ରାଜ୍ୟସଭାରେ ଆଥ୍‌ଲେଟ୍‌ଙ୍କ ସମସ୍ୟା ଉଠାଇଲେ ମେରୀ କମ୍

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ପ୍ରତିଯୋଗିତାଗୁଡ଼ିକରେ ଭାଗ ନେଉଥିବା ଭାରତୀୟ ଆଥ୍‌ଲେଟ୍ ମାନଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଉ ନ ଥିବା ନେଇ ଆଜି ରାଜ୍ୟସଭାରେ ଅଭିଯୋଗ କରିଥିଲେ ବକ୍ସର ମେରୀ କମ୍। ୨୦୧୨ ଅଲିମ୍ପିକ୍‌ରେ ବ୍ରୋଞ୍ଜ ପଦକ ଜିତି ଥିବା ମ୍ୟାରୀ କମ୍ ତିନି ମାସ ତଳେ ରାଜ୍ୟସଭାକୁ ମନୋନୀତ ହୋଇ ଆସିଛନ୍ତି। ସେ କହିଥିଲେ,“ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାଗୁଡ଼ିକରେ ଭାଗ ନେଉଥିବା ଆଥ୍‌ଲେଟ୍‌ ମାନଙ୍କୁ ଉପଯୁକ୍ତ ଖାଦ୍ୟ ଅବା ଟ୍ରେନିଂ ଦିଆଯାଉ ନାହିଁ।” ତାଙ୍କର ଏହି ଅଭିଯୋଗର […]

kom

kom

Rakesh Mallick
  • Published: Wednesday, 03 August 2016
  • Updated: 03 August 2016, 06:12 PM IST

Sports

Latest News

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ପ୍ରତିଯୋଗିତାଗୁଡ଼ିକରେ ଭାଗ ନେଉଥିବା ଭାରତୀୟ ଆଥ୍‌ଲେଟ୍ ମାନଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଉ ନ ଥିବା ନେଇ ଆଜି ରାଜ୍ୟସଭାରେ ଅଭିଯୋଗ କରିଥିଲେ ବକ୍ସର ମେରୀ କମ୍। ୨୦୧୨ ଅଲିମ୍ପିକ୍‌ରେ ବ୍ରୋଞ୍ଜ ପଦକ ଜିତି ଥିବା ମ୍ୟାରୀ କମ୍ ତିନି ମାସ ତଳେ ରାଜ୍ୟସଭାକୁ ମନୋନୀତ ହୋଇ ଆସିଛନ୍ତି।

ସେ କହିଥିଲେ,“ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାଗୁଡ଼ିକରେ ଭାଗ ନେଉଥିବା ଆଥ୍‌ଲେଟ୍‌ ମାନଙ୍କୁ ଉପଯୁକ୍ତ ଖାଦ୍ୟ ଅବା ଟ୍ରେନିଂ ଦିଆଯାଉ ନାହିଁ।”

ତାଙ୍କର ଏହି ଅଭିଯୋଗର ଜବାବ ରଖି କ୍ରୀଡ଼ା ମନ୍ତ୍ରୀ ବିଜୟ ଗୋଏଲ କହିଥିଲେ ଯେ ତାଙ୍କ ମନ୍ତ୍ରଣାଳୟ ଏ ସବୁ ପ୍ରସଙ୍ଗଗୁଡ଼ିକୁ ଅନୁଧ୍ୟାନ କରିବ।

ସେ ଆହୁରି କହିଥିଲେ,“ରିଓ ଅଲିମ୍ପିକ୍‌ରେ ଭାଗ ନେଇଥିବା ୧୧୯ ଖେଳାଳିଙ୍କ ତାଲିମ ପାଇଁ ସରକାର ଜଣଙ୍କ ପିଛା ୩୦ ଲକ୍ଷରୁ କୋଟିଏ ଯାଏଁ ଟଙ୍କା ଖର୍ଚ୍ଚ କରିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story