ଅଇପିଏଲ୍‌କୁ ଆଉ ୬ ଦିନ: ୫ ଶତକଧାରୀଙ୍କ ଉପରେ ଏଥର ରହିବ ନଜର

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ(ଆଇପିଏଲ୍)କୁ ଆଉ ମାତ୍ର ୬ ଦିନ ବାକି ରହିଲା। ଆସନ୍ତା ୨୩ ତାରିଖରୁ ଆଇପିଏଲ୍ ଲଢ଼େଇ ଆରମ୍ଭ ହେବ। ଏଥିପାଇଁ ସବୁ ଦଳର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରତି ବର୍ଷ ପରି ଆଇପିଏଲର ୧୨ତମ ସଂସ୍କରଣରେ ମଧ୍ୟ ଏକାଧିକ ରେକର୍ଡ ଦେଖିବାକୁ ମିଳିବ। ଆଜି ଆମେ ଅତୀତରେ କ୍ରିକେଟର ସବୁଠାରୁ ଛୋଟିଆ ଫର୍ମାଟରେ ଶତକ ମାରିବା ରେକର୍ଡ ସମ୍ପର୍କରେ ଆଲୋଚନା କରିବା। କ୍ରିକେଟର ଏହି ଛୋଟିଆ ଫର୍ମାଟରେ ଶତକ ମାରିବା ବ୍ୟାଟ୍ସମ୍ୟାନଙ୍କ […]

sd

sd

Hemant Lenka
  • Published: Saturday, 16 March 2019
  • Updated: 16 March 2019, 03:35 PM IST

Sports

Latest News

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ(ଆଇପିଏଲ୍)କୁ ଆଉ ମାତ୍ର ୬ ଦିନ ବାକି ରହିଲା। ଆସନ୍ତା ୨୩ ତାରିଖରୁ ଆଇପିଏଲ୍ ଲଢ଼େଇ ଆରମ୍ଭ ହେବ। ଏଥିପାଇଁ ସବୁ ଦଳର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ପ୍ରତି ବର୍ଷ ପରି ଆଇପିଏଲର ୧୨ତମ ସଂସ୍କରଣରେ ମଧ୍ୟ ଏକାଧିକ ରେକର୍ଡ ଦେଖିବାକୁ ମିଳିବ। ଆଜି ଆମେ ଅତୀତରେ କ୍ରିକେଟର ସବୁଠାରୁ ଛୋଟିଆ ଫର୍ମାଟରେ ଶତକ ମାରିବା ରେକର୍ଡ ସମ୍ପର୍କରେ ଆଲୋଚନା କରିବା।

କ୍ରିକେଟର ଏହି ଛୋଟିଆ ଫର୍ମାଟରେ ଶତକ ମାରିବା ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ସହଜ ହୋଇନଥାଏ । କିନ୍ତୁ ବିଶ୍ୱରେ ଏମିତି ବ୍ୟାଟସମ୍ୟାନଙ୍କ ଅଭାବ ନାହିଁ, ଯିଏ ନିଜର ଅସାଧାରଣ ଖେଳ ଦ୍ୱାରା ଏହି ଉପଲବ୍ଧି ହାସଲ କରିସାରିଛନ୍ତି । ଚଳିତ ବର୍ଷ ଆଇପିଏଲରେ ମଧ୍ୟ ଏମିତି କିଛି ଖେଳାଳିଙ୍କ ଉପରେ ନଜର ରହିବ, ଯିଏ ଶତକ ମାରିବାର ଦକ୍ଷତା ରଖିଛନ୍ତି ।

ଆଇପିଏଲର ଗତ ୧୧ଟି ସିଜନରେ ମୋଟ ୬୫୦ ମ୍ୟାଚ୍ ଖେଳାଯାଇଛି ଏବଂ ଏଥିରେ ସବୁଦାୟ ୫୨ ଶତକ ମରାଯାଇଛି । ଏହା ମଧ୍ୟରେ ସବୁଠୁ ଆଗରେ ଆଗରେ ଅଛନ୍ତି କ୍ରିସ୍ ଗେଲ । ଗେଲଙ୍କ ବ୍ୟତୀତ ବିରାଟ କୋହଲି, ଶେନ୍ ୱାଟସନ, ଏବି ଡି’ଭିଲିୟର୍ସ ଓ ଡେଭିଡ୍ ୱାର୍ଣ୍ଣର ମଧ୍ୟ ଶତକ ମାରିବା ମାମଲାରେ ଶୀର୍ଷ ୫ ଭିତରେ ଅଛନ୍ତି ।

