ମେଗ୍ ଲ୍ୟାନ୍ନିଂଙ୍କ ରେକର୍ଡ ଶତକ, ଟି-୨୦ ମ୍ୟାଚ ହାରିଲା ଇଂଲଣ୍ଡ ମହିଳା ଦଳ

ମେଲବର୍ଣ୍ଣ: ଅଧିନାୟକ ମେଗ୍ ଲ୍ୟାନ୍ନିଂଙ୍କ ବିସ୍ଫୋରକ ରେକର୍ଡ ଶତକ ବଳରେ ଅଷ୍ଟ୍ରେଲିଆ ମହିଳା ଦଳ ପ୍ରତିପକ୍ଷ ଇଂଲଣ୍ଡକୁ ପ୍ରଥମ ଟି-୨୦ ମ୍ୟାଚ୍‌ରେ ପରାସ୍ତ କରିଛି। ୨୨୭ ରନ୍‌ର ବିଶାଳ ଟାର୍ଗେଟ ପାଇଥିବା ଇଂଲଣ୍ଡ ମାତ୍ର ୨୨ ରନ୍‌ରେ ପ୍ରଥମ ୪ଟି ୱିକେଟ୍‌ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏହାପରେ ନାଟାଲିଏ ସ୍କିଭର ଓ ଲରା ୱିନଫିଲ୍ଡ କିଛି ସମୟ ପାଇଁ ଲଢ଼େଇ କରିଥିଲେ। ତେବେ ଉଭୟଙ୍କ ମଧ୍ୟରେ କେବଳ ୩୬ ରନ୍‌ର ଭାଗିଦାରୀ ହୋଇପାରିଥିଲା। ସ୍କିଭର […]

s

s

Hemant Lenka
  • Published: Saturday, 27 July 2019
  • Updated: 27 July 2019, 06:37 PM IST

Sports

Latest News

ମେଲବର୍ଣ୍ଣ: ଅଧିନାୟକ ମେଗ୍ ଲ୍ୟାନ୍ନିଂଙ୍କ ବିସ୍ଫୋରକ ରେକର୍ଡ ଶତକ ବଳରେ ଅଷ୍ଟ୍ରେଲିଆ ମହିଳା ଦଳ ପ୍ରତିପକ୍ଷ ଇଂଲଣ୍ଡକୁ ପ୍ରଥମ ଟି-୨୦ ମ୍ୟାଚ୍‌ରେ ପରାସ୍ତ କରିଛି। ୨୨୭ ରନ୍‌ର ବିଶାଳ ଟାର୍ଗେଟ ପାଇଥିବା ଇଂଲଣ୍ଡ ମାତ୍ର ୨୨ ରନ୍‌ରେ ପ୍ରଥମ ୪ଟି ୱିକେଟ୍‌ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏହାପରେ ନାଟାଲିଏ ସ୍କିଭର ଓ ଲରା ୱିନଫିଲ୍ଡ କିଛି ସମୟ ପାଇଁ ଲଢ଼େଇ କରିଥିଲେ। ତେବେ ଉଭୟଙ୍କ ମଧ୍ୟରେ କେବଳ ୩୬ ରନ୍‌ର ଭାଗିଦାରୀ ହୋଇପାରିଥିଲା।

ସ୍କିଭର ମାତ୍ର ୨୮ ରନ୍‌ କରି ପ୍ରଥମେ ଆଉଟ୍‌ ହୋଇଥିଲେ। ଏହାପରେ ୱିନଫିଲ୍ଡ ବି ୩୩ ରନ୍‌ କରି ପ୍ୟାଭିଲିୟନ ଫେରି ଯାଇଥିଲେ। ଶେଷରେ ଇଂଲଣ୍ଡ ୯ ୱିକେଟ୍‌ ହରାଇ ୧୩୩ ରନ୍‌ ହିଁ ସଂଗ୍ରହ କରିପାରିଥିଲା।

ଫଳରେ ମ୍ୟାଚ୍‌ଟିକୁ ଅଷ୍ଟ୍ରେଲିଆ ୯୩ ରନରେ ଜିତି ନେଇଛି। ଲ୍ୟାନ୍ନିଂ ମାତ୍ର ୬୩ଟି ବଲ୍‌ରେ ୧୩୩ ରନ୍‌ର ଇନିଂସ ଖେଳିଥିଲେ। ଏହା ମହିଳା ଦିନିକିଆରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର। ଏହି ଇନିଂସରେ ଲ୍ୟାନ୍ନିଂ ୧୭ଟି ଚୌକା ଓ ୭ଟି ଛକା ମାରିଥିଲେ। ଏହାପୂର୍ବରୁ ଲ୍ୟାନିଂ ଓ ନେଦରଲ୍ୟାଣ୍ଡସର ଷ୍ଟାରା କାଲିସ୍‌ ଯୁଗଳ ଭାବେ ମହିଳା ଟି-୨୦ରେ ୧୨୬ ରନ୍‌ ଲେଖାଲ କରିଥିଲେ। ହେଲେ ଲ୍ୟାନିଂ ଏହି ରେକର୍ଡ ଭାଙ୍ଗି ଦେଇଛନ୍ତି।

ଆସନ୍ତାକାଲି ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି-୨୦ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story