ଦିଲ୍ଲୀକୁ ଏକତରଫା ଭାବେ ପରାସ୍ତ କଲା ମୁମ୍ବାଇ

ଦୁବାଇ: ପ୍ରଥମେ ବୋଲରଙ୍କ ଶାଣିତ ପ୍ରଦର୍ଶନ ଓ ପରେ ଈଶାନ କିଶନଙ୍କ ଅପରାଜିତ ୭୨ ରନ୍‌ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରତିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସକୁ ୯ ୱିକେଟରେ ପରାସ୍ତ କରିଛି। ଏବେ ମୁମ୍ବାଇ ୧୩ଟି ମ୍ୟାଚ୍‌ରୁ ୯ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ୧ ନମ୍ବର ସ୍ଥାନରେ ଆହୁରି ମଜଭୁତ ହୋଇ ଯାଇଛି। ଅନ୍ୟପକ୍ଷରେ ଦିଲ୍ଲୀ କ୍ରମାଗତ ୪ଟି ମ୍ୟାଚ୍‌ ହାରି ଅଡ଼ୁଆରେ ପଡ଼ିଛି। ଦିଲ୍ଲୀ ପାଖରେ ଏବେ ଆଉ ଗୋଟିଏ ମ୍ୟାଚ୍‌ ବାକି ରହିଛି। ପ୍ଲେ-ଅଫକୁ […]

t

t

Hemant Lenka
  • Published: Saturday, 31 October 2020
  • Updated: 31 October 2020, 07:14 PM IST

Sports

Latest News

ଦୁବାଇ: ପ୍ରଥମେ ବୋଲରଙ୍କ ଶାଣିତ ପ୍ରଦର୍ଶନ ଓ ପରେ ଈଶାନ କିଶନଙ୍କ ଅପରାଜିତ ୭୨ ରନ୍‌ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରତିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସକୁ ୯ ୱିକେଟରେ ପରାସ୍ତ କରିଛି। ଏବେ ମୁମ୍ବାଇ ୧୩ଟି ମ୍ୟାଚ୍‌ରୁ ୯ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ୧ ନମ୍ବର ସ୍ଥାନରେ ଆହୁରି ମଜଭୁତ ହୋଇ ଯାଇଛି।

ଅନ୍ୟପକ୍ଷରେ ଦିଲ୍ଲୀ କ୍ରମାଗତ ୪ଟି ମ୍ୟାଚ୍‌ ହାରି ଅଡ଼ୁଆରେ ପଡ଼ିଛି। ଦିଲ୍ଲୀ ପାଖରେ ଏବେ ଆଉ ଗୋଟିଏ ମ୍ୟାଚ୍‌ ବାକି ରହିଛି। ପ୍ଲେ-ଅଫକୁ ଯିବାକୁ ହେଲେ ଏହି ମ୍ୟାଚ୍‌ ଜିତିବା ଦିଲ୍ଲୀ ପାଇଁ ଜରୁରୀ ହୋଇଯାଇଛି।

ଆଜିର ମ୍ୟାଚ୍‌ରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୯ ୱିକେଟ ହରାଇ ମାତ୍ର ୧୧୪ ରନ୍‌ କରିଥିଲା। ଏହାର ଜବାବରେ ମୁମ୍ବାଇ ୧୪.୨ ଓଭର୍‌ରେ ଗୋଟିଏ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି। ଈଶାନ ୭୪ ରନ୍‌ କରିଥିବା ବେଳେ ଡିକକ୍‌ ୨୬ ରନ୍‌ କରି ଆଉଟ ହୋଇଥିଲେ। ଶେଷ ଯାଏ ସୂର୍ଯ୍ୟ କୁମାର ଯାଦବ ୧୨ ରନ୍‌ କରି ଅପରାଜିତ ରହିଥିଲେ।

ଦିଲ୍ଲୀ ଦେଇଥିବା ମାତ୍ର ୧୧୫ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ମୁମ୍ବାଇ ଆରମ୍ଭରୁ ହିଁ ଦମଦାର ପ୍ରଦର୍ଶନ କରିଥିଲା। ଦଳର ଦୁଇ ଓପନର ଈଶାନ କିଶନ ଓ କ୍ୱିଣ୍ଟନ ଡି’କକ ବଡ଼ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଉଭୟ ବିନା କୌଣସି ୱିକେଟ ହରାଇ ୬ ଓଭର୍‌ରେ ୩୮ ରନ୍‌ ଆଦାୟ କରିଥିଲେ। ଏହାପରେ କିଶନ ବିସ୍ଫୋରକ ରୂପ ଦେଖାଇଥିଲେ। ଡି’କକ୍‌ ତାଙ୍କୁ ଭରପୂର ସହଯୋଗ କରିଥିଲେ।

ତେବେ ଦଳୀୟ ସ୍କୋର ୬୮ ଥିବା ବେଳେ ଡି’କକ(୨୬)ଙ୍କୁ ନୋର୍ଜେ ଆଉଟ କରି ଦିଲ୍ଲୀ ପାଇଁ ପ୍ରଥମ ସଫଳତା ହାସଲ କରିଥିଲେ। ଡି’କକ ଆଉଟ ହୋଇଥିଲେ ହେଁ ଏହାର ପ୍ରଭାବ କିଶନଙ୍କ ଉପରେ ପଡ଼ି ନଥିଲା। ସେ ତାଙ୍କ ଢଙ୍ଗରେ ଶଟ୍‌ ଖେଳି ଦଳକୁ ବିଜୟ ଅଭିମୁଖେ ନେଇ ଯାଇଥିଲା। ତାଙ୍କୂ ସୂର୍ଯ୍ୟ କୁମାର ଯାଦବ(୧୨) ମଧ୍ୟ ଶେଷ ଯାଏ ସାଥ ଦେଇଥିଲେ। କିଶନ ତାଙ୍କ ଅପରାଜିତ ୪୭ ବଲରେ ୭୨ ରନ୍‌ର ଇନିଂସ୍‌ରେ ୮ଟି ଚୌକା ଓ ୩ଟି ଛକା ମାରିଛନ୍ତି। ଏହି ଇନିଂସ ପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମଧ୍ୟ ମିଳିଛି।

ଏହାପୂର୍ବରୁ ଯଶପ୍ରୀତ ବୁମ୍ରା ଓ ଟ୍ରେଣ୍ଟ ବୋଲ୍ଟଙ୍କ ଘାତକ ବୋଲିଂକୁ ସମ୍ମୁଖୀନ ହୋଇ ନ ପାରି ଦିଲ୍ଲୀ ୯ ୱିକେଟ ହରାଇ ମାତ୍ର ୧୧୪ ରନ୍‌ କରିଥିଲା। ମୁମ୍ବାଇ ପକ୍ଷରୁ ବୁମ୍ରା ଓ ବୋଲ୍ଟ ୩ଟି ଲେଖାଏ ୱିକେଟ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story