ଫିଫା ୨୦୧୮: ବିଶ୍ୱକପ ପରେ ମେସି ଓ ରୋନାଲ୍ଡୋଙ୍କ ପରି ଖେଳାଳି ନେଇ ପାରନ୍ତି ସନ୍ନ୍ୟାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେସି, କ୍ରିଷ୍ଟିଆନୋ ରୋନାଲ୍ଡୋ, ଆଣ୍ଟୋଇନେ ଗ୍ରୀଜମ୍ୟାନ, ଇଡେନ୍ ହାଜାର୍ଡଙ୍କ ପରି ଖେଳାଳି ୨୦୧୮ ବିଶ୍ୱକପରେ ନିଜ ଦଳକୁ ବିଶ୍ୱବିଜୟୀ କରିବାକୁ ସବୁ ଚେଷ୍ଟାକରିବେ। ଚଳିତ ବର୍ଷ ବିଶ୍ୱକପ ହୁଏତ ଏମାନଙ୍କ ପାଇଁ ଶେଷ ବିଶ୍ୱକପ ହୋଇପାରେ। ତେବେ ଏମାନଙ୍କ ପରେ ବି ଏମିତି କିଛି ୟଙ୍ଗ ଓ ଅପକମିଂ ଟ୍ୟାଲେଣ୍ଟ ଅଛନ୍ତି ଯେଉଁମାନଙ୍କୁ ଫୁଟବଲ ଖେଳର ଭବିଷ୍ୟତ ବୋଲି ବିବେଚନା କରାଯାଉଛି। ଆସନ୍ତୁ ଜାଣିବା ନେଷ୍ଟ ଜେନେରେସନର କିଛି ୟଙ୍ଗ ବ୍ରିଗେଡଙ୍କ ବିଷୟରେ … […]

Ronaldo-Messi

Ronaldo-Messi

Rakesh Mallick
  • Published: Tuesday, 19 June 2018
  • Updated: 19 June 2018, 07:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେସି, କ୍ରିଷ୍ଟିଆନୋ ରୋନାଲ୍ଡୋ, ଆଣ୍ଟୋଇନେ ଗ୍ରୀଜମ୍ୟାନ, ଇଡେନ୍ ହାଜାର୍ଡଙ୍କ ପରି ଖେଳାଳି ୨୦୧୮ ବିଶ୍ୱକପରେ ନିଜ ଦଳକୁ ବିଶ୍ୱବିଜୟୀ କରିବାକୁ ସବୁ ଚେଷ୍ଟାକରିବେ। ଚଳିତ ବର୍ଷ ବିଶ୍ୱକପ ହୁଏତ ଏମାନଙ୍କ ପାଇଁ ଶେଷ ବିଶ୍ୱକପ ହୋଇପାରେ। ତେବେ ଏମାନଙ୍କ ପରେ ବି ଏମିତି କିଛି ୟଙ୍ଗ ଓ ଅପକମିଂ ଟ୍ୟାଲେଣ୍ଟ ଅଛନ୍ତି ଯେଉଁମାନଙ୍କୁ ଫୁଟବଲ ଖେଳର ଭବିଷ୍ୟତ ବୋଲି ବିବେଚନା କରାଯାଉଛି। ଆସନ୍ତୁ ଜାଣିବା ନେଷ୍ଟ ଜେନେରେସନର କିଛି ୟଙ୍ଗ ବ୍ରିଗେଡଙ୍କ ବିଷୟରେ ...

