ମହାମୁକାବିଲା ପୂର୍ବରୁ ପାକ୍‌କୁ କଡ଼ା ଜବାବ, ଏହି ଭିଡିଓରେ ନିଆଗଲା ଅଭିନନ୍ଦନଙ୍କ ବଦଲା

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ଏବେ ଗୋଟିଏ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦୁଇ ଦଳର ପ୍ରତିନିଧି ପରସ୍ପରର ମଜାକ ଉଡ଼ାଉଛନ୍ତି। କିନ୍ତୁ ଭିଡିଓ ଶେଷରେ ଭାରତୀୟ ଫ୍ୟାନ୍‌ଙ୍କର ହିଁ ବିଜୟ ହେଉଛି। ଏହାପୂର୍ବରୁ ଭାରତ-ପାକ୍‌ ମ୍ୟାଚ୍‌କୁ ନେଇ ଏକାଧିକ ଭିଡିଓ ଭାଇରାଲ ହୋଇଥିଲା। ଭାରତରେ ବିଶ୍ୱକପ୍‌ର ପ୍ରସାରଣ କରୁଥିବା ଷ୍ଟାର ସ୍ପୋର୍ଟସ ‘ଅବୁ’ ନାମରେ ଏକ ଭିଡିଓ ଶେୟାର କରିଥିଲା। ପାକିସ୍ତାନ ପକ୍ଷରୁ ମଧ୍ୟ ଏକ ବିଜ୍ଞାପନ ପୋଷ୍ଟ କରାଯାଇଥିଲା, […]

uu

uu

Hemant Lenka
  • Published: Saturday, 15 June 2019
  • Updated: 15 June 2019, 04:37 PM IST

Sports

Latest News

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ଏବେ ଗୋଟିଏ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦୁଇ ଦଳର ପ୍ରତିନିଧି ପରସ୍ପରର ମଜାକ ଉଡ଼ାଉଛନ୍ତି। କିନ୍ତୁ ଭିଡିଓ ଶେଷରେ ଭାରତୀୟ ଫ୍ୟାନ୍‌ଙ୍କର ହିଁ ବିଜୟ ହେଉଛି।

ଏହାପୂର୍ବରୁ ଭାରତ-ପାକ୍‌ ମ୍ୟାଚ୍‌କୁ ନେଇ ଏକାଧିକ ଭିଡିଓ ଭାଇରାଲ ହୋଇଥିଲା। ଭାରତରେ ବିଶ୍ୱକପ୍‌ର ପ୍ରସାରଣ କରୁଥିବା ଷ୍ଟାର ସ୍ପୋର୍ଟସ ‘ଅବୁ’ ନାମରେ ଏକ ଭିଡିଓ ଶେୟାର କରିଥିଲା। ପାକିସ୍ତାନ ପକ୍ଷରୁ ମଧ୍ୟ ଏକ ବିଜ୍ଞାପନ ପୋଷ୍ଟ କରାଯାଇଥିଲା, ଯେଉଁଥିରେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ତାଚ୍ଛଲ୍ୟ କରାଯାଇଥିଲା। ତେବେ ଆଜି ସାମ୍ନାକୁ ଆସିଥିବା ଭିଡିଓରେ ଭାରତ ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି।

ଏବେ ୟୁଟ୍ୟୁବ୍‌ରେ ଭି ସେଭନ୍‌ ଫିଚର୍ସ ନାମରେ ଏକ ତାଜା ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓ ମାଧ୍ୟମରେ ପାକିସ୍ତାନକୁ କଡ଼ା ଜବାବ ଦିଆଯାଇଛି। ୨୦ ଘଣ୍ଟା ପୂର୍ବରୁ ୟୁଟ୍ୟୁବ୍‌ରେ ପୋଷ୍ଟ ହୋଇଥିବା ଏହି ଭିଡିଓକୁ ରିପୋର୍ଟ ଲେଖା ହେବା ଯାଏ ୧୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି।

ଭିଡିଓ ଅନୁସାରେ, ଜଣେ ଭାରତୀୟ ଫ୍ୟାନ୍‌ ସେଲୁନ୍‌ରେ ବସି ଯୁବରାଜ ସିଂହ ୨୦୦୭ ଟି-୨୦ ବିଶ୍ୱକ୍‌ରେ ମାରିଥିବା ୬ ବଲ୍‌ରେ ୬ ଛକାର ଭିଡିଓ ଦେଖୁଛନ୍ତି। ଭାରତୀୟ ଫ୍ୟାନ୍‌ ଜଣଙ୍କ କହୁଛନ୍ତି, ଆମେ ଏହି ଇନିଂସ୍‌କୁ ସବୁବେଳେ ମନେ ରଖିବୁ। କିନ୍ତୁ ଆମେ କିଛି ଲୋକଙ୍କୁ ଭୁଲି ଯିବା ଦରକାର।

