ଭାରତ ବିପକ୍ଷ ୫ମ ଦିନିକିଆ ଖେଳି ନ ପାରନ୍ତି ମାକ୍ସୱେଲ୍

କାନେବରା: ଜାନୁଆରୀ ୨୩ରେ ଖେଳାଯିବା ଚଳିତ ଅଷ୍ଟ୍ରେଲିଆ-ଭାରତ ୫ ଟିକିଆ ଦିନିକିଆ ସିରିଜର ଶେଷ ମ୍ୟାଚ୍। ତେବେ ଏହି ମ୍ୟାଚରେ ଅଷ୍ଟ୍ରେଲିଆର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମାକ୍ସୱେଲ୍ ଖେଳିବା ନେଇ ଆଶଙ୍କା ଦେଖାଯାଇଛି। ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି। ଗତ ମ୍ୟାଚରେ ତାଙ୍କ ଆଣ୍ଠୁରେ ଏକ ବଲ୍ ବାଜିଥିଲେ। ଇଶାନ୍ତ ଶର୍ମାଙ୍କ ଏକ ବଲକୁ ମାରିବାକୁ ଯାଇ ସେ ବିଫଳ ହୋଇଥିଲେ ଓ ବଲଟି ତାଙ୍କ ଆଣ୍ଠୁରେ ବାଜି ଥିଲା। ସେ ମାତ୍ର ୧୩ ରନ୍ କରିଥିବା ବେଳେ ତାଙ୍କ ଆଣ୍ଠୁରେ ବଲଟି ବାଜି ଥିଲା। ସେ ଯନ୍ତ୍ରଣା ଅନୁଭବ କରିଥିଲେ ମଧ୍ୟ ଖେଳ ଜାରି ରଖିଥିଲେ ଏବଂ ୨୦ଟି ବଲରୁ ୪୧ ରନ୍ କରିଥିଲେ। ଏଥିରେ ୬ଟି ଚୌକା ଓ ଗୋଟିଏ ଛକା ବି ଥିଲା।

ଆହୁରି ପଢ଼ନ୍ତୁ

ଧୋନିଙ୍କ ଭଳି ହେଲିକପ୍ଟର ଶଟ୍ ମାରି ଚର୍ଚ୍ଚାରେ ୭ ବର୍ଷର ପରୀ

ଦ୍ୱିତୀୟ ଟେଷ୍ଟ: ବର୍ଷା ଯୋଗୁ ଅଟକିଲା ଖେଳ, ପାକିସ୍ତାନ ୮୫/୨

ଧୋନିଙ୍କର ହେଲା କରୋନା ଟେଷ୍ଟ, ଜାଣନ୍ତୁ ରିପୋର୍ଟ କ’ଣ ଆସିଲା

ଆଇପିଏଲରେ ହେଲାନି ଚୟନ, ଆତ୍ମହତ୍ୟା କଲେ ‘ଜୁନିୟର ଡେଲ୍ ଷ୍ଟେନ୍’

ପୁରୁଷ ହକି ଟିମରେ ପଶିଲା କରୋନା

୧୬ ତାରିଖରେ ପଡ଼ିଆକୁ ଫେରିବେ ମାହି!

ଆଇପିଏଲର ପ୍ରାୟୋଜକ ହେବ ବାବା ରାମଦେବଙ୍କ ‘ପତଞ୍ଜଳି’!

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