ବାଂଲାଦେଶ ଅଧିନାୟକ ପଦ ବଜାୟ ରଖିଲେ ମୋର୍ତାଜା

ଢ଼ାକା: ଶ୍ରୀଲଙ୍କା ଗସ୍ତ ପାଇଁ ଆଜି ବାଂଲାଦେଶ ତା’ର ଦିନିକିଆ ଟିମ୍ ଘୋଷଣା କରିଛି। ଟିମର ନେତୃତ୍ୱ ଭାର ପୁଣିଥରେ ଭେଟେରାନ୍ ମାଶରଫି ମୋର୍ତାଜାଙ୍କୁ ଦିଆଯାଇଛି। ତେବେ ଶ୍ରୀଲଙ୍କା ଗସ୍ତରୁ ବାଂଲାଦେଶ ତା’ର ଷ୍ଟାର୍ ଅଲରାଉଣ୍ଡର ସାକିବ୍ ଅଲ୍ ହାସନଙ୍କୁ ବିଶ୍ରାମ ଦେଇଛି, ଯିଏ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରି ୬୦୬ ରନ୍ ଏବଂ ୧୧ ୱିକେଟ୍ ନେଇଥିଲେ। ଏହାଛଡ଼ା ଲିଟନ୍ ଦାସଙ୍କୁ ମଧ୍ୟ ଏହି ଗସ୍ତ ପାଇଁ ବିଶ୍ରାମ ଦିଆଯାଇଛି। ଲିଟନ୍ ବିଶ୍ୱକପରେ ୫ ମ୍ୟାଚ୍ […]

mortaza

mortaza

Hemant Lenka
  • Published: Tuesday, 16 July 2019
  • Updated: 16 July 2019, 08:41 PM IST

Sports

Latest News

ଢ଼ାକା: ଶ୍ରୀଲଙ୍କା ଗସ୍ତ ପାଇଁ ଆଜି ବାଂଲାଦେଶ ତା’ର ଦିନିକିଆ ଟିମ୍ ଘୋଷଣା କରିଛି। ଟିମର ନେତୃତ୍ୱ ଭାର ପୁଣିଥରେ ଭେଟେରାନ୍ ମାଶରଫି ମୋର୍ତାଜାଙ୍କୁ ଦିଆଯାଇଛି।

ତେବେ ଶ୍ରୀଲଙ୍କା ଗସ୍ତରୁ ବାଂଲାଦେଶ ତା’ର ଷ୍ଟାର୍ ଅଲରାଉଣ୍ଡର ସାକିବ୍ ଅଲ୍ ହାସନଙ୍କୁ ବିଶ୍ରାମ ଦେଇଛି, ଯିଏ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରି ୬୦୬ ରନ୍ ଏବଂ ୧୧ ୱିକେଟ୍ ନେଇଥିଲେ। ଏହାଛଡ଼ା ଲିଟନ୍ ଦାସଙ୍କୁ ମଧ୍ୟ ଏହି ଗସ୍ତ ପାଇଁ ବିଶ୍ରାମ ଦିଆଯାଇଛି। ଲିଟନ୍ ବିଶ୍ୱକପରେ ୫ ମ୍ୟାଚ୍ ଖେଳି ୧୮୪ ରନ୍ କରିଥିଲେ।

ଶ୍ରୀଲଙ୍କା ଗସ୍ତରେ ବାଂଲାଦେଶ ୩ଟି ଦିନିକିଆ ମ୍ୟାଚ୍ ଖେଳିବ। ଏହି ତିନୋଟି ମ୍ୟାଚ୍ ଯଥାକ୍ରମେ ଜୁଲାଇ ୨୬, ୨୮ ଓ ୩୧ ତାରିଖରେ କଲମ୍ବୋର ଆର୍. ପ୍ରେମାଦାସା ଷ୍ଟାଡିୟମରେ ଖେଳାଯିବ।

ବାଂଲାଦେଶ ସ୍କ୍ୱାଡ୍: ମାଶରଫି ମୋର୍ତାଜା, ତମିମ୍ ଇକବାଲ, ସୌମ୍ୟ ସରକାର, ମୁଶଫିକର ରହିମ୍, ମହମଦୁଲ୍ଲା ରିଆଦ, ମହମ୍ମଦ ମିଥୁନ୍, ମୋସାଡେକ୍ ହୋସେନ୍, ସବିର୍ ରେହମାନ୍, ରୁବେଲ୍ ହୋସେନ୍, ମୁସ୍ତାଫିଜୁର୍ ରେହମାନ୍, ଆନାମୁଲ୍ ହକ୍, ମେହେଦି ହାସନ୍ ମିରାଜ, ମହମ୍ମଦ ସୈଫୁଦ୍ଦିନ, ତାଇଜୁଲ୍ ଇସଲାମ୍ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story