ଆଇପିଏଲରେ ଶତକ ମାରିବାର ଏହି ୫ ବ୍ୟାଟ୍ସମ୍ୟାନଙ୍କ ଉପରେ ନଜର ପକାଇବା ।

କ୍ରିସ ଗେଲ (୧୧୨ ମ୍ୟାଚରେ ୬ ଶତକ): ‘ୟୁନିଭର୍ସାଲ ବସ’ ଭାବେ ପରିଚିତ କ୍ରିସ୍ ଗେଲ ୨୦୦୯ରେ ଆଇପିଏଲରେ ଡେବ୍ୟୁ କରିଥିଲେ । କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳୁଥିବା ଗେଲଙ୍କ ପ୍ରଥମ ଦୁଇ ସଂସ୍କରଣରେ ସର୍ବାଧିକ ସ୍କୋର ଯଥାକ୍ରମେ ୪୪ ଓ ୮୮ ଥିଲା ।

କିନ୍ତୁ ସେ ୨୦୧୧ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଖେଳିବାର ସୁଯୋଗ ପାଇଥିଲେ । ଏହିଠାରୁ ଆରମ୍ଭ ହୋଇଥିଲା ଗେଲଙ୍କ ପାୱାର । ୨୦୧୧ରେ ଗେଲ ଆରସିବି ପକ୍ଷରୁ ଖେଳି ୧୨ ମ୍ୟାଚରେ ୬୦୮ ରନ୍ କରି ଅରେଞ୍ଜ କ୍ୟାପ୍ ଜିତିଥିଲେ । ଏହି ସଂସ୍କରଣରେ ସେ ୨ଟି ଶତକ ମାରିଥିଲେ ।

ପରବର୍ତ୍ତୀ ଦୁଇଟି ସଂସ୍କରଣରେ ମଧ୍ୟ ଗେଲଙ୍କ ବ୍ୟାଟିଂ ଯାଦୁ କାଏମ ରହିଥିଲା । ୨୦୧୨ରେ ସେ ୧୫ ମ୍ୟାଚରେ ୭୩୩ ରନ୍ କରିଥିବା ବେଳେ ୨୦୧୩ରେ ୧୬ ମ୍ୟାଚରେ ୭୦୮ ରନ୍ କରିଥିଲା । ଏହି ଦୁଇ ସଂସ୍କରଣରେ ସେ ଗୋଟିଏ ଲେଖାଏ ଶତକ ମାରିଥିଲେ ।

୨୦୧୩ରେ ସେ ପୁଣେ ୱାରିୟର୍ସ ବିପକ୍ଷରେ ମାତ୍ର ୬୬ ବଲରେ ୧୭୩ ରନ କରିଥିଲେ, ଯାହା ଆଇପିଏଲର ସବୁଠାରୁ ଶ୍ରେଷ୍ଠ ଇନିଂସ । ଏହା ମଧ୍ୟ ଟି-୨୦ କ୍ରିକେଟ ଇତିହାସର ସର୍ବଶ୍ରେଷ୍ଠ ଇନିଂସ । କେବଳ ଏତିକି ନୁହେଁ, ସେ ମାତ୍ର ୩୦ ବଲରେ ଶତକ ମାରି ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ ।

ଆରସିବି ପକ୍ଷରୁ ସେ ୫ ଶତକ ମାରିଥିବା ବେଳେ କିଙ୍ଗସ ଇଲେଭେନ ପଞ୍ଜାବ ପକ୍ଷରୁ ଗୋଟିଏ ଶତକ ମାରିଛନ୍ତି । ଗେଲ ଏପର୍ଯ୍ୟନ୍ତ ୧୧୨ ମ୍ୟାଚରେ ୬ ଶତକ ସହ ୩୯୯୪ ରନ କରିଛନ୍ତି । ଚଳିତ ସଂସ୍କରଣରେ ମଧ୍ୟ ତାଙ୍କଠାରୁ ଏଭଳି ଶତକ ବର୍ଷା ନେଇ ପ୍ରଶଂସକ ଆଶାୟୀ ଅଛନ୍ତି । ।