[caption id="attachment_246343" align="aligncenter" width="940"] ଫ୍ରାନ୍ସର ୧୯ ବର୍ଷିୟ ୟୁଥ୍ ଆଇକନ୍ କିଲିଆନା ଏମ୍ବାପେ ହେଉଛନ୍ତି ପ୍ୟାରିସ୍-ସେଣ୍ଟ-ଜର୍ମାନର ଷ୍ଟାର ଷ୍ଟାଇକର। ଦମଦାର କୌଶଳ ଏବଂ ଚମତ୍କାର ଗୋଲ ସ୍କୋରିଂ ତାଙ୍କୁ ରାତାରାତି ଷ୍ଟାର ବନାଇଦେଇଥିଲା। ପ୍ୟାରିସ୍-ସେଣ୍ଟ-ଜର୍ମାନ କ୍ଲବ ଯେତେବେଳେ ତାଙ୍କୁ କିଣିଥିଲା ତାହା ଥିଲା ଦ୍ୱିତୀୟ ସର୍ବାଧିକ ମୂଲ୍ୟର ଚୁକ୍ତି। ବିଶ୍ୱକପ ପାଇଁ କ୍ୱାଲିଫାୟର ମ୍ୟାଚରେ ଗୋଟିଏ ଗୋଲ କରି ନେଦରଲାଣ୍ଡକୁ ବାହାରର ରାସ୍ତା ଦେଖାଇଥିଲେ ଏମ୍ବାପେ। ସେ ୧୬ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳି ୪ ଗୋଲ କରିଛନ୍ତି। [/caption]

ସେହିପରି ବ୍ରାଜିଲର ୨୧ ବର୍ଷିୟ ଗାବ୍ରିୟଲ୍‌ ଜିସସ୍ ୧୮ ମ୍ୟାଚ ଖେଳି ୧୦ଟି ଗୋଲ୍  ସ୍କୋର୍‌ କରିଛନ୍ତି। ଏହି ରେକର୍ଡ  ହିଁ ବୟାନ କରୁଛି ଜିସସଙ୍କ ଦକ୍ଷତା। ସେ ଏକୁଟିଆ ବିପକ୍ଷ ଦଳକୁ ପାଣି ପାଇବାରେ ସକ୍ଷମ। ଆକର୍ଷଣୀୟ ରଣକୈଶଳ ସହ ସଟ୍ ପାସିଂର ଦକ୍ଷତା ତାଙ୍କୁ ଏକ ଭର୍ସାଟାଇଲ ଫୁଟବଲର ଭାବେ ପରିଚୟ ଦେଇଛି। ନିଏମାରଙ୍କ ଭଳି ଷ୍ଟାର ଖେଳାଳି ଥିବା ସତ୍ତ୍ୱେ ଦକ୍ଷତା ବଳରେ ନିଜକୁ ପ୍ରତିପାଦିତ କରିଛନ୍ତି୨୧ ବର୍ଷିୟ ଜିସସ୍। ନିଜର ପ୍ରଥମ ବିଶ୍ୱକପ ଖେଳୁଥିବା ଜିସସଙ୍କ ଉପରେ ରହିଛି ବ୍ରାଜିଲର ଭରସା। ଆଉ ବିଶ୍ୱର ନଜର।

୨୨ ବର୍ଷିୟ ମେକ୍ସିକୋର ଫରୱାର୍ଡ ଖେଳାଳି ହିର୍‌ଭିଙ୍ଗ୍‌ ଲୋଜାନୋ ଏବେ ଚର୍ଚ୍ଚାରେ। ଏହି ଖେଳାଳି ୨୦୧୭ ଋଷିଆ କନ୍ଫେଡେରେସନ କପରେ ନିଜର ଦକ୍ଷତା ଦେଖାଇଥିଲେ। ଲୋସାନୋ ଏପର୍ଯ୍ୟନ୍ତ ୨୯ଟି ମ୍ୟାଚ୍ ଖେଳି ୮ଟି ଗୋଲ ସ୍କୋର କରିଛନ୍ତି। ବିଶ୍ୱକପର ପ୍ରଥମ ମ୍ୟାଚରୁ ହିଁ ସାରା ବିଶ୍ୱ ପାଇଁ ଦୃଷ୍ଟି ଆକର୍ଷଣ କରିଛନ୍ତି। ଲିଗ ପର୍ୟ୍ୟାୟରେ ଶକ୍ତିଶାଳୀ ଜର୍ମାନୀକୁ ୧-୦ ଗୋଲରେ ହରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଲୋସାନୋ। ମେକ୍ସିକୋ ପକ୍ଷରୁ ଏକମାତ୍ର ବିଜୟସୂଚକ ଗୋଲ କରି ସୁପର ପାୱାର କର୍ମାନୀକୁ ଦେଇଥିଲେ ଚକମା।

