ଭାରତ ବିପକ୍ଷ ମ୍ୟାଚ୍ ଖେଳିବେନି ଏହି ଦକ୍ଷିଣ ଆଫ୍ରିକୀୟ ପେସ୍ ବୋଲର୍

ସାଉଥାମ୍ପଟନ୍: ଚଳିତ ବିଶ୍ୱକପରେ ଲଗାତାର ଦୁଇଟି ମ୍ୟାଚ୍ ହାରିବା ଏବଂ ଆହତ ସମସ୍ୟା ଦକ୍ଷିଣ ଆଫ୍ରିକାକୁ ଚିନ୍ତାରେ ପକାଇ ଦେଇଛି। ଅଭିଜ୍ଞ ଓପ୍ନର ହାଶିମ୍ ଆମଲା ଓ ପେସ୍ ବୋଲର ଡେଲ୍ ଷ୍ଟେନଙ୍କ ପରେ ଏବେ ଟିମର ଆଉ ଜଣେ ଖେଳାଳି ଆହତ ହୋଇଛନ୍ତି। ସେ ହେଉଛନ୍ତି ଯୁବ ପେସ୍ ବୋଲର ଲୁଙ୍ଗି ଏନଗିଡି। ଆହତ ଯୋଗୁ ଏନଗିଡି ଭାରତ ବିପକ୍ଷ ମ୍ୟାଚ୍ ଖେଳିପାରିବେ ନାହିଁ। ରବିବାର ବାଂଲାଦେଶ ବିପକ୍ଷ ମ୍ୟାଚରେ ଏନଗିଡିଙ୍କୁ ଆଘାତ ଲାଗିଥିଲା ଏବଂ […]

lungi

lungi

Hemant Lenka
  • Published: Monday, 03 June 2019
  • Updated: 03 June 2019, 08:41 PM IST

Sports

Latest News

ସାଉଥାମ୍ପଟନ୍: ଚଳିତ ବିଶ୍ୱକପରେ ଲଗାତାର ଦୁଇଟି ମ୍ୟାଚ୍ ହାରିବା ଏବଂ ଆହତ ସମସ୍ୟା ଦକ୍ଷିଣ ଆଫ୍ରିକାକୁ ଚିନ୍ତାରେ ପକାଇ ଦେଇଛି। ଅଭିଜ୍ଞ ଓପ୍ନର ହାଶିମ୍ ଆମଲା ଓ ପେସ୍ ବୋଲର ଡେଲ୍ ଷ୍ଟେନଙ୍କ ପରେ ଏବେ ଟିମର ଆଉ ଜଣେ ଖେଳାଳି ଆହତ ହୋଇଛନ୍ତି। ସେ ହେଉଛନ୍ତି ଯୁବ ପେସ୍ ବୋଲର ଲୁଙ୍ଗି ଏନଗିଡି। ଆହତ ଯୋଗୁ ଏନଗିଡି ଭାରତ ବିପକ୍ଷ ମ୍ୟାଚ୍ ଖେଳିପାରିବେ ନାହିଁ।

ରବିବାର ବାଂଲାଦେଶ ବିପକ୍ଷ ମ୍ୟାଚରେ ଏନଗିଡିଙ୍କୁ ଆଘାତ ଲାଗିଥିଲା ଏବଂ ମାତ୍ର ୪ ଓଭର ବୋଲିଂ କରିବା ପରେ ମଇଦାନ ବାହାରକୁ ଚାଲିଯାଇଥିଲେ। ତାଙ୍କ ଆହତକୁ ନେଇ ଟିମ୍ ଡାକ୍ତର ମହମ୍ମଦ ମୁସାଜି କହିଛନ୍ତି, "ଏନଗିଡିଙ୍କ ବାମ ହାମଷ୍ଟ୍ରିଙ୍ଗରେ ଆଘାତ ଲାଗିଛି। ସେ ସପ୍ତାହେରୁ ୧୦ ଦିନ ପର୍ଯ୍ୟନ୍ତ ମ୍ୟାଚ୍ ଖେଳିପାରିବେ ନାହିଁ। ତାଙ୍କ ସ୍କାନ୍ କରାଯିବ ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ ବେଳକୁ ସେ ଫିଟ୍ ହୋଇଯାଇଥିବେ।"

ଆହତ କାରଣରୁ ଏନଗିଡି ଆଇପିଏଲରେ ମଧ୍ୟ ଖେଳିପାରି ନଥିଲେ। ଭାରତ ବିପକ୍ଷ ମ୍ୟାଚରେ ଏନଗିଡିଙ୍କ ସ୍ଥାନରେ ଡେଲ୍ ଷ୍ଟେନ୍ ଖେଳିପାରନ୍ତି। ଷ୍ଟେନ୍ ନେଟ୍ସରେ କିଛି ଓଭର ବୋଲିଂ କରିଥିଲେ, କିନ୍ତୁ ତାଙ୍କୁ ନେଇ ଏପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ ହୋଇନାହିଁ। ଯଦି ଷ୍ଟେନ୍ ନଖେଳନ୍ତି, ତାହେଲେ ଅଲରାଉଣ୍ଡର କ୍ରିସ୍ ମୋରିସ୍ ପୁଣିଥରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ। ଅନ୍ୟପକ୍ଷରେ ସିନିୟର ବ୍ୟାଟ୍ସମ୍ୟାନ୍ ଆମଲା ଏବେ ପୂର୍ବାପେକ୍ଷା ସୁସ୍ଥ ଅଛନ୍ତି ଏବଂ ଭାରତ ବିପକ୍ଷ ମ୍ୟାଚ୍ ପାଇଁ ଉପଲବ୍ଧ ହୋଇପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story