ବିରାଟ କୋହଲି (୧୬୩ ମ୍ୟାଚ୍‌ରେ ୪ ଶତକ): ରନ୍ ମେଶିନ ବିରାଟ କୋହଲି ଆରମ୍ଭରୁ ହିଁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ପକ୍ଷରୁ ଖେଳିଆସୁଛନ୍ତି । ଆଇପିଏଲରେ ସର୍ବାଧିକ ରନ୍ ମାମଲାରେ ସେ ସୁରେଶ ରାଇନାଙ୍କ ପଛକୁ ଦ୍ୱିତୀୟରେ ଅଛନ୍ତି ।

ବିରାଟ ୧୬୩ ମ୍ୟାଚ ଖେଳି ୪୯୪୮ ରନ୍ କରିଛନ୍ତି । ଏହା ମଧ୍ୟରେ ସେ ୪ଟି ଶତକ ମାରିଛନ୍ତି । ତେବେ ବିରାଟ ଏହି ୪ଟି ଯାକ ଗୋଟିଏ ସଂସ୍କରଣରେ ହିଁ ହାସଲ କରିଛନ୍ତି ।

ଆରସିବିର ଅଧିନାୟକ ବିରାଟ ୨୦୧୬ରେ ୧୬ ମ୍ୟାଚ ଖେଳି ୮୧.୦୮ ହାରରେ ୯୭୩ ରନ୍ କରି ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ। ୨୦୧୮ରେ ସେ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ଭାବେ ୧୭ କୋଟି ଟଙ୍କାରେ ରିଟେନ୍ ହୋଇଥିଲେ । ସେ ୨୦୧୬ରେ ଗୁଜରାଟ ଲାୟନ୍ସ ବିରୋଧରେ ୨ଟି, ରାଇଜିଂ ପୁଣେ ସୁପରଜାଏଣ୍ଟସ୍ ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ବିରୋଧରେ ଗୋଟିଏ ଲେଖାଏ ଶତକ ମାରିଛନ୍ତି ।

କିନ୍ତୁ ନିଜ ଦମଦାର ବ୍ୟାଟିଂ ଦ୍ୱାରା ସେ ଟିମକୁ ଏପର୍ଯ୍ୟନ୍ତ ଟାଇଟଲ ଦେଇପାରିଲେ ନାହିଁ । ଏଥର ବିରାଟ ଏହି ଖାଲି ସ୍ଥାନକୁ ପୂରଣ କରିବାକୁ ପ୍ରୟାସ କରିବେ।

ଶେନ ୱାଟସନ (୧୧୭ ମ୍ୟାଚରେ ୪ ଶତକ): ଚେନ୍ନାଇ ସୁପରକିଙ୍ଗର ଏହି ଅଲରାଉଣ୍ଡର ଜଣକ ଆଇପିଏଲରେ ୧୧୭ ମ୍ୟାଚରେ ୪ ଶତକ ମାରିସାରିଛନ୍ତି । ଏଥିମଧ୍ୟରୁ ଗତ ସଂସ୍କରଣରେ ସେ ଚେନ୍ନାଇ ସୁପରକିଙ୍ଗସ୍ ପକ୍ଷରୁ ଦୁଇଟି ଶତକ ମାରିଥିଲେ । ଚେନ୍ନାଇ ପକ୍ଷରୁ ଗତ ସିଜନରେ ସେ ରାଜସ୍ଥାନ ଓ ହାଇଦ୍ରାବାଦ ବିପକ୍ଷ ଫାଇନାଲରେ ଶତକ ହାସଲ କରିଥିଲେ।

ୱାଟସନଙ୍କ ଶତକରେ ଚେନ୍ନାଇ ଗତ ସଂସ୍କରଣରେ ତୃତୀୟଥର ଆଇପିଏଲ ଟାଇଟଲ୍ ନିଜ ନାମରେ କରିଥିଲା । ଏହାବ୍ୟତୀତ ୱାଟସନ୍ ଅନ୍ୟ ଦୁଇଟି ଶତକ ରାଜସ୍ଥାନ ରୟାଲ୍ସ ପକ୍ଷରୁ ମାରିଥିଲେ । ୨୦୧୩ରେ ରାଜସ୍ଥାନ ପକ୍ଷରୁ ସେ ପ୍ରଥମ ଶତକ ଚେନ୍ନାଇ ଓ ଦ୍ୱିତୀୟ ଶତକ ୨୦୧୫ରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଲଗାଇଥିଲେ । ୱାଟସନ୍ ଆଇପିଏଲରେ ମୋଟ ୩୧୭୭ ରନ୍ କରି ଶୀର୍ଷ-୨୦ ବ୍ୟାଟସମ୍ୟାନଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ।