ଆର୍ଜେଣ୍ଟିନାର ୨୨ ବର୍ଷିୟ ଫରଓ୍ୱାର୍ଡ କ୍ରିଷ୍ଟିଆନ ପାଭୋନ। ଏବେଠୁ ତାଙ୍କ ନିକଟରେ ମେସି ମ୍ୟାଜିକର ପ୍ରତିଫଳନ ଦେଖିବାକୁ ଆରମ୍ଭ ହେଲାଣି। କ୍ଷୀପ୍ର ଗତିରେ ଫିଲ୍ଡ ମଝିରେ ଡ୍ରିବିଲ୍ କରିବାରେ ପାରଙ୍ଗମ ପାଭୋନ।  ନିଜର ପ୍ରତିଭା ବଳରେ ଆର୍ଜେଣ୍ଟିନା ଟିମ୍‌ରେ ସେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି।

ଅଳ୍ପ ଦିନ ମଧ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ୟଙ୍ଗ ଟ୍ୟାଲେଣ୍ଟ ହେଉଛନ୍ତି ଜର୍ମାନୀର ଫରଓ୍ୱାର୍ଡ ଖେଳାଳି ଟିମୋ ୱେର୍ଣ୍ଣର। ସେ ୧୫ଟି ମ୍ୟାଚରୁ ୮ଟି ଗୋଲ କରିଛନ୍ତି। ଜର୍ମାନୀର ଫରୱାର୍ଡ ଲାଇନକୁ ଆହୁରି ଅଧିକ ଶାଣିତ କରିବାକୁ ୱେର୍ଣ୍ଣରଙ୍କ ଉପରେ ଭରସା କରିଛନ୍ତି କୋଚ୍ ଜୋକିମ ଲୋ। ମାତ୍ର ୧୭ ବର୍ଷ ବୟସରେ ୨୦୧୩ରେ କ୍ଲବ ଫୁଟବଲରେ ପାଦ ଦେଇଥିଲେ ୱେର୍ଣ୍ଣର। ପରେ ଜାତୀୟ ଦଳରେ ସ୍ଥାନ ପକ୍କା କରିବା ସହ ଫିଫା କନ୍ଫେଡେରେସନ କପରେ ଜିତିଥିଲେ ଆଡିଡାସ୍ ଗୋଲ୍ଡେନ୍  ବୁଟ୍।.

୧  କିଲିଆନା ଏମ୍ବାପେ (ଫ୍ରାନ୍ସ), ବୟସ ୧୯, ୧୬ ମ୍ୟାଚ ୪ ଗୋଲ

୨- ଗାବ୍ରିଏଲ୍ ଜିସସ୍ (ବ୍ରାଜିଲ) ବୟସ ୨୧- ମ୍ୟାଚ ୧୮- ଗୋଲ ୧୦

୩- ହିର୍ଭିଙ୍ଗ୍ ଲୋସାନୋ (ମେକ୍ସିକୋ) ବୟସ୨୨-ମ୍ୟାଚ୍‌ ୨୯- ଗୋଲ ୮

୪- କ୍ରିଷ୍ଟିଆନ୍ ପାବୋନ୍ (ଆର୍ଜେଣ୍ଟିନା) ବୟସ୨୨- ମ୍ୟାଚ୍‌୬ – ଗୋଲ ୧

୫- ଟିମୋ ୱେର୍ଣ୍ଣର (ଜର୍ମାନୀ) ବୟସ ୨୨- ମ୍ୟାଚ୍‌୧୫- ଗୋଲ୍‌ ୮

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story