ଏହି ସମୟରେ ଜଣେ ପାକିସ୍ତାନ ଫ୍ୟାନ୍‌ ସେଲୁନ୍‌ ମଧ୍ୟରେ ପ୍ରବେଶ କରୁଛନ୍ତି। ସେ ଭାରତୀୟ ଫ୍ୟାନ୍‌ ଜଣଙ୍କୁ ଏକ ଉପହାର ଦେଉଛନ୍ତି। ଆସନ୍ତାକାଲି ଫାଦର୍ସ ଡେ’ ଥିବାରୁ ସେ ଏଭଳି ଉପହାର ସେ ଦେଉଥିବା କହୁଛନ୍ତି। ସେ ଭାରତୀୟ ଫ୍ୟାନ୍‌ଙ୍କୁ ଅବୁ ବା ବାପା ବୋଲି ସମ୍ବୋଧନ ମଧ୍ୟ କରୁଛନ୍ତି। ଭାରତୀୟ ଫ୍ୟାନ୍‌ ଜଣଙ୍କ ଉପହାରଟି ଖୋଲିବା କ୍ଷଣି ଏହା ମଧ୍ୟରୁ ଏକ ରୁମାଲ ରହିଛି।

ଏଥିରେ ଆଶ୍ଚର୍ଯ୍ୟ ହୋଇ ଭାରତୀୟ ଫ୍ୟାନ୍‌ ଜଣଙ୍କ ଏଇଟା କ’ଣ ବୋଲି ପ୍ରଶ୍ନ କରୁଛନ୍ତି। ଏହାର ଉତ୍ତର ଦେଇ ପାକ୍‌ ଫ୍ୟାନ୍‌ ଜଣଙ୍କ କହୁଛନ୍ତି ଯେ ଜୁନ୍‌ ୧୬ ମ୍ୟାଚ୍‌ରେ ପାକିସ୍ତାନ ଠାରୁ ହାରିବା ପରେ ଏହି ରୁମାଲ କାମରେ ଆସିବ। ଏହାପରେ ବ୍ୟକ୍ତି ଜଣଙ୍କ ସେଲୁନ୍‌ ଦୋକାନୀଙ୍କୁ ଧାଡ଼ି କାଟିବାକୁ କହୁଛନ୍ତି। ଏହି ସମୟରେ ସେ କହୁଛନ୍ତି, ଏ କ୍ରିକେଟ୍‌ ଖେଳ ବେଶ ଅଜବ, ଗୋଟିଏ ଦିନରେ ବାପା ପୁଅ ହୋଇଯାଇଥାଏ।

ସେଲୁନ୍‌ ଦୋକାନୀ ଜଣଙ୍କ ପାକ୍‌ ଫ୍ୟାନ୍‌ ଜଣଙ୍କର ଅଭିନନ୍ଦନଙ୍କ ଭଳି ନିଶ କାଟି ଦେଇଥିଲେ। ଏହା ଦେଖି ପାକ୍‌ ଫ୍ୟାନ୍‌ ଜଣଙ୍କ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଭାରତୀୟ ଫ୍ୟାନ୍‌ ଜଣଙ୍କ କହିଥିଲେ ଅଭିନନ୍ଦନ ହେଉଛନ୍ତି ଆମ ହିରୋ। ତେବେ ପାକିସ୍ତାନ ଫ୍ୟାନ୍‌ ଜଣଙ୍କ କହୁଛନ୍ତି, ମୁଁ ମୋ ସାଙ୍ଗକୁ କେମିତି ମୁହଁ ଦେଖାଇବି। ଏହି ସମୟରେ ଭାରତୀୟ ଫ୍ୟାନ୍‌ ଜଣଙ୍କ ତାଙ୍କ ଉପରକୁ ରୁମାଲ ଫୋପାଡ଼ି, ଏହା କାମରେ ଆସିବ।

ଏଥିସହ ଭାରତୀୟ ଫ୍ୟାନ୍‌ ଜଣଙ୍କ କହୁଛନ୍ତି, ତୁମ ମାନଙ୍କ ଭାଗ୍ୟରେ କେବଳ ଅଭିନନ୍ଦନଙ୍କ ମିଛ ଚା’ କପ୍‌ ହିଁ ରହିଛି।

ଦେଖନ୍ତୁ ଭିଡିଓ

https://youtu.be/qesXUEvoE80

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story