ଡେଭିଡ୍ ୱାର୍ଣ୍ଣର (୧୧୪ ମ୍ୟାଚରେ ୩ ଶତକ): ଅଷ୍ଟ୍ରେଲୀୟ ଓପ୍ନର ଡେଭିଡ୍ ୱାର୍ଣ୍ଣର ଆଇପିଏଲରେ ୧୧୪ ମ୍ୟାଚରେ ୩ ଶତକ ମାରଛନ୍ତି । ବିଶ୍ୱର ଅନ୍ୟତମ ବିସ୍ଫୋରକ ଓପନିଂ ବ୍ୟାଟସମ୍ୟାନ୍ ୱାର୍ଣ୍ଣର ଗତ ବର୍ଷ ଆଇପିଏଲ୍ ଖେଳିପାରିନଥିଲେ। ବଲ ଟ୍ୟାମ୍ପରିଂ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ବର୍ଷକ ପାଇଁ ବାସନ୍ଦ କରାଯାଇଥିଲା।

ୱାର୍ଣ୍ଣର ନିଜର ପ୍ରଥମ ଶତକ ୨୦୧୦ରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ମାରିଥିଲେ। ୨୦୧୨ରେ ସେ ଡେକାନ୍ ଚାଜର୍ସ ଏବଂ ୨୦୧୭ରେ କୋଲକାତା ବିରୋଧରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ଶତକ ମାରିଥିଲେ।

୨୦୦୯ରୁ ୨୦୧୩ ପର୍ଯ୍ୟନ୍ତ ସେ ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ଖେଳିଥିଲେ। ଏହା ପରେ ୨୦୧୪ରେ ତାଙ୍କୁ ସନରାଇଜର୍ସ ହାଇଦ୍ରାବାଦ କିଣିଥିଲା। ୨୦୧୭ ସଂସ୍କରଣରେ ଅରେଞ୍ଜ କ୍ୟାପ୍ ଜିତିଥିବା ୱାର୍ଣ୍ଣର ୪୦.୫୪ ହାରରେ ୪୦୧୪ ରନ୍ କରିଛନ୍ତି ।

ଏବି ଡି’ଭିଲିୟର୍ସ (୧୪୧ ମ୍ୟାଚରେ ୩ ଶତକ): ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ଖେଳି ଆଇପିଏଲ କ୍ୟାରିୟର ଆରମ୍ଭ କରିଥିବା ଡି’ଭିଲିୟର୍ସ ବିଶ୍ୱର ଅନ୍ୟତମ ଲୋକପ୍ରିୟ କ୍ରିକେଟର୍। ଏହି ଷ୍ଟାର ବ୍ୟାଟସମ୍ୟାନ ୧୫୦.୭୧ ଷ୍ଟ୍ରାଇକ ରେଟରେ ୩୯୫୩ ରନ୍ କରିଛନ୍ତି।

୩୫ ବର୍ଷୀୟ ଏବି ୧୪୧ ଆଇପିଏଲ ମ୍ୟାଚରେ ୩ ଶତକ ମାରିଛନ୍ତ । ୨୦୦୯ରେ ସେ ନିଜର ପ୍ରଥମ ଆଇପିଏଲ ଶତକ ଦିଲ୍ଲୀ ପକ୍ଷରୁ ଚେନ୍ନାଇ ସୁପରକିଙ୍ଗସ୍ ବିପକ୍ଷରେ ମାରିଥିଲେ।

ଆଉ ଦୁଇଟି ଶତକ ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଯଥାକ୍ରମେ ୨୦୧୫ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ୨୦୧୬ରେ ଗୁଜରାଟ ଲାୟନ୍ସ ବିପକ୍ଷରେ ମାରିଥିଲେ । ସେ ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ଆରସିସି ଅଧିକାଂଶ ମ୍ୟାଚରେ ଜିତାଇଛନ୍ତି, ଯେଉଁ କାରଣରୁ ଟିମ୍ ତାଙ୍କୁ ପୁଣିଥରେ ରିଟେନ ରଖିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story