡ଼ ପ୍ରତିଯୋଗିତା କିପରି ସମ୍ପୂର୍ଣ୍ଣ ଭାବେ ସୁରୁଖୁରୁରେ ଆୟୋଜନ କରାଯିବ ଏଥିପାଇଁ ରାଜ୍ୟସରକାର ଓ ହକି ଇଣ୍ଡିଆ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। କଳିଙ୍ଗ ଷ୍ଟାଡିୟମର କ୍ରାଉଡ୍‌କୁ ନେଇ ଅନେକ ଦେଶ ଖୁସି ଅଛନ୍ତି। […]

men-s-hockey-world-league-final_78ae8c9e-d715-11e7-a032-ea4e291afd66

Rakesh Mallick
  • Published: Sunday, 03 December 2017
  • Updated: 03 December 2017, 09:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଏବେ ସ୍ପୋର୍ଟ ହବ୍‌ ପାଲଟିଯାଇଛି। ବିଶ୍ୱର ବଛା ବଛା ୮ଟି ହକି ଟିମ୍‌ ଏବେ ଓଡ଼ିଶାରେ ଡେରା ପକାଇଛନ୍ତି। ବିଶ୍ୱ ହକି ଲିଗ୍‌ ଫାଇନାଲ ପାଇଁ କଳିଙ୍କ ଷ୍ଟାଡିୟମ ନୂଆ ରୂପରେ ସଜେଇ ହୋଇଥିବା ସହ ଏତେବଡ଼ ପ୍ରତିଯୋଗିତା କିପରି ସମ୍ପୂର୍ଣ୍ଣ ଭାବେ ସୁରୁଖୁରୁରେ ଆୟୋଜନ କରାଯିବ ଏଥିପାଇଁ ରାଜ୍ୟସରକାର ଓ ହକି ଇଣ୍ଡିଆ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

କଳିଙ୍ଗ ଷ୍ଟାଡିୟମର କ୍ରାଉଡ୍‌କୁ ନେଇ ଅନେକ ଦେଶ ଖୁସି ଅଛନ୍ତି। ବିଶେଷ କରି ଅଷ୍ଟ୍ରେଲିଆ ଦଳର ଅଧିନାୟକ ମାର୍କ କ୍ନୋୱେଲ୍ସ୍‌ଙ୍କୁ ଭୁବନେଶ୍ୱର କ୍ରାଉଡ୍‌ ଓ କଳିଙ୍ଗ ଷ୍ଟାଡିୟମ ବେଶ୍‌ ପ୍ରଭାବିତ କରିଛି। ସେ ଟ୍ୱିଟର୍‌ ମାଧ୍ୟମରେ ଏହି ପ୍ରତିଯୋଗିତାର ଉଦଘାଟନ ସନ୍ଧ୍ୟାକୁ ପ୍ରଶଂସା କରିଛନ୍ତି। ସେ ଭାରତକୁ ଧନ୍ୟବାଦ ଦେବା ସହ ଏଠାକାର କ୍ରାଉଡ୍‌ ଓ ଏହାର ପରିବେଷ ପାଇଁ ସେ କଳିଙ୍ଗ ଷ୍ଟାଡିୟମରେ ଖେଳିବାକୁ ପସନ୍ଦ କରିନ୍ତି ବୋଲି ଟ୍ୱିଟ୍‌ର ମାଧ୍ୟମରେ ପ୍ରକାଶ କରିଛନ୍ତି।

https://twitter.com/twitter/statuses/936856887105957888

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story