ନ୍ୟୁଜିଲ୍ୟାଣ୍ଡକୁ ପୁଣି ଝଟକା: ଏହି ବୋଲରଙ୍କ ଆଙ୍ଗୁଠି ଭାଙ୍ଗିଲା

ସିଡନୀ: ଆହତ ସମସ୍ୟା ନ୍ୟୁଜିଲ୍ୟାଣ୍ଡର ପିଛା ଛାଡ଼ୁନାହିଁ। ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରରେ ଟ୍ରେଣ୍ଟ ବୋଲ୍ଟ ଆହତ ହୋଇଥିବା ବେଳେ ଏବେ ତୃତୀୟ ଟେଷ୍ଟରେ ଅନ୍ୟତମ ବୋଲର ମ୍ୟାଟ ହେନରୀ ଆହତ ହୋଇଛନ୍ତି। ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଦିନରେ ମ୍ୟାଟଙ୍କ ବାମ ହାତରେ ବଲ ମାଡ଼ ହୋଇଥିଲା। ଦିବସର ଖେଳ ଶେଷ ହେବା ପରେ ଏହାର ଏକ୍ସରେ କରାଯାଇଥିଲା। ଏହି ସମୟରେ ତାଙ୍କ ବାମ ହାତର ଗୋଟିଏ ଆଙ୍ଗୁଠି […]

vv

vv

Hemant Lenka
  • Published: Saturday, 04 January 2020
  • Updated: 04 January 2020, 05:18 PM IST

ସିଡନୀ: ଆହତ ସମସ୍ୟା ନ୍ୟୁଜିଲ୍ୟାଣ୍ଡର ପିଛା ଛାଡ଼ୁନାହିଁ। ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରରେ ଟ୍ରେଣ୍ଟ ବୋଲ୍ଟ ଆହତ ହୋଇଥିବା ବେଳେ ଏବେ ତୃତୀୟ ଟେଷ୍ଟରେ ଅନ୍ୟତମ ବୋଲର ମ୍ୟାଟ ହେନରୀ ଆହତ ହୋଇଛନ୍ତି। ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଦିନରେ ମ୍ୟାଟଙ୍କ ବାମ ହାତରେ ବଲ ମାଡ଼ ହୋଇଥିଲା।

ଦିବସର ଖେଳ ଶେଷ ହେବା ପରେ ଏହାର ଏକ୍ସରେ କରାଯାଇଥିଲା। ଏହି ସମୟରେ ତାଙ୍କ ବାମ ହାତର ଗୋଟିଏ ଆଙ୍ଗୁଠି ଭାଙ୍ଗି ଯାଇଥିବା ଜଣାପଡ଼ିଛି। ସେ ସେହି ଭଙ୍ଗା ଆଙ୍ଗୁଠିରେ ବୋଲିଂ କରିଛନ୍ତି। ହେଲେ ବ୍ୟାଟିଂ କରିବେ କି ନାହିଁ, ତା’ହା ଜଣାପଡ଼ିନାହିଁ।

ଆହତ ଯୋଗୁ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟେଷ୍ଟରେ ଲକି ଫରଗୁସନଙ୍କୁ ହରାଇଥିଲା। ଦ୍ୱିତୀୟ ଟେଷ୍ଟରେ ବୋଲ୍ଟ ଆହତ ହୋଇଥିଲେ। ଆଉ ଏବେ ଏହି ତାଲିକାରେ ହେନରୀ ଯୋଡ଼ି ହୋଇଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story